Odisha news

ଯୌତୁକ ଉପହାରରେ ୨୧ ବିଷାକ୍ତ ସାପ

0

ମଧ୍ୟ ପ୍ରଦେଶ : ମଧ୍ୟ ପ୍ରଦେଶ ଗୌରିୟା ସମୁଦାୟର ଲୋକେ ଜ୍ୱାଇଁଙ୍କୁ ଯୌତୁକରେ ୨୧ଟି ବିଷାକ୍ତ ସାପ ଦେଇଥାନ୍ତି । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଯଦି କେହି ଯୌତୁକରେ ସାପ ନ ଦିଅନ୍ତି ବର-କନ୍ୟାଙ୍କ ବୈବାହିକ ଜୀବନ କ୍ଷଣସ୍ଥାୟୀ ହୁଏ ବୋଲି ସେମାନେ ବିଶ୍ୱାସ କରନ୍ତି । ଝିଅର ବାହାଘର ଠିକ୍‌ ହେବା ମାତ୍ରେ ବାପା ସାପ ଧ ର ି ବ । ଆରମ୍ଭ କରିଦିଅନ୍ତି । ସାପକୁ ସୁରକ୍ଷିତ ରଖିବା ପାଇଁ କଡ଼ା ନିୟମ ବି ପାଳନ କରାଯାଏ । ଯଦି ପେଡ଼ିରେ ସାପ ମରିଯାଏ ତେବେ ପୂରା ପରିବାର ଲଣ୍ଡା ହେବା ସହ ସବୁ ଜାତିଭାଇଙ୍କୁ ଭୋଜି ଦେଇଥାନ୍ତି ।

Leave A Reply