Odisha news
Monthly Archives

May 2020

କରୋନା ଯୋଦ୍ଧାଙ୍କ ଉଦେ୍ଦଶ୍ୟରେ ବିଭିନ୍ନ ସ୍ଥାନରେ “ବନେ୍ଦ ଉକ୍ରଳ ଜନନୀ” ଗାନ

ହାଟଡିହି : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଆଜି ସମଗ୍ର ଓଡିଶାରେ ସନ୍ଧ୍ୟା ୫ଟା ୩୦ମିନିଟ ସମୟରେ “ବନେ୍ଦ ଉକ୍ରଳ ଜନନୀ” ଗାନ କରାଯାଇଛି । ଶାସଙ୍ଗଛକ ନିକଟରେ ପୁର୍ବତନ ଜିଲ୍ଲା…
Read More...

ସିଟୁର ୫୧ତମ ପ୍ରତିଷ୍ଠା ଦିବସ ପାଳନ

ବାରିପଦା : ବାରିପଦା ସରକାରୀ ବସଷ୍ଟାଣ୍ଡ ଠାରେ ବସ କର୍ମଚାରୀ କାର୍ଯ୍ୟାଳୟରେ ସିଆଇଟିୟୁର ୫୦ବର୍ଷ ପୁର୍ତୀ ଓ ୫୧ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବାବେଳେ ସିଆଇଟିୟୁର ଜିଲ୍ଲା ସମ୍ପାଦକ ଅମଲ ଦେ ପତାକା ଉତ୍ତୋଳନ କରିଥିଲେ ।…
Read More...

ଏବିଭିପି ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ

ବାରିପଦା  : ସମ୍ପ୍ରତି ବିଶ୍ୱ ମହାମାରୀ କରୋନା ସହ ସଂଘର୍ଷ କରୁଥିବାବେଳେ ଯୋଦ୍ଧା ସାଜି ଅହରହ କରୋନା ସହ ଯୁଦ୍ଧ କରୁଥିବା କରୋନା ଯୋଦ୍ଧାମାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଛି ।…
Read More...

ବଅଁରପାଳ ପୁଲିସର ପଥପ୍ରାନ୍ତ ମାଧ୍ୟମରେ କରୋନା ସଚେତନତା

ବଅଁରପାଳ: ଭୟଙ୍କର କରୋନା ମହାମାରୀ ସମଗ୍ର ବଶ୍ୱକୁ କବଳିତ କରିଥିବା ବେଳେ ୫ମ ଥର ପାଇଁ ଲକ୍ ଡାଉନ୍ ଘୋଷଣା ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ସମଗ୍ର ରାଜ୍ୟବାସୀଙ୍କୁ କରୋନା ସଚେତନତା ବାର୍ତା ଦେଇଛନ୍ତି । ଏହି ଅବସରରେ…
Read More...

ଅନୁଗୁଳ : କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ

ଅନୁଗୁଳ: ସଂମ୍ପ୍ରତି କରୋନା ଭୂତାଣୁ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରତିରୋଧ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ବିଗତ ୨ ମାସ…
Read More...

କୋଇଲା ବୋଝେଇ ଟ୍ରେନରେ ଶବ: ପୁଲିସର ତଦନ୍ତ

ନାଲକୋନଗର: ଶନିବାର ସକାଳେ ତାଳଚେର କୋଇଲା ଖଣିରୁ ନାଲକୋ ସିପିପି ପ୍ଲାଟଂକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଶବ ଆସିଥିବା ଘଟଣା ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଚଂଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ,ତାଳଚେର କୋଇଲା…
Read More...

ଲକଡାଉନର ସୁଯୋଗ ନେଇ ଚାଲିଛ କ୍ରୋମାଇଟି ଚୋରୀ:କ୍ରୋମ ସାଗର ପ୍ଲାଣ୍ଟରେ ଖଣି ବିଭାଗ ର ଚଢାଉ ଜାରି

ଭୁବନ  ( ପୂର୍ଣ୍ଣଚନ୍ଦ୍ର ସାହୁ ) – କ୍ରୋମାଇଟି ଚୋରୀ ଭୁବନ ଅଚଂଳରେ ନୁଆ କଥା ନୁହେଁ  । ଲକଡାଉନର ସୁଯୋଗ ନେଇ ଚାଲିଛି ଚୋରା ବେପାରୀ  । କାମାକ୍ଷାନଗର  ବିଧାୟକ ତଥା ବର୍ତମାନର ଖଣି ମନ୍ତ୍ରୀ ଙ୍କ ଅଚଂଳରେ  ହେଉଛି ଖଣି…
Read More...

ଭାରତୀୟ ଅର୍ଥନୀତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଳୀ, ୩୦/୦୫ : ଆଗାମୀ ଦିନ ମାନଙ୍କରେ ଭାରତୀୟ ମହିଳା ମାନଙ୍କର ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ ବୋଲି ଫେଡ଼େରେସନ ଓ ଇଣ୍ଡିଆନ ଚାମ୍ବରର୍ସ ଅଫା କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମହିଳା ଶାଖାର ଏକ ଅନଲାଇନ ଆଲୋଚନା…
Read More...

ରଣବୀରଙ୍କୁ ଜୀବନସାଥୀ କରିବାକୁ ଚାହାନ୍ତି ସାରା

ରଣବୀର କପୁରଙ୍କ କ୍ରେଜ୍‌ ଅନେକ ଯୁବତୀ ଆକର୍ଷିତ ହେଉଛନ୍ତି । ଆଲିୟା ଭଟ୍ଟଙ୍କ ପରେ ସାରା ଅଲୀ ଖାନ୍‌ ରଣବୀରଙ୍କୁ ବାହା ହେବାର ଇଚ୍ଛା ପ୍ରକାଶ କରିଛନ୍ତି । ସାରା କରଣ ଜୋହରଙ୍କ ଚାଟ୍‌ ଶୋ’ରେ ଏହାର ଖୁଲାସା କରିଛନ୍ତି ।…
Read More...

‘ତମାଖୁ ମୁକ୍ତ ଶୈଶବ’ : ଏକ ଅନୁଶୀଳନ

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଯୁବପିଢିର ଅଗ୍ରଗତି ଏକ ବିକଶିତ ରାଷ୍ଟ୍ରର ସୁସଜ୍ଜିତ ଲକ୍ଷଣ । ଯୁବମାନଙ୍କର ଅବଦାନ ଅତୁଳନୀୟ । ଭାରତ ଭଳି ଏକ ବିକଶିତ ରାଷ୍ଟ୍ରରେ ପାଖାପାଖି ୫୦ କୋଟିରୁ ଉଦ୍ଧ୍ୱର୍ ଯୁବକ ଓ ଯୁବକତୀଙ୍କର…
Read More...