Odisha news

ସପୁରି ରଖେ ଷ୍ଟ୍ରେଶ୍‌ ଫ୍ରି

0

ପାଣିର ମାତ୍ରା ଓ ଆଣ୍ଟିଅକ୍ସିଡାଣ୍ଟ ପାଇଁ ସପୁରି ବେଶ୍‌ ଲାଭକାରୀ । ଫ୍ରୁଟ୍‌ ସାଲାଡ୍‌ ସହ ମିଠା ତିଆରିରେ ମଧ୍ୟ ଏହାର ବ୍ୟବହାର କରାଯାଏ । ସପୁରିରେ ଥିବା ଭିଟାମିନ୍‌ ସି, ଆଣ୍ଟିଅକ୍ସିଡାଣ୍ଟ, ଏନଜାଇମ୍‌ ଓ ଫାଇବର୍‌ ଶରୀରକୁ ଜରୁରୀ ପୋଷଣ ଦେଇଥାଏ । ଭିଟାମିନ୍‌ ସି କୋଷିକା କ୍ଷତି ସହ ଲ ଢ଼ି ବ । େ ର ସ । ହ । ଯ ୍ୟ କରେ ।-ଏଥିରେ ଥିବା ପ୍ରାକୃତିକ ସୁଗର୍‌ ସ୍ୱାସ୍ଥ୍ୟ ପାଇଁ ଭଲ । ଫାଇବର୍‌ ପାଚନରେ ସହାୟକ ହେବା ସହିତ ଭୋକ ନିୟନ୍ତ୍ରଣ କରିଥାଏ । କ୍ୟାଲୋରି ବର୍ନ ବୃଦ୍ଧିରେ ସାହାଯ୍ୟ କରେ । -ସପୁରିରେ ଥିବା ମାଙ୍ଗାନିଜ୍‌ ହାଡ଼ ମଜଭୁତ କରିଥାଏ । -ସପୁରି ଷ୍ଟ୍ରେଶ୍‌ ଫ୍ରି ରଖିବାରେ ବେଶ୍‌ ସହାୟ । ଏସବୁ ଦୃଷ୍ଟିରୁ ପ୍ରତିଦିନ ସପୁରି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ।

Leave A Reply