Browsing Category
ସ୍ୱତନ୍ତ୍ର
ସ୍କଟଲାଣ୍ଡ୍ରେ ମହିଳାଙ୍କୁ ମାଗଣା ସାନିଟାରି ପ୍ରଡକଫ
ପୃଥିବୀର ପ୍ରଥମ ଦେଶ ସ୍କଟଲାଣ୍ଡ୍ ଯିଏ କି ମହିଳାଙ୍କୁ ମାଗଣାରେ ସାନିଟାର ପ୍ୟାଡ୍ ପ୍ରଦାନ କରିବ । ଏହାକୁ ସ୍କଟିଶ୍ ସଂସଦ ମଧ୍ୟ…
ତରଭୁଜରେ ମୋଦି, ଟ୍ରମ୍ପ
ଫଳ ଓ ପନିପରିବା ଖୋଦେଇ କଳାକାର ଏମ. ଏଲାନ୍ଚେଞ୍ଜିଆନ୍ ତରଭୁଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର…
କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ୨୦୨୦ କିଲୋର କେକ୍
ଦିବଂଗତ ପୂର୍ବ ରାଷ୍ଟ୍ରପତି ଡା. ଏପିଜେ ଅବଦୁଲ୍ କଲାମଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୩୦ଟି ବକେରିର ବିଶେଷଜ୍ଞ ଡା.…
ଟ୍ରମ୍ପ୍ଙ୍କ ସୁରକ୍ଷାରେ ୫ ମାଙ୍କଡ଼
ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଯାତ୍ରା ପାଇଁ ସିକୁ୍ୟରିଟି ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି । କଡ଼ାକଡ଼ି ସୁରକ୍ଷା ସତ୍ତେ୍ୱ ସୁରକ୍ଷା…
ନିଲାମ ହେବ ଆଇନଷ୍ଟାଇନ୍ଙ୍କ
ଖେଳଣା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନ୍ଙ୍କ ପ୍ରିୟ ଖେଳଣା ‘ମୋଜେକ୍ ପର୍ଲ ଗେମ୍’ ମାର୍ଚ୍ଚ ୬ରେ ନିଲାମ ହେବ । ଏହା…
କଟ୍-କପି-ପେଷ୍ଟ୍ର ଉଦ୍ଭାବକ ଆଉ ନାହାନ୍ତି
କମ୍ପୁ୍ୟଟର ବ୍ୟବହାର କରୁଥିବା ବ୍ୟକ୍ତି କଟ୍-କପି-ପେଷ୍ଟ୍ କମାଣ୍ଡ୍ର ଗୁରୁତ୍ୱ ବୁଝନ୍ତି । ଏହି ତିନି କମାଣ୍ଡ ଯଥା କଣ୍ଟ୍ରୋଲ୍-ଏକ୍ସ,…
ପ୍ରଥମ ରୋବଟ୍ ପୋଲିସ୍ ଅଫିସର୍
ନୁ୍ୟଜିଲାଣ୍ଡ୍ ‘ଏଲା’ ନାଁରେ ଦେଶର ପ୍ରଥମ ରୋବଟ୍ ପୋଲିସ ଅଫିସର୍ ନିଯୁକ୍ତ କରିଛି । ପାଇଲଟ୍ ପ୍ରୋଜେକଫ ଜରିଆରେ ଏହାକୁ…
କୁବେରଙ୍କ ଭୂସ୍ୱର୍ଗ ଫ୍ରାନ୍ସର ‘ମୋନାକୋ’
ବିଶ୍ୱର ସର୍ବାଧିକ ଧନୀ ରାଷ୍ଟ୍ର ମଧ୍ୟରୁ ମୋନାକୋ ଅନ୍ୟତମ। ଫ୍ରାନ୍ସର ଦକ୍ଷିଣ ଉପକୂଳରେ ଅବସ୍ଥିତ ଏହି ରାଷ୍ଟ୍ର ଏକାଧିକ କାରଣ ପାଇଁ…
ପୃଥିବୀର ସବୁଠୁ ବୟସ୍କ ବ୍ୟକ୍ତି
ଜାପାନର ଚେତେସୁ ୱତାନାବେ ପୃଥିବୀର ସବୁଠୁ ବୟସ୍କ ଜୀବିତ ପୁରୁଷ ଭାବେ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଫେବୃଆରୀ ୧୨ରେ ସେ…
ଆବର୍ଜନା ସଫା କରୁଛି ସ୍ପାଇଡର୍ମ୍ୟାନ୍
ଇଣ୍ଡୋନେସିଆର ରୁଡ଼ି ହାର୍ଟୋନ୍ ଜଣେ କାଫେ କର୍ମଚାରୀ । ରାସ୍ତା ଓ ସମୁଦ୍ରକୂଳକୁ ପ୍ରଥମେ ସେ ଏକୁଟିଆ ସଫା କରୁଥିଲେ । ସେ ଚାହୁଁଥିଲେ…