Odisha news

ଅମିତାଭ ବଚନଙ୍କ ନାମର ସିନ୍ଦୁର ଲଗାଉଛନ୍ତି ରେଖା, ଦୀର୍ଘ ବର୍ଷପରେ ପଦାକୁ ଆସିଲା ଏହାର ସତ୍ୟତା

0

ଅମିତାଭ ବଚନ ଙ୍କ ପାଇଁ ରେଖାଙ୍କ ପ୍ରେମ ସବୁବେଳେ ସୋବିଜ ରେ ଆଗରେ ରହିଥାଏ, ନିକଟରେ ଏଭଳି କିଛି କଥା ସାମ୍ନାକୁ ଆସିଛି ଯେତେବେଳେ ଏକଷ୍ଟ୍ରେସ ଙ୍କୁ ବିଗ ବି ଙ୍କ ପତ୍ନୀ ଜୟା ବଚନ ନିଜ ଘରକୁ ଲଞ୍ଚ ରେ ନିମନ୍ତ୍ରଣ କରିଥିଲେ, ଯେଉଁଠାରେ ସେ ରେଖଙ୍କୁ ସଫା ସଫା କହିଥିଲେ ଯେ ସେ କଦାପି ଅମିତାଭ ଙ୍କୁ କଦାପି ଛାଡ଼ିବେ ନାହିଁ, ଏବଂ ଅମିତାଭ କେବଳ ତାଙ୍କର l ଏହାପରେ ରେଖାଙ୍କ ଜୀବନ ରେ ସବୁକିଛି ବଦଳି ଯାଇଥିଲା, ଏବଂ ସେ କଥିତ ଭାବରେ ଅମିତାଭ ଙ୍କୁ ଛାଡି ବିବାହ କରିବାର ନିଷ୍ପତି ନେଇଥିଲେ l କିନ୍ତୁ ଆଜି ମଧ୍ୟ ରେଖାଙ୍କ ମନରେ ଅମିତାଭ ଙ୍କ ପାଇଁ ଦୁର୍ବଳତା ରହିଥାଏ l

ନିକଟରେ ବରିଷ୍ଠ ଲେଖକ ଓ ଚଳଚିତ୍ର ଐତିହାସିକ କାର ହନିଫ ଜବେରୀ ଙ୍କ ଅନୁସାରେ ରେଖା ଆଜି ମଧ୍ୟ ଅମିତାଭ ଙ୍କୁ ପ୍ରେମ କରୁଛନ୍ତି ଓ ସମ୍ମାନ କରୁଛନ୍ତି l ଯାହାକୁ ନେଇ ରେଖା ଅନେକ ସମୟ ରେ ପବ୍ଲିକ ଇଭେଣ୍ଟ ରେ ମଧ୍ୟ ପ୍ରକାଶ କରିଛନ୍ତି l ରେଖା ଅମିତାଭ ଙ୍କୁ ଛାଡି ବ୍ୟବସାୟୀ ମୁକେଶ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ l କିନ୍ତୁ ଯେତେବେଳେ ରେଖା କହୁଛନ୍ତି ଯେ ସେ ବର୍ତମାନ ମଧ୍ୟ ଅମିତାଭ ଙ୍କୁ ପ୍ରେମ କରୁଛନ୍ତି ତେବେ ଏହା ସତ୍ୟ ଅଟେ l ହନିଫ ରେଖା ଙ୍କ ସିନ୍ଦୁର କୁ ନେଇ କହିଥିଲେ ଯେ ଅନେକ ସମୟ ରେ ଅମିତାଭ ଙ୍କ ନାମକୁ ରେଖାଙ୍କ ସହିତ ଯୋଡ଼ା ଯାଇଥାଏ l ହୃଦୟ, ମସ୍ତିସ୍କ ଓ ଜୀବନ ସବୁକିଛି ରେଖାଙ୍କର ତେଣୁ ତାଙ୍କ ପସନ୍ଦ ସେ ଯାହା କରିବେ l ଯାହା କିଛିବି ଘଟିଥିଲା ତାଙ୍କ ଅତୀତ ରେ ଘଟିଥିଲା, ଏହା ତାଙ୍କର ଦୁର୍ବଳତା ରହିଥିଲେ ବି ସୁଧା ସେ ନିଜ ଭାବନାକୁ ନିଜ ମଧ୍ୟରେ ସୀମିତ ରଖିଛନ୍ତି l

Leave A Reply