Odisha news
Monthly Archives

May 2020

୧୬ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ଭଉଣୀ ଙ୍କ ଉପରେ ମାଡ଼ିଗଲା ଟ୍ରକ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଭେଜିପୁଟ ଫାଣ୍ଡି ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ଦୁଇ ଭଉଣୀ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ…
Read More...

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ପାଳି ଲକଡାଉନ ଘୋଷଣା : କୋହଳ ହେଲା କଟକଣା

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଛି । ତେବେ କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ । କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ…
Read More...

ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ : କୀଟ ପଙ୍ଗପାଳ ଚାଷୀ ଙ୍କ ନିଦ ହଜିଗଲଣି

ଭୁବନେଶ୍ୱର: ମହାମାରୀର ମହାସଙ୍କଟ ଭିତରେ ଏବେ ଦେଶ ଆଉ ରାଜ୍ୟକୁ ଘନେଇ ଆସୁଛି ଆଉ ଏକ ମହାବିପଦ। ତାହା ହେଉଛି, ଆତଙ୍କୀ କୀଟ ପଙ୍ଗପାଳ। ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ନିଦ ହଜାଇ ଦେଇଥିବା ଏହି ଉଡ଼ନ୍ତା ଆତଙ୍କ ଏବେ…
Read More...

ବାଲିଗୁଡାର ବିଭିନ୍ନ ଅନୁଷ୍ଠାନ ପରିସରରେ “ବନ୍ଦେ ଉତ୍କଳ ଜନନୀ” ଗାନ

ବାଲିଗୁଡା,କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ରାଜ୍ୟରେ ପ୍ରୟାସ ଜାରୀ ରଖିଥିବା କୋରନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟ ବାସୀ ଙ୍କୁ ଘରେ ଘରେ ସନ୍ଧ୍ୟା…
Read More...

କୋଣାର୍କ ରେ କରୋନା ଯୋଦ୍ଧା ଙ୍କ ପାଇଁ ଗାନ କରାଗଲା ବନ୍ଦେ ଉତ୍କଳ ଜନନୀ

କୋଣାର୍କ,ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ର ଆଗଧାଡିର ଯୋଦ୍ଧା ଙ୍କ ତ୍ୟାଗ କୁ ସମ୍ମାନ ଜଣାଇ ସାରା  ବିଶ୍ୱ ରେ ବସବାସ କରୁଥିବାପ୍ରତ୍ୟକ ଓଡ଼ିଆ ଜେଏ ଯେଉଁଠି ଥାଆନ୍ତୁ 30…
Read More...

ଖଲ୍ଲିକୋଟ ରେ ବନ୍ଦେ ଉତ୍କଳ ଜନନୀ

ଖଲ୍ଲିକୋଟ-କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଆଜି ଖଲ୍ଲିକୋଟ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଛି ।ଖଲ୍ଲିକୋଟ ବିଜେଡି ତରଫରୁ ଖଲ୍ଲିକୋଟ ରାଣୀ ଙ୍କ ଫାର୍ମ ହାଉସ ରେ…
Read More...

ଆସିକା ରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ:ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୁହିକ ଗାନ

କରୋନା ସଂକ୍ରମଣ ପ୍ରତିରୋଧ  ନେଇ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ସ୍ବେଛାସେବୀ ଙ୍କୁ ସମ୍ମାନିତ କରିବା ଉଦ୍ଵେଷ ରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୁହିକ ଗାନ କରାଯାଇଛି। ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରେ…
Read More...

ବିଧାୟକଙ୍କ ନେତୃତ୍ୱରେ ଦଳମତ ନିର୍ବିଶେଷରେ ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ସାଲେପୁର- କରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇବା ସହଉତ୍ସାହିତ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ମି. ସମୟରେ…
Read More...

ବନ୍ଦେ ଉତ୍କଳ ଜନନୀ ଗୀତରେ ପ୍ରକମ୍ପିତ ହେଲା ରାୟଗଡା ଜିଲ୍ଲା

ରାୟଗଡା-କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ଏକ ସୁନ୍ଦର ପରିକଳ୍ପନା କରାଯାଇଥିଲା । କୋଭିଡ ଯୋଦ୍ଧାଙ୍କ ମନବୋଳ ବୃଦ୍ଧି କରିବା ପାଇଁ ଯୋଦ୍ଧାଙ୍କ ଉଦ୍ୟେଶରେ ଶନିବାର ୫.୩୦ ସମୟରେ ଓଡିଶାର ଜାତୀୟ…
Read More...

କ୍ବାରେଣ୍ଟାଇନ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ କରେନା ଯୋଧ୍ୟାଙ୍କୁ ଉତ୍ସାହିତ କଲେ ପ୍ରବାସୀ ଓଡ଼ିଆ

ଗୋପ-ରାଜ୍ୟରେ ବିଭିନ୍ନ ସମୟରେ ସଂଘରୋଧ କେନ୍ଦ୍ରରେ ଖାଦ୍ୟପେୟ ଫୋପାଡ଼ିବା ଠାରୁ ଆରମ୍ଭ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ସଚେତନତାର ବାର୍ତା ଦେଇଛନ୍ତି ସଂଘରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ।କରେନା…
Read More...