Odisha news
Monthly Archives

June 2020

ମିଳୁନି ରାସନ ସାମଗ୍ରୀ, ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କୋରେଇ : କୋରେଇ ବ୍ଲକରେ ରାସନ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏଠାରେ ଗରିବ ଖଟିଖିଆ ଲୋକଙ୍କର ରାସନ ଓ ରିଲିଫ୍ ଚାଉଳ ହଡ଼ଫ ଜାରି ରହିଛି । ଯାହା ଯୋଗାଣ ବିଭାଗର ଦୁର୍ନିତିଖୋର ଅଧିକାରୀ ଓ…
Read More...

ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୫ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଘରେ ରହି…
Read More...

ଖେଳରତ୍ନ ପାଇଁ ରାଣୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୨ା୬(ଏଜେନ୍ସି): ମର୍ଯ୍ୟାଦାଜନକ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ନାଁ ସୁପାରିସ କରିଛି ହକି ଇଣ୍ଡିଆ । ସେହିଭଳି ଅର୍ଜୁନ ସମ୍ମାନ ପାଇଁ ବନ୍ଦନା…
Read More...

୧୧ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୨ା୬ : ଉତ୍ତର-ପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ତାହା ଜୁନ୍‌ ୮ ବେଳକୁ ପୂର୍ଣ୍ଣରୂପ ନେବ । ଏଥିଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବ ଏବଂ ପୂର୍ବ ଭାରତରେ…
Read More...

ବଜ୍ରପାତରେ ଟ୍ରାନ୍‌ସଫରମର ଜଳିଗଲା

ସାଲେପୁର : ଆଜି ସନ୍ଧ୍ୟାରେ ବଜ୍ରପାତ ଘଟି ଏକ ଟ୍ରାନ୍‌ସଫରମର ହୁ ହୁ ହୋଇ ଜଳିଗଲା । ଏହି ଟ୍ରାନ୍‌ସଫରମର ଜଳିବା ବେଳେ ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ । ପ୍ରକାଶ ଯେ ଆଜି ଅପରାହ୍ଣରେ ପ୍ରବଳ ବର୍ଷା…
Read More...

କଟକରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୦୩ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା

ଭୁବନେଶ୍ୱର, ୦୨ ଜୁନ :  କଟକରେ ଗତ ୨୪ ଘଂଟା ମଧ୍ୟରେ ୨୯୮ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
Read More...

ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ : ମାଆ ଝିଅ ଗୁରୁତର

ଗଞ୍ଜାମ, ୨ ଜୁନ୍ :  ବ୍ରହ୍ମପୁର ବାସୁଦେବନଗର ସପ୍ତମ ଲେନ୍ ରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ଜଣକ ରୋଷେଇ ଘରେ ଥିବା ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଘରେ ନିଆଁ ଲାଗି ଯାଇଥିଲା ।…
Read More...

ଲକ୍‌ଡାଉନ୍ ଗରିବ ଓ ଜନସ୍ୱାର୍ଥ ବିରୋଧି – କଂଗ୍ରେସ

ଭୁବନେଶ୍ୱର, ୦୨ ଜୁନ - ଓଡିଶା ସରକାରଙ୍କ ଦିଶାହୀନ କରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ଏକ ସ୍ୱାସ୍ଥ୍ୟ ସେବା ସମସ୍ୟା ବା ପ୍ରସଙ୍ଗ ନହୋଇ ଏହା ଏକ ହ୍ୟୁମାନ ଡିସ୍‌ଟ୍ରେସ୍ ବା ଅଭାବନୀୟ ମାନବ…
Read More...

ସେଲୁନ୍‌ରେ କେଶ କାଟିବା ପାଇଁ ଆଧାର କାର୍ଡ

ତାମିଲନାଡୁ : ତାମିଲନାଡୁରେ ଜୁନ୍‌ ୧ରୁ ସମସ୍ତ ସେଲୁନ୍‌ ଓ ବିୟୁଟି ପାର୍ଲର ଖୋଲିଛି । କିନ୍ତୁ କେଶ କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ସେଥିପାଇଁ ତାମିଲନାଡୁ ସରକାର ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍‌ଓପି) ଜାରି…
Read More...

ସାମାଜିକ ଦୂରତ୍ୱ ରକ୍ଷା କରିବ ଜୋତା

ରୋମାନିଆ : ରୋମାନିଆରେ ଏମିତି ଜୋତା ବିକ୍ରି ହେଉଛି ଯାହା ଆବଶ୍ୟକତା ଠାରୁ ଅଧିକ ବଡ଼ । ଉଦ୍ଦେଶ୍ୟ ଜୋତା ଦ୍ୱାରା ସାମାଜିକ ଦୂରତ୍ୱ ରକ୍ଷା କରିବା । ରୋମାନିଆରେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଲୋକେ ସାମାଜିକ ଦîରତ୍ୱ…
Read More...