Odisha news
Monthly Archives

January 2020

ଭୋଜିଭାତ ପାଇଁ ବିଦ୍ୟାଳୟରେ ଟେଂଟ ବନ୍ଧା ହେଲା – ଚୁପ୍ ରହିଲେ ବିଇଓ ,ଡ଼ିଇଓ

ମହାକାଳପଡ଼ା , ଗୋଟେ ପଟେ ସରକାର ୫ ଟି ଜରିଆରେ ବିଦ୍ୟାଳୟ ଗୁଡ଼ିକୁ ସଜାଡ଼ିବାକୁ ଯୋଜନା ଆରମ୍ଭ କରୁଥିବା ବେଳେ ସବୁ ନିତିନିୟମକୁ ଫୁ କରିଦେଇ ମହାକାଳପଡ଼ା ଅଂଚଳରେ ତାହାର ନିଛୁକ ଉଦାହରଣ ଦେଖିବାକୁ ମିଳିଛି । ମହାକାଳପଡ଼ା ବ୍ଲକ…
Read More...

ନନ୍ଦନକାନନରେ ଦୁଇ ନୂଆ ଅତିଥି

ବାରଙ୍ଗ :  ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସ୍ନେହା ଜନ୍ମ ଦେଇଛି ପୁଣି ୨ଟି ଶାବକ । ଏହାର ୩ୟ ଔରଷରୁ ଗୋଟିଏ ଧଳା ଛୁଆ ଓ ଏକ ସାଧାରଣ ଛୁଆ ଜନ୍ମ ହୋଇଥିବାରୁ ଏହି…
Read More...

ଚତୁର୍ଦ୍ଧାମୂର୍ତ୍ତିଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ:ପରମ୍ପରା ଅନୁଯାୟୀ ପୌଷ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରାଜାଧିରାଜ ବେଶରେ ସଜ୍ଜିତ କରାଯାଇଥିଲା । ମହାପ୍ରଭୁଙ୍କ ଏହି ପବିତ୍ର ସୁନାବେଶ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ…
Read More...

ସପୁରି ରଖେ ଷ୍ଟ୍ରେଶ୍‌ ଫ୍ରି

ପାଣିର ମାତ୍ରା ଓ ଆଣ୍ଟିଅକ୍ସିଡାଣ୍ଟ ପାଇଁ ସପୁରି ବେଶ୍‌ ଲାଭକାରୀ । ଫ୍ରୁଟ୍‌ ସାଲାଡ୍‌ ସହ ମିଠା ତିଆରିରେ ମଧ୍ୟ ଏହାର ବ୍ୟବହାର କରାଯାଏ । ସପୁରିରେ ଥିବା ଭିଟାମିନ୍‌ ସି, ଆଣ୍ଟିଅକ୍ସିଡାଣ୍ଟ, ଏନଜାଇମ୍‌ ଓ ଫାଇବର୍‌…
Read More...

ସିଦ୍ଧାର୍ଥଙ୍କୁ ବାହାହେବେ ଶେହନାଜ୍‌ !

ଏବେ ନୂଆ ନୂଆ ଟାସ୍କକୁ ନେଇ ‘ବିଗ୍‌ ବସ୍‌ ୧୩’ ଚର୍ଚ୍ଚାରେ । ଶୋ’ର ଏକ ଭିଡିଓ ସୋସାଲ ମିଡିଆରେ ଫ୍ୟାନ୍‌ଙ୍କ ଧ୍ୟାନ ଆକର୍ଷଣ କରିଛି । ସେଥିରେ ଶେହନାଜ୍‌ ଗିଲ୍‌ ସମସ୍ତଙ୍କ ଆଗରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ବିବାହ ଘୋଷଣା…
Read More...

ଚିଙ୍ଗୁଡି ବୋଝେଇ ମିନି ଟ୍ରକ୍ କୁ ଧକ୍କା ଦେଲା ଟ୍ରକ ଲକ୍ଷାଧିକ ଟଙ୍କାର ଚିଙ୍ଗୁଡି ବୋହି ନେଲେ ପଥଚାରି , ଡ୍ରାଇଭର…

ମାର୍ଶାଘାଇ, ଶୁକ୍ରବାର ଭୋର ସମୟରେ ଚଣ୍ଡିଖୋଲ-ପାରାଦୀପ ୫(କ)ଜାତୀୟ ରାଜପଥ ର କୁସୁନପୁର ଗ୍ରାମ ନିକଟରେ ଏକ ଚିଙ୍ଗୁଡି ବୋଝେଇ ମିନିଟ୍ରକ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ମିନିଟ୍ରକଟି ଓଲଟି ପଡିଥିଲା । ଫଳରେ ମିନିଟ୍ରକଟି…
Read More...

ର୍ନିଦୟ ମାତୃତ୍ୱ : ନବଜାତ ଶିଶୁକନ୍ୟାକୁ ରାସ୍ତା କଡ଼ରେ ଫୋପାଡ଼ି ଦେଲା ମା

ଚଣ୍ଡିଖୋଲ:କ୍ରମାଗତ ସଚେତନତା ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ସାମାଜିକ ସ୍ତରରେ ଦେଖିବାକୁ ମିଳୁ ନାହିଁ । ଯେତେସବୁ ସଚେତନତା ସ୍ଳୋଗାନବାଜି…
Read More...

ପାଣିକୋଇଲି ଥାନାରେ ପାଣି ଅଭାବ

ପାଣିକୋଇଲି: ପାଣିକୋଇଲି ଥାନା ଆଜକୁ ୧୧ ବର୍ଷ ହେବ ଗଠିତ ହୋଇଛି । ପୂର୍ବରୁ କୋରାଇ ଥାନା ଅଧିନରେ ଏହା କାର୍ଯ୍ୟ କରୁଥିଲା । ୧୯୯୫ ମସିହାରେ ଜିଲ୍ଲା ପୁନଃ ଗଠନ ହୋବ ସହ ଜିଲ୍ଲା ପୁଲିସର ମୁଖ୍ୟାଳୟ ପାଣିକୋଇଲି ଠାରେ ହେବା…
Read More...

୧ଲକ୍ଷ ୮୦ହଜାରଟଙ୍କାର ବ୍ରାଉନସୁଗର, ନଗଦ ୯ଲକ୍ଷ ୨୧ ହଜାର ଟଙ୍କା ଜବତ; ଜଣେ ଗିରଫ

ଖୋର୍ଦ୍ଧା ଟାଉନଥାନା ପୁଲିସ ଗୁରୁବାର ଦିନ ସ୍ଥାନୀୟ ସ୍ୱେପ୍ନେଶ୍ୱର ସାହିରେ ଚଢାଉ କରି କଇନ ଓରଫ ମହେନ୍ଦ୍ର ବେହେରା(୪୫) ନାମକ ଜଣେ ବେପାରୀକୁ ଗିରଫ କରିଥିବା ଜଣାଯାଇଛି । ତାଠାରୁ ପୁଲିସ ୧ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର…
Read More...

ବ୍ରହ୍ମପୁରଠାରେ ବିଶାଳ ଜନସାମବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କଲେ କେନ୍ଦ୍ର ମନ୍ତ୍ରୀ ବାବୁଲ…

ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ମୋଦି ସରକାରଙ୍କ ନିଷ୍ପତି ଐତିହାସିକ : ବାବୁଲ ସୁପ୍ରିୟୋ  ପଡୋଶୀ ଦେଶର ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ ଗାନ୍ଧିଜୀ କହିଥିଲେ : ବୈଜୟନ୍ତ ପଣ୍ଡା  ସିଏଏ ଦ୍ୱାରା କୌଣସି…
Read More...