Odisha news

ବାସନ ଧୋଉଛନ୍ତି କ୍ୟାଟ୍‌

0

ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ସମସ୍ତେ ଏବେ ନିଜ ଘରେ ଏକାନ୍ତବାସରେ ସମୟ ଅତିବାହିତ କରୁଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ ମଧ୍ୟ ଘରେ ରହି କେତେବେଳେ ଗିଟାର୍‌ ବଜାଉଛନ୍ତି ତ ପୁଣି କେତେବେଳେ ବ୍ୟାୟାମ କରୁଛନ୍ତି । ନିକଟରେ ସେ ଘରେ ବାସନ ମାଜୁଥିବାର ଏକ ଭିଡ଼ିଓ
ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଭିଡ଼ିଓରେ ବାସନ ଧୋଇବାର ତରିକା କହିବା ସହ ତାଙ୍କ ହାଉସ୍‌ହେଲ୍‌ପ ସେଲଫ୍‌-ଆଇସୋଲେସନ୍‌ରେ ଥିବା କହିଛନ୍ତି । ସେଥିପାଇଁ ସେ ଓ ତାଙ୍କ ଭଉଣୀ ଇଜି ବାସନ ଧୋଇବା କାମ କରୁଛନ୍ତି । ତାଙ୍କର ଏଇ ଭିଡିଓକୁ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି ।

Leave A Reply