Odisha news
Monthly Archives

June 2020

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା

ଛତ୍ରପୁର,୨/୬: ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ…
Read More...

ପିଡ଼ିଏସ ସାମଗ୍ରୀ ହରିଲୁଟ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ 

କଣ୍ଟାପଡ଼ା, -ସାଧାରଣ ଖାଉଟିଙ୍କ ସାମଗ୍ରୀ ସମ୍ପୃକ୍ତ ସରକାରୀ କଣ୍ଟ୍ରୋଲ ଡିଲର ଓ ସେମାନଙ୍କ ସହିତ ବ୍ଲକ ଯୋଗାଣ ଅଧିକାରୀ ସାଥ ଦେଇ ଲୁଟିବାରେ ଲାଗିଛନ୍ତିବୋଲି ‘ଓଡ଼ିଶା ସୂଚନା ଅଧିକାର ଅଭିଯାନ’ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି…
Read More...

କରୋନା ଯୋଦ୍ଧଙ୍କୁ ମାସ୍କ ଓ ସାନିଟାଇଜ୍‍ର ବଣ୍ଟନ

ବାସୁଦେବପୁର, କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‍ ଡାଉନ୍‍ ସହିତ ଶନିବାର ଓ ରବିବାର ଦୁଇ ଦିନ ଧରି ସଡ଼ ଡାଉନ୍‍ ଘୋଷଣା କରିଛନ୍ତି । ଏହି କରୋନା ଯୋଦ୍ଧାରେ ସାରଥି ସାଜିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା…
Read More...

ରାୟଗଡା ଜିଲ୍ଳାପାଳ ଙ୍କ ଜରୁରୀ ବୈଠକ : ପଙ୍ଗପାଳ ଆକ୍ରମଣରୁ  ଜିଲ୍ଲାର ଫସଲକୁ ସୁରକ୍ଷା ପାଇଁ ପ୍ରସ୍ତତି ବୈଠକ 

ରାୟଗଡା,୨।୬ ଦେଶରେ ବିଭିନ୍ନ ରାଜ୍ୟରେ  ପଙ୍ଗପାଳ  ଫସଲକୁ ନଷ୍ଟ କରୁଥିବାର  ଦେଖି ଆମ ଜିଲାରେ ସମ୍ବାବ୍ୟ ପ୍ରବେଶ ଓ ସେମାନଙ୍କୁ  ମୁଖବିଲା କରି ଫସଲକୁ  ରକ୍ଷା କରିବା ନମନ୍ତେ  ଜିଲ୍ଳାପାଳ ଏକ ଜରୁରୀ ବୈଠକ ଡାକିଥିଲେ ।…
Read More...

ରାୟଗଡ଼ା ଜିଲ୍ଲା ପରିଷଦର ୭୨ତମ ସ୍ଵତନ୍ତ୍ର ବୈଠକ : ୪୫୪ଟି ରାସ୍ତା ମରାମତି ପାଇଁ ଅନୁମୋଦନ

ରାୟଗଡା,୨।୬ (Rabundra patkhandal)ରାୟଗଡ଼ା ଜିଲ୍ଲା ପରିଷଦର ୭୨ତମ ସ୍ଵତନ୍ତ୍ର ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ…
Read More...

ସଂଗ୍ରାମର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲିଗୁଡା,2/6 : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚାୟତର ବାଲିସୁଗା ଗ୍ରାମ ର ନରସିଂହ ମଳିକ ଙ୍କ ପୁଅ ସଂଗ୍ରାମ ମଳିକ ବୟସ 10 ବର୍ଷ l   ସେ  ଆଦିବାସୀ  ଅଟନ୍ତି l ପୁଅର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି…
Read More...

ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା : ଆସନ୍ତା ୪୮ ଘଣ୍ଟାରେ ପ୍ରବଳ ଝଡ଼ବର୍ଷା ଓ ବଜ୍ରପାତର ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ,…
Read More...

ଗଙ୍ଗନଗର ମୂଖ୍ୟ କେନାଲର କାମ କେବେ ଆରମ୍ଭ ହେବ :ନର୍ଦ୍ଦମା ପାଣି ସ୍ୱିଟି ହାଉସିଙ୍ଗ କମ୍ପ୍ଳେକ୍ସକୁ ଦୂଶିତ କରୁଛି,…

ଭୁବନେଶ୍ୱର : ଗଙ୍ଗନଗର ସ୍ଥିତ ମୂଖ୍ୟ କେନାଲ ତଥା ବୃହତ୍ ଡ଼୍ରେନ୍ ନଂ -୭ ଯାହା ବରମୁଣ୍ଡା ଅଂଚଳରୁ ବାହାରି ଗଙ୍ଗନଗରର ଅତି ଜନଗହଳି ଅଂଚଳ ଦେଇ ଏରୋଡ଼୍ରମ୍ ପାଖ ନବିନ୍ ନିବାସ ପଛପଟେ ପ୍ରବାହିତ ହୋଇଛି । ଗଙ୍ଗନଗର ଅଂଚଳରେ…
Read More...

ବଦଳିଲେ ଦିଲ୍ଲୀ ବିଜେପି ସଭାପତି : ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି।

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ମୁଖ୍ୟ। ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି।…
Read More...

ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ : ୨୦ ଜଣ ମୃତ୍ୟୁ

ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି।…
Read More...