ଉଦୟଗିରି : ନୁଆଗଡ ବ୍ଲକରେ ବୁଧବାର ୭ଟି ପଜଟି ରିପୋଟ୍ ଆସି ଥିଲା । ସେଥି ମଧ୍ୟରୁ ଗୋଲି ଗ୍ରାମର ଜଣେ ମହିଳାଙ୍କ ତାଙ୍କର ଶିଶୁପୁତ୍ର ରହୁଥିଲେ । ମା ର ପଜଟର ଖଜୁରିପଦା ଗ୍ରାମ ନିକଟସ୍ଥ ଷ୍ଟିଲ ଡବଲଫ୍ ବିଭାର ସଂଘରୋଧ କେନ୍ଦ୍ରରେ ୫ ଜଣ ମହିଳା ଜଣେ ଶିଶୁ ପୁତ୍ର ରହୁଥିଲେ । ସେହି ୫ ଜଣ ମହିଳାଙ୍କର ପଜଟର ବାରିଥିଲା ଏହାପରେ ଜୀଲ୍ଲା ପ୍ରଶାସନ ତରଫରୁ ସେହି କେନ୍ଦ୍ରର ୫ ମହିଳାଙ୍କୁ ଆର,ସିତାପୁର କୋଭିଡ୍ ମେଡିକଲ ପଠା ଯାଇଛି । ଗୋଲି ଗ୍ରାମର ସଂଘରୋଧ କେନ୍ଦରେ ମହିଳା ନିଆଗଲା ମାତ୍ର ତାଙ୍କସହ ଥିବା ଶିଶୁ ପୁତ୍ରକୁ ନେଇନଥିଲେ ।
ଏହା ନେଇ ଆଜି ଆଜି ମହିଳା ଜଣଙ୍କ ସ୍ବାମୀ ,ସଶୁର ଓ କିଛି ଗ୍ରାମବାସୀ ବ୍ଲକ ଆସି ମା ସହ ଶିଶୁପୁତ୍ରକୁ ନେବାକୁ ଅଡିବସିଥିଲେ । କାରଣ ମା ପାଖରେ ଶିଶୁପୁତ୍ର ରହୁଥିଲା ଏବଂ ସେହି ମା ର କ୍ଷୀର ପିଉଥିଲା ସେହି ଶିଶୁପୁତ୍ରକୁ ମଧ୍ୟ ଆକ୍ରନ୍ତ ହୋଇଥିବ ବୋଲି ଭାବି ଶିଶୁପୁତ୍ରକୁ ତାର ମାପଖାକୁ ନେବା ପାଇଁ ପରବାର ଲୋକେ ଅଡି ବସିଥିଲେ ।
ଏହାପରେ ସ୍ଥାନୀୟ ବିଡିଓ ଲାବନେନ୍ଦୁ ମହାନ୍ତି, ତହସିଦାର ପ୍ରଫୁଲ କୁମାର କୁଜୁରୁ ଏବଂ ସ୍ଥାନୀୟ ମେଡିକଲ ଇନ୍ଚାର୍ଜ ପରିବାର ଲୋକଙ୍କୁ ବହୁବୁଝାସଜା କରିବା ପରେ ପରିବାର ଲୋକେ ସେହି ଶିଶୁପୁତ୍ରକୁ ଧରି ନିଜ ଘରକୁ ଯାଇଥିଲେ ।
ମନୋଜ ପାଢୀ ଆର,ଉଦୟଗିରି ଗଜପତି