Odisha news

ମେଧାବୀ ଛାତ୍ରୀଙ୍କ ନରେ ରାସ୍ତା

0

ଗୁଜରାଟସ୍ଥିତ କଚ୍ଛ ଜିଲ୍ଲାର କୁକମା ପଞ୍ଚାୟତ ମେଧାବୀ ଛାତ୍ରୀଙ୍କ ନæôରେ ଗଳି ଓ ରାସ୍ତାର ନାମ ରଖୁଛି । ଦେଢ଼ବର୍ଷରେ ପଞ୍ଚାୟତ ପକ୍ଷରୁ ୧୬ ଜଣଙ୍କୁ ଏପରି ସମ୍ମାନ ଦିଆଯାଇଛି । କୁକମା ସରପଞ୍ଚ କଙ୍କୁବେନ୍‌ ବଣକର ୨୦୧୮ ସେପେଫମ୍ବରରେ ଏହି କାମ ଆରମ୍ଭ କରିଥିଲେ । ଏଥିପାଇଁ ପଞ୍ଚାୟତ ସଭାରେ ପ୍ରସ୍ତାବ ପାରିତ କରିଥିଲେ । ଆଖପାଖ ୫ ଜିଲ୍ଲାରୁ ସରପଞ୍ଚମାନେ ଏହି ବ୍ୟବସ୍ଥା ଦେଖିବା ପାଇଁ କୁକମା ପଞ୍ଚାୟତ ଆସୁଛନ୍ତି । ନାମକରଣ କରାଯାଇଥିବା ରାସ୍ତା ହେଉଛି ହେମାନି ମାର୍ଗ, ଶିବାନୀ ମାର୍ଗ, ସୋନାଲି ମାର୍ଗ, ରୁଚିତା ମାର୍ଗ, ଅଶ୍ୱିନୀ ମାର୍ଗ, ଶିଳ୍ପା ମାର୍ଗ, କୋମଳ ମାର୍ଗ, ଜିୟା ମାର୍ଗ, କୃପା ମାର୍ଗ, ଖୁସି ମାର୍ଗ ଇତ୍ୟାଦି ।

Leave A Reply