Odisha news
Daily Archives

June 18, 2020

ମାଲକାନଗିରି : ମରୁଡି ଏବଂ ମରୁ ଅଂଳରେ ଜୀବନ ଜୀବୀକାକୁ ନେଇ ସଂଘର୍ଷ

ମାଲକାନଗିରି :୧୮.୬.୨୦୨୦ : ମାଲକାନଗିରି ବନ ଖଣ୍ଡ କାର୍ଯ୍ଯାଳୟ ପରିସରରେ ଥିବା ସଭାଗୃହ ଠାରେ  ମରୁ ଓ ମରୁଡି ଅଂଚଳରେ ଜୀବନ ଓ ଜୀବୀକାକୁ ନେଇ ସଂଘର୍ଷ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କର୍ମଶାଳାରେ  ଡିଏଫ…
Read More...

ଡାକଘରେ ବିକ୍ରି ହେବ ସାନିଟାଇଜର

କ େ ର । ନ । ସଙ୍କଟ କାଳରେ ଡାକଘର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଉତ୍ତର ପ୍ରଦେଶରେ ଥିବା ପ୍ରାୟ ୫୦୦ ଡାକଘରେ ସାନିଟାଇଜର ଓ ଗଙ୍ଗା ଜଳ ବିକ୍ରି ହେବ । ଏଥିପାଇଁ ଲକ୍ଷ୍ମୌ ଷ୍ଟୋର୍‌କୁ ହ୍ୟାଣ୍ଡ୍‌…
Read More...

ଯୌତୁକ ଉପହାରରେ ୨୧ ବିଷାକ୍ତ ସାପ

ମଧ୍ୟ ପ୍ରଦେଶ : ମଧ୍ୟ ପ୍ରଦେଶ ଗୌରିୟା ସମୁଦାୟର ଲୋକେ ଜ୍ୱାଇଁଙ୍କୁ ଯୌତୁକରେ ୨୧ଟି ବିଷାକ୍ତ ସାପ ଦେଇଥାନ୍ତି । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଯଦି କେହି ଯୌତୁକରେ ସାପ ନ ଦିଅନ୍ତି ବର-କନ୍ୟାଙ୍କ ବୈବାହିକ…
Read More...

ବିଭିନ୍ନ ପ୍ରଜାତିର ଭିନ୍ନ ଭିନ୍ନ ରଙ୍ଗ ତରଭୁଜ ଚାଷ କରି ଚର୍ଚ୍ଚାରେ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚାଷୀ ଅମରେନ୍ଦ୍ର ସିଂହ ପାଞ୍ଚଟି ବିଭିନ୍ନ ପ୍ରଜାତିର ଭିନ୍ନ ଭିନ୍ନ ରଙ୍ଗ ତରଭୁଜ ଚାଷ କରି ଚର୍ଚ୍ଚାରେ ଅଛନ୍ତି । ରଙ୍ଗୀନ ତରଭୁଜେ ଦ ଖ ି ବ । ପ । ଇ ଁ ତାଙ୍କ ଘର ସାମ୍ନାରେ ଲୋକଙ୍କ ଗହଳି…
Read More...

ଟଏଲେଟ୍‌ରୁ ବ୍ୟାପିପାରେ କରୋନା !

ଟଏଲେଟ୍‌ ଫ୍ଲସ୍‌ କରିବା ବେଳେ ଏହାର ଲିଡ୍‌ ତୁରନ୍ଦ ବନ୍ଦ କରିବା ଦରକାର । ଏକ ଅଧ୍ୟୟନ ଅନୁସାରେ ଫ୍ଲସ୍‌ କରିବା ସମୟରେ ଶୌଚାଳୟରୁ କିଛି କଣିକା ବାହାରକୁ ଆସିଥାଏ ଯାହା କରୋନା ସହ ସମ୍ପର୍କ ରଖୁଛି । ଡାକ୍ତରମାନଙ୍କୁ ମାନବ…
Read More...

ଚାଇନା ରାଷ୍ଟପତିଙ୍କ କୁଶପୁତଳିକା ଦାହ

ଅସ୍ତରଙ୍ଗ  : ଲଦାଖର ଗଲୱାନ ଘାଟିରେ ୨୦ ଜଣ ଭାରତୀୟ ସେନା ମାନଙ୍କ ଉପରେ ଚିଇନା ସେନା ଅତର୍କିତ ଆକ୍ରମଣ କରି ମୃତହାତ କରିଥିବା ନେଇ , ତାର ପ୍ରତିବାଦ ସ୍ୱରୂପ ଅଖୀଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଅସ୍ତରଙ୍ଗ ଶାଖା ତରଫରୁ ସହୀଦ…
Read More...

ସହିଦଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଜଂଳୀ,ଚାଇନା ସାମଗ୍ରୀ ବର୍ଜନ ପାଇଁ ସଚେତନତା ଶୋଭାଯାତ୍ରା

ନିମାପଡା:ଲଦାଖ ଗଲଓା୍ୱନରେ ଦେଶ ପାଇଁ ସହୀଦ ହୋଇଥିବା ୨୦ଜଣ ବୀର ଯବାନମାନଙ୍କ ଉଦେ୍ଦଶ୍ୟରେ ଆଜି ନିମାପଡା ଓ ଚାରିଛକ ବଜାରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଓ ଚାଇନା ସାମଗ୍ରୀ ବର୍ଜନ ପାଇଁ ସଚେତନତା…
Read More...

ଆସନ୍ତା ୧ତାରିଖ ରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବା ପାଇଁ ଯୋଜନା କରୁଛି ଏ.ଏସ.ଆଇ.।

କୋଣାର୍କ:କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ୨୩ତାରିଖରୁ ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ଆସନ୍ତା ଜୁଲାଇ ପହିଲାରୁ ପର୍ଯ୍ୟଟକ ଙ୍କ ପାଇଁ ଖୋଲିବାକୁ ସ୍ତାନୀୟ ଏଏସଆଇ ଯୋଜନା କରୁଛି। ବିଶେଷ ସୁତ୍ରରୁ  ଜଣା ପଡେ କେନ୍ଦ୍ର…
Read More...

କରୋନା ଆକ୍ରାନ୍ତ ମହିଳାଙ୍କର ଶିଶୁ ପୁତ୍ରକୁ ମା ସହିତ ନେବାପାଇଁ ଅଡି ବସି ପରିବାର ଲୋକ ବ୍ଲକ ଘେରାଉ ।

ଉଦୟଗିରି  : ନୁଆଗଡ ବ୍ଲକରେ ବୁଧବାର ୭ଟି ପଜଟି ରିପୋଟ୍ ଆସି ଥିଲା । ସେଥି ମଧ୍ୟରୁ ଗୋଲି ଗ୍ରାମର ଜଣେ ମହିଳାଙ୍କ ତାଙ୍କର ଶିଶୁପୁତ୍ର ରହୁଥିଲେ । ମା ର ପଜଟର ଖଜୁରିପଦା ଗ୍ରାମ ନିକଟସ୍ଥ ଷ୍ଟିଲ ଡବଲଫ୍ ବିଭାର ସଂଘରୋଧ…
Read More...

ରାସ୍ତା ଅବସ୍ଥା ଶୋଚନୀୟ,ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁନାହିଁ ଖଟିଆ ରେ ବୁହା ହେଲେ ରୋଗୀ

ଠାକୁରମୁଣ୍ଡା : ଖଟିଆରେ ବୁହାହେଲା ରୋଗୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମ ପଞ୍ଚାୟତ ର ଅଶନବଣି ଗାଁରେ।ଗ୍ରାମ ର ରାସ୍ତା ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଖରାପ…
Read More...