Odisha news
Daily Archives

June 18, 2020

ସମୁଦ୍ର ମୁହାଣରୁ ନାଲି କପଡ଼ା ଲଗା ଦାରୁ ଉଦ୍ଧାର

ବାସୁଦେବପୁର (Ramakanta dangua) : ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତର ମୋହନପୁର ସମୁଦ୍ର ମୁହାଣ ବନି ଗଛ ମଧ୍ୟରୁ ଏକ ବଡ କାଠ ଗଡରେ ନାଲି କପଡ଼ା ଗୋଡାଯାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ମୋହନପୁର ସମୁଦ୍ର…
Read More...

ରାୟଗଡ଼ାରେ ଗଡ଼ିବ ନାହିଁ ବଡ଼ ଠାକୁରଙ୍କ ରଥ

ରାୟଗଡା Rabindra patkhandal):  ଶ୍ରଦ୍ଧା ଶ୍ରୀକ୍ଷେତ୍ରରୁ ଗୁଣ୍ଡିଚା ଯାଏଁ ଚଳିତ ବର୍ଷ ଗଡିବନ ବଡଠାକୁର ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ । ଫଳରେ ବିନା ଭକ୍ତରେ ଚଳିତ ବର୍ଷ ହେବ ରଥଯାତ୍ରା । ରଥଯାତ୍ରା ହେବ…
Read More...

ବେତନଟୀ  : ଭାରତ ଚୀନ ସୀମାରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ , ଚାଇନା ନିର୍ମିତ ସାମଗ୍ରୀ ନକିଣିବାକୁ ପ୍ରତିଜ୍ଞା ପାଠ

ବେତନଟୀ  : ମାନବ ସମାଜର ସବୁଠାରୁ ବଡ ଶତ୍ରୁ ଭାବେ ଏବେ ଛିଡା ହୋଇଛି ଚୀନ । ଗୋଟିଏ ପଟେ କରୋନା ମହାମାରୀର ଭୂତାଣୁ ଏହି ଦେଶରୁ ବାହାରି ସାରା ବିଶ୍ୱକୁ ଏକ ବଡ କ୍ଷତି ପହଞ୍ଚାଇ ସାରିଲାଣି । ଏହି ସମୟରେ ଭାରତବର୍ଷର ସୀମାରେ…
Read More...

ମନ୍ଦିର ପରିସରରେ ନୀତିକାନ୍ତିରେ ସମ୍ପନ୍ନ ହେବ ବେତନଟୀ ଓ ବୈଶିଙ୍ଗାର ୫ଟି ରଥଯାତ୍ରା

ବେତନଟୀ : ଆସୁଛି ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥ ଯାତ୍ରା । ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀ ଓ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ଯାତ୍ରା ସହିତ ସମ୍ମନ୍ୱୟରେ ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଥାଏ ।…
Read More...

ପ୍ରଧାନମନ୍ତ୍ରୀଙ୍କ ସହ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ: ଦେଶ କରୋନା ସହ ଲଢ଼େଇ ପାଇଁ ଏବଂ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଦିନ‌ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ନେଇ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି ଦେଶ କରୋନା ସହ ଲଢ଼େଇ ପାଇଁ ଏବଂ ଭାଇରସ୍‌କୁ ନିୟନ୍ତ୍ରଣ…
Read More...

ଦେଶରେ ତେଜିଲା ଚାଇନା ବିଦ୍ରୋହ : ସୀମାରେ ଶକ୍ତି ବଢ଼ାଇଲା ଭାରତ

ନୂଆଦିଲ୍ଲୀ: LACରେ ଉତ୍ତେଜନା ଓ ୨୦ ଭାରତୀୟ ଯବାନ ସହିଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ସମୟରେ ସରକାରଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି…
Read More...

ସୁପ୍ରିମକୋର୍ଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା : ଆଜି ନିଷ୍ପତ୍ତି

ଭୁବନେଶ୍ବର /ନୂଆଦିଲ୍ଲୀ :  ସନ୍ଧ୍ୟା ୭ଟା ୪୫ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ନିର୍ଦିଷ୍ଟ କି ପ୍ରସ୍ତାବ ଆସିବ, ତାହା ଏଯାଏ ଜଣାପଡିନାହିଁ। ମନ୍ତ୍ରୀମାନଙ୍କୁ ମଧ୍ୟ କ୍ୟାବିନେଟ୍ ବୈଠକର…
Read More...

ସୀମାରେ ଉତେଜନା ଚୀନ ସାମଗ୍ରୀ ବର୍ଜନ ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନିଅନ୍ତୁ

ଭାରତ-ଚୀନ ସୀମାରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହୀଦ୍ ହୋଇଥିବାବେଳେ ଚୀନର ୪୩ ଜଣ ସୈନିକଙ୍କର ମୃତୁ୍ୟ ଘଟିଛି । ସଂଘର୍ଷ କେବଳ ବାଡାବାଡି, ଧସ୍ତାଧସ୍ତିରେ ସୀମିତ ରହିଥିବା ବେଳେ ଗୁଳିଗୋଳା…
Read More...

ସ୍ୱାଧୀନତାର ୭୩ ବର୍ଷ ପରେ ଗାଁକୁ ନାହିଁ ପକ୍କା ରାସ୍ତା : ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ପରିବାର , ରାସ୍ତାରେ ତଳି…

ଗୋପ : ସ୍ୱାଧୀନତାର ୭୩ ବର୍ଷ ପରେବି ଗାଁକୁ ନାହିଁ ପକ୍କା ରାସ୍ତା, ଦୀର୍ଘ ଦିନ ଧରି ଲାଗି ରହିଛି ପାନୀୟ ଜଳ ସମସ୍ୟା । ସମାଜର ମୁଖ୍ୟ ସ୍ରୋତଠାରୁ ଅନତି ଦୂରରେ ଗୋପ ବ୍ଲକ୍ ସୋରିଶିଆପଦା ଗାଁ । ଏ କେଉଁ ଉପାନ୍ତ ଅଞ୍ଚଳର ଘଟଣା…
Read More...

ଭଞ୍ଜନଗର : ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପରିଚାଳନା କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଭଞ୍ଜନଗର : ଦୀର୍ଘଦିନରୁ ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାରମ୍ବାର ତାଗିଦ କରି ଆସୁଥିବାବେଳେ ଏବେ ଏହି  ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ…
Read More...