Odisha news
Monthly Archives

June 2020

୧୨ ବର୍ଷର ରୁଦ୍ର ରୋବଟ୍‌ କାରିଗର

ଗୁଜରାଟ : ଲକ୍‌ଡାଉନ୍‌ ଅନେକଙ୍କୁ ସେଫ୍‌ କରିଦେଇଥିବା ବେଳେ ଗୁଜରାଟ ଭଡୋଦରାର ୧୨ ବର୍ଷର ବାଳକ ରୁଦ୍ର ବାଘେଲା ଟେକ୍‌ନିକାଲ୍‌ ଫୁଡ୍‌ ଇନୋଭେଟର ହୋଇଛନ୍ତି । ରୋବୋଟିକ୍‌ ସ୍କିଲ୍‌ରେ ଗବେଷଣା କରୁ କରୁ ନୁଡ୍‌ଲ୍‌ ତିଆରି…
Read More...

ଭାଇ-ଭଉଣୀ ରାତାରାତି ଷ୍ଟାର୍‌

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୁସମାଟାଣ୍ଡ ଗæôର ଭାଇ-ଭଇଣୀଙ୍କ ଡାନ୍ସ ଭିଡିଓ ଭାଇରାଲ ହେଉଛି । ଦୁହେଁ ମିଶି ଟିକ୍‌ଟକ୍‌ରେ ଏକ ଭିଡିଓ କରିଛନ୍ତି ଯାହାକୁ କୋଟିକୋଟି ଲୋକ ଦେଖିଲେଣି । ଦୁହିଁଙ୍କର ୧୨ ଲକ୍ଷରୁ ଅଧିକ…
Read More...

ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର:  ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ବ୍ୟକ୍ତଗତ କାରଣରୁ  ଦଳପାଇଁ ସମୟ ଦେଇପାରୁ ନଥିବା ଉଲ୍ଲେଖ କରି…
Read More...

ଉର୍ବଶୀଙ୍କ ଫିଟ୍‌ନେସ୍‌ ଗୋଲ୍‌

ଅଭିନେତ୍ରୀ ଉର୍ବଶୀ ରୈତେଲା ସୋସାଲ ମିଡିଆରେ ବେଶ୍‌ ସକ୍ରିୟ । ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ୮୦ କିଲୋ ଓଜନର ଗ୍ଲìଟ ଥ୍ରଟ୍‌ କରୁଥିବା ନଜର ଆସିଛନ୍ତି । ଭିଡିଓ ସେୟାର କରି ସେ…
Read More...

ପଙ୍ଗପାଳ ଘଉଡ଼ାଇବାର ଦେଶୀ ପଦ୍ଧତି

ଫସଲ ନଷ୍ଟକାରୀ ପଙ୍ଗପାଳ ଏବେ ମଧ୍ୟ ଭାରତରେ ଅଛନ୍ତି । ଏହି ପତଙ୍ଗ ଦାଉରୁ ଫସଲ ରକ୍ଷା କରିବା ପାଇଁ କୃଷି ଅଧିକାରୀମାନେ ସମାଧାନର ରାସ୍ତା ବତାଉଛନ୍ତି । ପଙ୍ଗପାଳଙ୍କୁ ରୋକିବା ପାଇଁ ଡ୍ରମ୍‌, ବାସନ ଓ ମୋବାଇଲ ଡିସ୍କ ଜକି…
Read More...

हीराकूद रेलवे स्‍टेशन के सामने एमसीएल जागृति महिला मंडल ने खोला प्‍याऊ

सम्‍बलपुर, दिनांक : 02.06.2020 , प्रवासी श्रमिकों के चेहरों पर मुस्कान लाने एवं राहगीरों को थकान मिटाने के लिए एमसीएल के जागृति महिला मंडल की अध्‍यक्षा श्रीमती मंजुला शुक्‍ला के…
Read More...

ଆର,ଉଦୟଗିରି ଓ ନୁଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ସମସ୍ୟା ଦୂରହେବ କେବେ ?

ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ଓ ନୁଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ସମସ୍ୟାରୁ ମୁକୁଳିବେ କେବେ ଅଞ୍ଚଳରବାସୀ । ରାଜ୍ୟ ସରକାରଙ୍କ ନିଦ୍ଦେଶ ଯେ କୌଣସି ସ୍ଥାନରେ ବିଦ୍ୟୁତ୍ କାଟ୍ ହେବନାହିଁ…
Read More...

ମଥୁରା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର ରେ ଅଛନ୍ତି ୧୭୦ ଜଣ ପ୍ରବାସୀ ଓଡ଼ିଆ,ସପ୍ତାହରେ ୪ ଦିନ ଦିଆଯାଉଛି ଅଣ୍ଡା, ମାଛ,…

ଖଲ୍ଲିକୋଟ--୨/୬--ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ପଞ୍ଚାୟତ ର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ୧୭୦ ଜଣ ପ୍ରବାସୀ ଓଡ଼ିଆ ରହିଥିବା ଜଣାପଡିଛି ।ଏହି ପଞ୍ଚାୟତ ରେ ମୋଟ ୪୪୦ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ରେ ରହିଥିବା ବେଳେ…
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ : ଚୀନ ପକ୍ଷରୁ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଠୁଳ କରାଯାଇଛି

ନୂଆଦିଲ୍ଲୀ : ଚୀନ ପକ୍ଷରୁ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଠୁଳ କରାଯାଇଥିବା ସ୍ବୀକାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତେବେ ଏହି ସୈନ୍ୟ  ଠୁଳ କରିବାର ଅଭିପ୍ରାୟ ସଂପର୍କରେ ପ୍ରକାଶ କରିବା ଠିକ ହେବ ନାହିଁ…
Read More...

ଛତ୍ରପୁର ବିଡିଓଙ୍କୁ ଅତିରିକ୍ତ ଦାୟିତ୍ୱ

ଛତ୍ରପୁର,୨/୬: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ଦ୍ୱୟ ପଦବୀ ଖାଲି ପଡିଥିବା ଯୋଗୁଁ ଛତ୍ରପୁର ବିଡିଓ ଅମ୍ବିକା…
Read More...