Odisha news

ଉର୍ବଶୀଙ୍କ ଫିଟ୍‌ନେସ୍‌ ଗୋଲ୍‌

0

ଅଭିନେତ୍ରୀ ଉର୍ବଶୀ ରୈତେଲା ସୋସାଲ ମିଡିଆରେ ବେଶ୍‌ ସକ୍ରିୟ । ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ୮୦ କିଲୋ ଓଜନର ଗ୍ଲìଟ ଥ୍ରଟ୍‌ କରୁଥିବା ନଜର ଆସିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପ୍‌ସନ୍‌ ଲେଖିଛନ୍ତି, ୮୦ କିଲୋ ଗ୍ଲìଟ ଥ୍ରଟ୍‌ । ସକାରାତ୍ମକ ମାନସିକତା । ଖରାପ ସମୟକୁ ପଛରେ ପକାଇ ଆଗକୁ ବଢ଼ିବା ପରେ ଆପଣଙ୍କୁ ସବୁଠୁ ଭଲ ପରିଣାମ ମିଳିବ । ଓଟିଟି ପ୍ଲାଟଫର୍ମରେ ନିଜ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ପାଇଁ ଉର୍ବଶୀ ପ୍ରସ୍ତୁତ । ଏଥିରେ ଗୌତମ ଗୁଲାଟି, ଅର୍ଚ୍ଚନା ପୂରନ ସିଂହ, ଡେଲନାଜ ଇରାନି ଓ ରାଜୀବ ଗୁପ୍ତା ଆଦି କଳାକାର ଅଛନ୍ତି ।

Leave A Reply