Odisha news

ସଙ୍ଗରୋଧରେ ୪୭ ଛେଳି

0

କର୍ନାଟକରେ ଜଣେ ଗାଈ ଜଗୁଆଳଙ୍କ କରୋନା ଟେଷ୍ଟ୍‌ ପଜିଟିଭ୍‌ ଆସିବା ପରେ ତାଙ୍କର ୪୭ଟି ଛେଳିକୁ ସଙ୍ଗରୋଧରେ ରଖାଯାଇଛି । ଏହି ଘଟଣା ବେଙ୍ଗଲୁରୁରୁ ପ୍ରାୟ ୧୨୭ କିମି ଦୂର ତୁମକୁରୁ ଜିଲ୍ଲା ଗୋଡକେରେ ଗæôର । ପଶୁପାଳନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଗæôରେ ପ୍ରାୟ ୩୦୦ ଘରେ ୧୦୦୦ ଲୋକ ବସବାସ କରୁଛନ୍ତି । ଗାଈ ଜଗୁଆଳଙ୍କ ସମେତ ୨ ଜଣ କରୋନା ସଂକ୍ରମିତ ଅଛନ୍ତି । ୪ଟି ଛେଳିଙ୍କର ସନ୍ଦେହଜନକ ମୃତୁ୍ୟ ପରେ କିଛି ଛେଳିଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି । ଜିଲ୍ଲା ପଶୁ ଅଧିକାରୀ କହିଛନ୍ତି ଛେଳିମାନଙ୍କୁ ଗæô ବାହାରେ ସଙ୍ଗରୋଧରେ ରଖାଯାଇଛି । ଟେଷ୍ଟିଂ କିଟ୍‌ ନ ଥିବାରୁ ସେମାନଙ୍କର ସ୍ୱାବ୍‌ ପଶୁ ସ୍ୱାସ୍ଥ୍ୟ ଓ ପଶୁ ଚିକିତ୍ସା ସଂସ୍ଥାନ, ଭୋପାଳ ପଠାଯାଇଛି ।

Leave A Reply

Your email address will not be published.