Odisha news
Monthly Archives

May 2020

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ : ରାଜ୍ୟରେ ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟ ହୋଇଛି। ଫଳରେ ଓଡ଼ିଶାରେ ଆଉ ୪ ଦିନ ଯାଏ ବର୍ଷା ସହ କିଛି ସ୍ଥାନରେ କାଳବୈଶାଖୀ ହେବାର…
Read More...

ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ , ୮୬୯୮୩ ଜଣ ସୁସ୍ଥ , ୫୧୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର…

ନୂଆଦିଲ୍ଲୀ: ମେ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ…
Read More...

ରଥ ଖଳାରେ ଡେରାଗଲା ଚକ

ପୁରୀ :ବଡଦାଣ୍ଡର ରଥଖଳାରେ  ଶେଷ ହୋଇଛି ୩ରଥର ଚକଡେରା କାର୍ଯ୍ୟ । ଚକଗୁଡିକ ଗଡି ନଯିବା ଲାଗି ଉଭୟ ପାଶ୍ୱର୍ରେ କାଠ ଆଡି ଦିଆଯାଇଛି  । ମୁଖ୍ୟମହାରଣା ସେବକମାନଙ୍କ ପରାମର୍ଶ କ୍ରମେ ୩ରଥର ଚକ, ଅଖ ଠାରୁ କେତେ ବ୍ୟବଧାନରେ…
Read More...

ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ବିଶ୍ବବ୍ୟାପୀ କରୋନା ଭାଇରସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ଅତିକ୍ରମ

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କରୋନା ସହିତ ଏବେ ପୂରା ବିଶ୍ବ ଲଢ଼ୁଛି। ବିଶ୍ବବ୍ୟାପୀ କରୋନାଭାଇରସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଏବେ ୩ ଲକ୍ଷ ୬୮ ହଜାର ଅତିକ୍ରମ କରିଗଲାଣି। ଅନ୍ୟପକ୍ଷରେ ସଂକ୍ରମିତଙ୍କ…
Read More...

କଟକଣା ମୁକ୍ତ ହେଲା ଅନ୍ତଃରାଜ୍ୟ ମାଲ୍ ପରିବହନ ଓ ଲୋକଙ୍କ ଯା’ଆସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍‌ ୩୦ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇ ଥିବାବେଳେ ତିନିଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ…
Read More...

‘ସ୍ପେସ୍ଏକ୍ସ’ : ନାସା ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ଇତିହାସ ସୃଷ୍ଟି କଲା

ନୂଆଦିଲ୍ଲୀ: ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନି ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି। ନଅ ବର୍ଷରୁ ଊର୍ଦ୍ଧ୍ବ ବ୍ୟବଧାନ ପରେ…
Read More...

ଜି-ସେଭେନ୍ ସମ୍ମିଳନୀ ସମ୍ପ୍ରସାରଣ କରିବା ରାଷ୍ଟ୍ରପତି ଟ୍ରମ୍ପ୍‌ ଙ୍କ ଯୋଜନା : ଭାରତକୁ ନିମନ୍ତ୍ରଣ କରିବାକୁ ଯୋଜନା…

ୱାସିଂଟନ୍: ଜି-ସେଭେନ୍‌କୁ ଅନ୍ୟନ୍ତ ଅଚଳ ସଙ୍ଗଠନ କହିବା ସହ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ରୁଷ୍‌କୁ ସାମିଲ କରି ଏହାକୁ ସମ୍ପ୍ରସାରଣ କରିବା ନିମନ୍ତେ ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। ଏଥିସହ…
Read More...

ହ୍ୱାଟସଆପ୍ ପାଠପଢାର ପ୍ରକୃତ ଚିତ୍ର

 ସୌଭାଗ୍ୟବତୀ ଗିରି : ଏବେ କରୋନା ଭଳି ପରିସ୍ଥିତିରେ ଜନଜୀବନ ଠପ୍ ହେଇ ପଡିଥିବା ବେଳେ ବି ସରକାରୀ ଅଫିସ୍ ରେ କର୍ମଚାରୀ କାର୍ଯ୍ୟରତ l ବେସରକାରୀ କର୍ମଚାରୀ ମାନଙ୍କର ଚାଲିଛି ୱାର୍କ ଫ୍ରମ୍ ହୋମ୍ l ଲାପଟପ୍ ଭିଡିଓ କଲ୍ ରେ…
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ବିନା ଭକ୍ତରେ ହେବ ସ୍ନାନଯାତ୍ରା

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରରୁ ଭିଡିଓ କନଫରେନ୍‌ସିଂରେ ଗଜପତି ମହାରାଜ ତଥା ପରିଚାଳନା କମିଟିର ଅଧ୍ୟକ୍ଷ…
Read More...