Odisha news
Monthly Archives

June 2020

ଅନଲକ ୨.୦ : ନାଇଟ୍ କର୍ଫ୍ୟୁ ରାତି ୯ରୁ ସକାଳ ୫

ଭୁବନେଶ୍ୱର ,୩୦/୬  : ରାଜ୍ୟ ସରକାର ଜୁଲାଇ ମାସରେ ପୂର୍ବରୁ ଜାରି ଥିବା ରାତ୍ରିକାଳୀନ କର୍ଫ୍ୟୁ ସମୟରେ ସମୟରେ ପରିବର୍ତନ କରିଛନ୍ତି । ଜୁନ୍ ମାସରେ ରାତି କର୍ଫ୍ୟୁ ସଂନ୍ଧା ୭ରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହୁଥିବା ବେଳେ…
Read More...

ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ ,୩୦/୬(ଏଜେନ୍ସି) : ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଅନଲକ-୨ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଲକଡାଉନ ସମୟରେ କେନ୍ଦ୍ର ସରକାର ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ…
Read More...

ଜି୪: ନୂଆ ସ୍ୱାଇନ୍‌ ଫ୍ଲì ଭାଇରସ୍‌

ଗବେଷକମାନଙ୍କୁ ଚୀନ୍‌ରୁ ନୂଆ ସ୍ୱାଇନ୍‌ ଫ୍ଲì ଭାଇରସ୍‌ ମିଳିଛି ଯାହା କରୋନା ମହାମାରୀ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିପାରେ । ମିଳିଥିବା ନୂଆ ସ୍ୱାଇନ୍‌ ଫ୍ଲì ‘ଜି୪’ ୨୦୦୯ରେ ଦେଖାଦେଇଥିବା ଏଚ୍‌ୱାନ୍‌ଏନ୍‌ୱାନ୍‌…
Read More...

୨୦ ବର୍ଷରେ ହଜାରେ ଆତ୍ମହତ୍ୟା

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ପ୍ରୟାଗରାଜକୁ ନୈନି ସହ ଯୋଡ଼ୁଥିବା ନୂଆ ଯମୁନା ବ୍ରିଜ୍‌କୁ ଲୋକେ ‘ଅଭିଶପ୍ତ ବି୍ରଜ୍‌’ କହୁଛନ୍ତି । ପୋଲ ତିଆରି ହେବା ଦ୍ୱାରା ମିର୍ଜାପୁର ଓ ମଧ୍ୟ ପ୍ରଦେଶ ଆଡ଼କୁ ଯାଉଥିବା ଲୋକଙ୍କୁ…
Read More...

ଆସୁଛି ଖଦି ଜୋତା

ଆଗ୍ରାର ଫୁଟୱିୟର୍‌ ଉଦ୍ୟୋଗ ଖଦି ଜୋତା ତିଆରି କରିବାକୁ ଯାଉଛି । ଖଦି ବ୍ରାଣ୍ଡ୍‌ ଦେଶକୁ ଏକ ନୂଆ ପରିଚୟ ଦେବ । ଚମଡ଼ା ବା ସିନ୍ଥେଟିକ୍‌ ପରିବର୍ତ୍ତେ ଖଦି ଜୋତା ଆଗାମୀ ଦିନରେ ନୂଆ ଫ୍ୟାଶନ୍‌ ଟ୍ରେଣ୍ଡ୍‌ ହେବ । ସହରର…
Read More...

ସଂଗରୋଧ ସମୟର ଟଙ୍କା ପାଇଁ ରାସ୍ତାରୋକ 

ବୁଗୁଡ଼ା :-ସଂଗରୋଧ ସମୟର ଟଙ୍କା ପାଇନଥିବା ହିତାଧିକାରୀ ଆଜି ବୁଗୁଡ଼ା ବ୍ଲକ୍ ବିରଞ୍ଚିପୁର୍ ଠାରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଥିଲେ। ବିରଞ୍ଚିପୁର୍ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ଗତମାସ ସୁଦ୍ଧା ୫୭୦ ଜଣ ହିତାଧିକାରୀ…
Read More...

ଆଲିୟାଙ୍କ ଡିଜିଟାଲ୍‌ ଡେବୁ୍ୟ

ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର ଓ ପୂଜା ଭଟ୍ଟ ଅଭିନୀତ ଫିଲ୍ମ ‘ସଡ଼କ ୨’ ଓଟିଟିରେ ରିଲିଜ୍‌ ହେବାକୁ ପ୍ରସ୍ତୁତ । ଏହି ଫିଲ୍ମ ମାଧ୍ୟମରେ ଆଲିୟା ଡିଜିଟାଲ୍‌ ଡେବୁ୍ୟ କରିବେ । ଏହାର ସୂଚନା ଦେଇ ମୁକେଶ ଭଟ୍ଟ…
Read More...

ଅମାନିଆ ମାଂସ ଦୋକାନୀ ମାନୁନାହାନ୍ତି ସଡ୍‍ ଡାଉନ୍‍କୁ

ବାସୁଦେବପୁର:ସରକାରୀ କଟକଣାକୁ ଫୁକରି ବାସୁଦେବପୁରରେ ଅମାନିଅ ମାଂସ ଦୋକାନୀ ସଡ୍‍ ଡାଉନରେ ଖୋଲମ୍‍ ଖୋଲା ମାଂସୁବେପାର ପସରା ମେଲାଉଛନ୍ତି । ବାସୁଦେବପୁରର ସରକାରୀ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ମାଂସ ଦୋକାନୀକୁ ବେଶ୍‍…
Read More...

ପୋଲରେ ଝୁଲୁଛି ଭଙ୍ଗା ପାଚେରୀ ବିପଦରେ ଯାତ୍ରୀ

ଚଣ୍ଡିଖୋଲ: -ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର କବାଟବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ପୋଲରେ ଗତ ୭ ମାସ ହେଲା ଝୁଲି ରହିଛି ଭଙ୍ଗା ପାଚେରୀ ‘ଳରେ ପୋଲତଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ସୂଚନା ମୁତାବକ…
Read More...

ଜାତୀୟ ରାଜପଥରେ ୨ ଟି ଦୁର୍ଘଟଣାରେ ୨ ମୃତ

ଚଣ୍ଡିଖୋଲ: ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣାରୁ ବନ୍ଦାଳୋ ଛକ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ପୃଥକ୍ ପୃଥକ୍ ୨ଟି ଦୁର୍ଘଟଣା ଘଟି ୨ଜଣ ଯୁବକଙ୍କର ମୃତୁ୍ୟ ଘଟିଥିଲା ବେଳେ ୨ଟି ଟ୍ରାକ୍ଟରକୁ…
Read More...