Odisha news

‘ ଛାବା ‘ ଚଳଚିତ୍ର ଆଡ଼ଭାନ୍ସ ବୁକିଂ ରେ ଭାଙ୍ଗିଲା ସବୁ ରେକର୍ଡ

0

ବିକ୍କୀ କୌଶଲ ଓ ରଶ୍ମିକା ମନ୍ଦନା ଅଭିନୀତ ଆଗାମୀ ବଲିଉଡ ଚଳଚିତ୍ର ଛାବା ଚଳିତ ୨୦୨୫ ର ସବୁଠୁ ଅଧିକ ଆୟ କରିଥିବା ଚଳଚିତ୍ର ମଧ୍ୟରେ ଗଣା ଯିବ, ଚଳଚିତ୍ର ଟି ରିଲିଜ ହେବା ପୂର୍ବରୁ ଆଡ଼ଭାନ୍ସ ବୁକିଂ ଦ୍ରୁତ ବେଗରେ ହେଉଛି l ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂ ରେ କୋଟି କୋଟି ଏ କରିଛି ଚଳଚିତ୍ର ଛାବା l

ଛାବା ର ଆଡ଼ଭାନ୍ସ ବୁକିଂ ଫେବୃଆରୀ ୮ ତାରିଖ ରୁ ଆରମ୍ଭ ହେଲା l ସେବେଠାରୁ ବିକି କୌଶଲ ଙ୍କ ଚଳଚିତ୍ର ଛାବା ଆଡ଼ଭାନ୍ସ ବୁକିଂ କୁ ନେଇ ରେକର୍ଡ ଭାଙ୍ଗିଛି l ଚଳଚିତ୍ର ଟି ବିଏମଏସ ରେ ୨୦୦K ର ଟିକେଟ ଵିକ୍ରି କରିଛି , ଚଳଚିତ୍ର ଟି ୧୪ ଫେବୃଆରୀ ରେ ସିନେମା ହଲ ରେ ଵିକିଜ ହେବ l

ଛାବା  ଚଳଚିତ୍ର ଅକ୍ଷୟ କୁମାର ଅଭିନୀତ ସ୍କାଇ ଫୋର୍ସ କୁ ପଛରେ ପକାଇ ଦେଇଛି, ଏବଂ ୨୦୨୫ ରେ ସବୁଠୁ ବଡ଼ ପ୍ରି ସେଲ୍ ହୋଇଥିବା ବଲିଉଡ ମୁଭି ହୋଇଯାଇଛି, ଯେଉଁଠି ଦେଶଭକ୍ତି ଚଳଚିତ୍ର ସ୍କାଇ ଫୋର୍ସ ୩.୮୨ କୋଟି ଆଡ଼ଭାନ୍ସ ବୁକିଂ ହୋଇଥିଲା, ସେଇଠି ଛାବା ୫କୋଟି ରୁ ଉର୍ଧ୍ଵ ଆଡ଼ଭାନ୍ସ ବୁକିଂ ପାର କରିଛି l  ମରାଠା ବୀର ଯୋଦ୍ଧା ଛତ୍ରପତି ଶିବାଜୀ ଙ୍କୁ ଚଳଚିତ୍ର ଛାବା ପ୍ରସ୍ତୁତ ହୋଇଛି l ସିନେ କ୍ରିଟିକ ଙ୍କ ମତରେ ଏହି ଚଳଚିତ୍ର କୁ ପ୍ରତ୍ୟେକ ଭାରତୀୟ ଦେଖିବା ଜରୁରୀ l

Leave A Reply