Odisha news

୭ ବର୍ଷ ପରେ ସମୁଦ୍ର ଫେରାଇଲା ଚିଠି

0

କଥାରେ ଅଛି ସମୁଦ୍ର ଯାହା ନିଏ ତାକୁ ଫେରେଇ ଦିଏ । ଜର୍ମାନୀର ଏକ ପରିବାର ୨୦୧୨- ୧୩ରେ ଘର ଠିକଣା ସହ ଚିଠିକୁ ବୋତଲରେ ରଖି ରାଇନ୍‌ ନଦୀକୁ ପକାଇଥିଲେ । ସେଥିରେ ଲେଖା ଥିଲା, ‘ମେସେଜ୍‌ ପାଇଲେ ଆମକୁ ଉତ୍ତର ଦେବ’। ଏବେ ତାହାର ଉତ୍ତର ନୁ୍ୟଜିଲାଣ୍ଡରୁ ଚାରିଜଣ ଦେଇଥିବା ଜାଣି ପୂରା ପରିବାର ଆଶ୍ଚର୍ଯ୍ୟ । ନୁ୍ୟଜିଲାଣ୍ଡର ଅକ୍‌ଲାଣ୍ଡ୍‌ରୁ ଚାରିଜଣ ପିଲାଙ୍କୁ ବୋତଲଟି ମିଳିଥିଲା । ଫେବୃଆରୀ ୭ରେ ଚିଠିର ଉତ୍ତରରେ ସେମାନେ ଲେଖିଛନ୍ତି, ‘ଆମକୁ ବୋତଲରୁ ମେସେଜ୍‌ ମିଳିଲା, ନୁ୍ୟଜିଲାଣ୍ଡରୁ ଆମେ ପଠାଉଛୁ, ଏହା ବହୁ ବାଟ ଅତିକ୍ରମ କରିଛି । ଟେକ୍‌ କେୟାର୍‌ ।’ ସମ୍ପୃକ୍ତ ପରିବାର ଏହାର ଫଟୋେ ସ । ସ । ଲ ୍‌ ମି ଡ଼ି ଅ । େ ର େ ସ ୟ । ର ୍‌ କରିଛନ୍ତି ।

Leave A Reply