Odisha news

ଭିଡିଓ କନଫରେନ୍ସରେ ନିର୍ବନ୍ଧ

0

କରୋନା ପାଇଁ ବିହାରରେ ଲକ୍‌ଡାଉନ୍‌ ସ୍ଥିତି ଜାରି ଥିଲେ ହେଁ ବାହାଘର ଦେଖିବାକୁ ମିଳିଛି। ପାଟନାରେ ବର ଓ କନ୍ୟା ଭିଡିଓ କନଫରେନ୍ସିଂ ଜରିଆରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ବର ଓ କନ୍ୟା ଘରର ବନ୍ଧୁବାନ୍ଧବ ଓ ପରିବାର ଲୋକ ଗୋଟିଏ ଘରେ ଏକତ୍ର ହୋଇ ଭିଡିଓ କଲ୍‌ ମାଧ୍ୟମରେ ବିବାହ କାର୍ଯ୍ୟକୁ ପୂରା କରିଛନ୍ତି। କୋଭିଡ୍‌-୧୯ ଭୟଙ୍କର ସ୍ଥିତି ଉପୁଜାଇଥିବା ବେଳେ ଏଭଳି ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

Leave A Reply