Odisha news
Monthly Archives

July 2020

ସାପ କାମୁଡାରେ ଶିଶୁକନ୍ୟାର ମୃତ୍ୟୁ

ନୂଆପଡା, ୧ ଜୁଲାଇ  : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ପଂଚାୟତର ଉପରପିଟା ଗ୍ରାମରେ ଏକ ବିଶାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଶିଶୁ କନ୍ୟା ଜଣକ ଉପରପିଟା ଗ୍ରାମର ଭଜନଲାଲ ଜଗତଙ୍କ ୫…
Read More...

ଜାରିହେଲା ଅନ୍‌ଲକ-୨ ପାଇଁ ନୂଆ ନିୟମାବଳୀ

ଭଦ୍ରକ ୧ ଜୁଲାଇ  :  ଆଜି ଠାରୁ ସମଗ୍ର ଦେଶରେ ଅନଲକ୍ -୨ ଆରମ୍ଭ ହୋଇଛି । ଏ ନେଇ ଲକଡାଉନ ନେଇ ରହିଥିବା କେତେକ କଟକଣାରେ ପରିବର୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ନିୟମାବଳୀ ଅନୁଯାୟୀ ଆଗାମୀ ଅଗଷ୍ଟ…
Read More...

୫୦ ପ୍ରତିଶତ କର୍ମଚାରୀରେ ଚାଲିବ ପୁଣି ସରକାରୀ ଅଫିସ

କନ୍ଧମାଳ, ୦୧ ଜୁଲାଇ : କେନ୍ଦ୍ର ସରକାରଙ୍କର ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସଂନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଘୋଷଣାପରେ କନ୍ଧମାଳ ଜିଲ୍ଲାକୁ କରୋନା ସଂକ୍ରମଣରୁ ରକ୍ଷା କରିବା ସହ ମୁକ୍ତ କରିବା ଲାଗି ପୁଣିଥରେ…
Read More...

ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ନୂଆ ଲୋଗୋ ଓ ଟ୍ୟାଗଲାଇନ ସହିତ ନୂତନ ବ୍ରାଣ୍ଡ ପରିଚୟର ଉନ୍ମୋଚନ କରିଛି

ମୁମ୍ବାଇ, ଜୁଲାଇ ୦୧ : ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ (ଏସବିଆଇଜି) ଆଜି ଏହାର ନୂତନ ରିଡିଜାଇନ୍ ହୋଇଥିବା ଲୋଗୋ ସହିତ ନୂତନ କର୍ପୋରେଟ୍ ବ୍ରାଣ୍ଡ ପରିଚୟର ଶୁଭାରମ୍ଭ କରିଛି । ଏହାର ଟ୍ୟାଗଲାଇନ୍ ରହିଛି ‘ସୁରକ୍ଷା ଓ…
Read More...

ସୁନ୍ଦରଗଡ଼ରେ ଚାଷୀମାନଙ୍କୁ ମାଣ୍ଡିଆ ବିହନ ବଂଟନ, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ସୁନ୍ଦରଗଡ଼, ୧ ଜୁଲାଇ ୨୦୨୦: ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଏହାର ପୁଷ୍ଟିକର ଗୁଣ ସମ୍ପର୍କରେ ଚାଷୀ ଏବଂ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ…
Read More...

ଆମାଜନ୍‌ ପ୍ରାଇମ୍‌ ସହ ପ୍ରିୟଙ୍କା ଚୋପଡାଙ୍କ ଡିଲ୍

‌ ପ୍ରଡୁ୍ୟସର୍‌- ଆକେଫ୍ରସ୍‌ ପ୍ରିୟଙ୍କା ଚୋପଡା ଗ୍ଲୋବାଲ ଟେଲିଭୁଜନରେ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି । ଏବେ ପ୍ରିୟଙ୍କା ଆମାଜନ୍‌ ପ୍ରାଇମ୍‌ ସହିତ ଦୁଇ ବର୍ଷ ପାଇଁ ମଲଫିମିଲିୟନ୍‌ ଡଲାରର ଡିଲ୍‌ କରିଛନ୍ତି । ଏହା…
Read More...

ମିଆଁ ଖଲିଫାଙ୍କୁ ନ୍ୟାୟ !

କୁଖ୍ୟାତ ପର୍ନହବ୍‌ େୱବ୍‌ସାଇଟ୍‌ରେ ଯାହାଙ୍କୁ ସବୁଠୁ ବେଶୀ ସର୍ଚ୍ଚ କରାଯାଏ ସେହି ଆଡଲଫ ଷ୍ଟାର୍‌ ହେଉଛନ୍ତି ମିଆଁ ଖଲିଫା । ଖଲିଫା ୨୦୧୪ରେ ମାତ୍ର ୩ ମାସରେ ୧୧ଟି ଆଡଲଫ ଫିଲ୍ମ କରିଥିଲେ । ପର୍ନ ଇଣ୍ଡଷ୍ଟ୍ରୀରୁ ୬ ବର୍ଷ…
Read More...

ସଙ୍ଗରୋଧରେ ୪୭ ଛେଳି

କର୍ନାଟକରେ ଜଣେ ଗାଈ ଜଗୁଆଳଙ୍କ କରୋନା ଟେଷ୍ଟ୍‌ ପଜିଟିଭ୍‌ ଆସିବା ପରେ ତାଙ୍କର ୪୭ଟି ଛେଳିକୁ ସଙ୍ଗରୋଧରେ ରଖାଯାଇଛି । ଏହି ଘଟଣା ବେଙ୍ଗଲୁରୁରୁ ପ୍ରାୟ ୧୨୭ କିମି ଦୂର ତୁମକୁରୁ ଜିଲ୍ଲା ଗୋଡକେରେ ଗæôର । ପଶୁପାଳନ ବିଭାଗର…
Read More...

ଛେଳି ବଞ୍ଚାଅ ଅଭିଯାନ

ବକ୍‌ରି ଇଦ୍‌ ଉତ୍ସବର ମାସେ ପୂର୍ବରୁ ‘ପେଟା ଇଣ୍ଡିଆ’ ଛେଳି ବଳି ରୋକିବା ଅଭିଯାନ ଆରମ୍ଭ କରିଛି । ଜୁଲାଇ ୩୧ କିମ୍ବା ଅଗଷ୍ଟ ୧ରେ ପାଳନ ହେବ ବକ୍‌ରି ଇଦ୍‌ । ଲକ୍ଷ୍ମୌରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେବା ପାଇଁ ଏକ…
Read More...

କଂଟେନମେଂଟ ଜୋନ ତଦାରଖ କଲା ହିଞ୍ଜିଳି ପୁଲିସ

ହିଞ୍ଜିଳିକାଟୁ : ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ କାୟା ବିସ୍ତାରେ କରିଥିବା ବେଳେ ଏହାକୁ ପ୍ରତିହିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଜାରୀ…
Read More...