Odisha news
Daily Archives

June 18, 2020

ଭଦ୍ରକ ଜିଲ୍ଲାପାଳଙ୍କ ଜୀବନ ଜୀବିକା ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜିସୁଦ୍ଧା ଜୀବିକା ଅର୍ଜନ ପାଇଁ ଭିଟାମାଟି ଛାଡି ଯାଇଥିବା ୩୦ହଜାର ୯ଶହ ପ୍ରବାସୀ ଜିଲ୍ଳାକୁ ଫେରିଥିବାର ପ୍ରଶାସନ ସୂତ୍ରରୁ ଜଣାଯାଇଛି । ଏହି ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କ ବହୁମୂଖୀ କଲ୍ୟାଣ…
Read More...

ବନ୍ତ : ପତ୍ନୀକୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ: ୪ ଜଣଙ୍କ ନାମରେ ମାମଲା

ବନ୍ତ  : ବନ୍ତ ଥାନା ଅଧିନ ତାଳପଦା ଗ୍ରାମର ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ଥାନା ଅଧିନ ତାଳପଦା…
Read More...

ମୟୂରଭଞ୍ଜରେ କରୋନା ସଂଖ୍ୟା ୧୨୬ ପହଁଞ୍ଚିଲା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧୁବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ୍ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୨୬ ଛୁଇଁଛି । ସବୁଠାରୁ ବଡକଥା ଆଜି…
Read More...

ଭାରତ-ଚୀନ୍ ସୀମାରେ ଲଢି ସହିଦ୍ ହୋଇଗଲେ ମୟୂରଭଞ୍ଜର ନନ୍ଦୁରାମ ସୋରେନ୍

ବାରିପଦା : ଭାରତ-ଚୀନ୍ ସୀମା ଲଦାଖ ଉପତ୍ୟକାରେ ଉଭୟ ଦେଶର ସେନା ମଧ୍ୟରେ ଲଢେଇରେ ସହିଦ୍ ହୋଇଛନ୍ତି ମୟୂରଭଞ୍ଜ ବୀର ସନ୍ତାନ ନନ୍ଦୁରାମ ସୋରେନ୍ । ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା…
Read More...

ସାଲେପୁର : ବେଆଇନ୍ ବାଲିଚାଲାଣ ବେଳେ ୫ହାଇୱା ଓ ୨ ଟ୍ରାକ୍ଟର ଜବତ, ୧ଲକ୍ଷ ୬ହଜାର ଟଙ୍କା ଜରିମାନା ଆଦାୟ

ସାଲେପୁର :  କଟକ ସଦର ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ସାଲେପୁର ତହସିଲଦାରଙ୍କ ନେତୃତ୍ୱରେ ସାଲେପୁର ଅଞ୍ଚଳରେ ବେଆଇନ୍ ଭାବେ ବାଲି ଚାଲାଣ କରୁଥିବା ୫ଟି ହାଇୱା ଓ ୨ଟି ବାଲିବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୧ଲକ୍ଷ…
Read More...

ସାଲେପୁର : ରୋଗୀଙ୍କ ଜୀବନ ସହ ଖେଳ, ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ସାଲେପୁରରେ ଚାଲିଛି ଏକାଧିକ ଘରୋଇ ନର୍ସିଂହୋମ୍

ସାଲେପୁର :  କେତେକ ପ୍ରଭାବଶାଳୀ ବ୍ୟକ୍ତି ସାଲେପୁର ଅଞ୍ଚଳରେ ଭିତ୍ତିଭୂମି ନଥାଇ ଘରୋଇ ଚିକିତ୍ସା କେନ୍ଦ୍ର ଖୋଲି ଅନଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସା କରାଇ ରୋଗୀମାନଙ୍କ ଠାରୁ ମୋଟାଅଙ୍କରେ ଅର୍ଥ ଆଦାୟ…
Read More...

୧୯୬୨ ମସିହା ଚୀନ୍ ଯୁଦ୍ଧ ପଛର ସନ୍ଦିଗ୍ଧ କାରଣ ଏବଂ ଚୀନ୍‌‌ ମହାଶକ୍ତିଶାଳୀ ହେବାର କାରଣ ବିଷୟରେ ଜାଣନ୍ତୁ

ବେଜିଂ: ୧୯୬୨ ମସିହା ଚୀନ୍ ଯୁଦ୍ଧ ପଛର ସନ୍ଦିଗ୍ଧ କାରଣ ଏବଂ ଏଥିରେ ଭାରତର ସଂକଟଜନକ ପ୍ରଦର୍ଶନ ଯୋଗୁଁ ଏ ପ୍ରସଙ୍ଗର ଐତିହାସିକ ଉପସ୍ଥାପନା ଏକ କଷ୍ଟକର ବ୍ୟାପାର। ତେବେ ଦୁଇ ଦେଶର ଏହି ରକ୍ତାକ୍ତ ସଂଘର୍ଷ ପରେ ଏକବିଂଶ…
Read More...

ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ କରୋନା ଯୋଦ୍ଧା ସମ୍ମାନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । କୋଭୀଡ-୧୯ ବିଶ୍ୱ ମହାମାରୀ ସଂକ୍ରମଣର ପ୍ରତିରୋଧ ପାଇଁ ଶ୍ରୀ ବର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାରେ…
Read More...

ପ୍ରେସ ୟୁନିୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା :  ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ ୟୁନିୟନ ରାୟଗଡା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡା ବନ ବିଭାଗ ଏବଂ ପ୍ରେସ ୟୁନିୟନର ମିଳିତ ଆନୁକୁଲ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ…
Read More...

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବି.ଏସ-୨ ପରୀକ୍ଷାଗାରକୁ ଉଦଘାଟନ : ରାୟଗଡ଼ାରେ ଆରମ୍ଭ ହେଲା…

ରାୟଗଡା :  ରାୟଗଡାରେ ଆରମ୍ଭ ହେଲା କୋରନା ସ୍ୱାବ ନମୁନା ପରୀକ୍ଷା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବି.ଏସ-୨ ପରୀକ୍ଷାଗାରକୁ ଉଦଘାଟନ କରିଛନ୍ତି । ବହୁ ପୂର୍ବରୁ ସରକାରଙ୍କ…
Read More...