Odisha news
Monthly Archives

January 2020

୮୩ ଯାତ୍ରୀଙ୍କୁ ନେଇ ଯାଉଥିବା ଆଫଗାନିସ୍ତାନର ବିମାନ ଦୁର୍ଘଟଣାଗ୍ରସ୍ତ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣା ସମୟରେ ବିମାନ ଭିତରେ ୮୩ଜଣ ଯାତ୍ରୀ ଥିଲେ। ଆଫଗାନିସ୍ତାନର ଏୟାରଲାଇନ୍ ଏରିୟାନା ଦ୍ବାରା ପରିଚାଳିତ ଏହି  ବିମାନ ଦେଶର…
Read More...

୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବା ପରେ ବି ମହିଳା କିପରି ଛିଡ଼ା ହୋଇ ଚାଲିବାକୁ ଲାଗିଲେ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳା ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ିବାର ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜଣେ ମହିଳା ଆକସ୍ମିକ ଭାବେ ୯୦ଫୁଟ ଉଚ୍ଚରୁ ତଳକୁ ପଡ଼ି ଯାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା…
Read More...

ମୁଁ ମୁସଲିମ୍, ମୋ ପତ୍ନୀ ହିନ୍ଦୁ ଏବଂ ମୋ ପିଲାମାନେ ଭାରତୀୟ; ଏଭଳି କହି ପ୍ରଶଂସକଙ୍କ ହୃଦୟ ଜିିତିଲେ ଶାହାରୁଖ୍…

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରରେ ରଖି ପରିବାର ସହ ସମୟ ବିତାଉଛନ୍ତି। ପ୍ରାୟ ବର୍ଷେ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖି ନଥିବା ବେଳେ ଏ ପର୍ଯ୍ୟନ୍ତ ସେ ନିଜର ଆଗାମୀ…
Read More...

ରାଜଧାନୀ ରାଜପଥରୁ ବିଶ୍ୱ ଦେଖିଲା ଭାରତର ଶକ୍ତି ଓ ସାମର୍ଥ୍ୟ ଗଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତୀୟ ସେନା;…

ନୂଆଦିଲ୍ଲୀ : ଭାରତ ଦେଖାଇଲା ଦମ୍ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ତିନି ସେନା କରିଛନ୍ତି ଶକ୍ତି ପ୍ରଦର୍ଶନ । ବାୟୁ ସେନାର ଯବାନ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସ୍ଥଳସେନା ଓ ନୌସେନା ଲଢ଼ୁଆ…
Read More...

ବାଗଦାଦରେ ଥିବା ଆମେରିକା ଦୂତାବାସ ନିକଟରେ ପୁଣି ରକେଟ ମାଡ

ବାଗଦାଦ୍‌ : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ରକେଟ ମାଡ କରିଛି ଇରାନ ସେନା। ଏହି ଆକ୍ରମଣରେ କ୍ଷୟକ୍ଷତିର ସୂଚନା ମିଳିନାହିଁ।…
Read More...

ପୁରୀରେ ପହଞ୍ଚିଲା ପ୍ରଥମ ଦଫା ରଥକାଠ

ପୁରୀ:ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ ବନଖଣ୍ଡରୁ ପ୍ରଥମ ଦଫା କାଠ ପୁରୀରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ୧୨ଫୁଟ ଓ ୨୦ଫୁଟ ଲମ୍ବର ୫୩ଖଣ୍ଡ କାଠ ପୁରୀକୁ ଆସିଛି । ଗତ ସନ୍ଧ୍ୟାରେ ଦଶପଲ୍ଲାର…
Read More...

ଷ୍ଟିଲ ଗରା ଭିତରେ ଅଢେଇବର୍ଷର ଶିଶୁପୁତ୍ର, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ବାଙ୍କୀ, କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଞ୍ଚାୟତରେ ନୂଆଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିତ ଏହି ଗ୍ରାମର ହରେକୃଷ୍ଣ ରାଉତଙ୍କ ଅଢେଇବର୍ଷର ପୁଅ ସାଇ ପ୍ରକାଶ ରାଉତ ଗତରାତିରେ ଘରେ ଖେଳୁଥିବା ବେଳେ…
Read More...

ନଷ୍ଟ ହୋଇଗଲା ନୀଳଗିରି ଜଗନ୍ନାଥଙ୍କ ହୁଣ୍ଡିରେ ଥିବା ଟଙ୍କା

ନୀଳଗିରି-ତୃତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ନୀଳଗିରିସ୍ଥିତ ଜଗନ୍ନାଥଙ୍କ ମନ୍ଦିରର ଦାନ ହୁଣ୍ଡିରେ ପଡ଼ିଥିବା ଟଙ୍କା ମଧ୍ୟରୁ ଅଧିକାଂଶ ଟଙ୍କା ନଷ୍ଟ ହୋଇଯାଇଥିବା ଘଟଣାର ଭିଡ଼ିଓ ମୋବାଇଲ୍ରେ ଭାଇରାଲ ହେବାପରେ ଭକ୍ତଙ୍କ ମଧ୍ୟରେ…
Read More...

କୋଣାର୍କ ର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଚଢାଉ;ପଲିଥିନ ଜବତ ଓ ଜୋରିମାନା ଆଦାୟ ।

କୋଣାର୍କ- ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂଙ୍କ ନିଦେ୍ର୍ଧଶ ମୁତାବକ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ପୁରା ଆକ୍ସନ ମୁଡରେ କାର୍ଯ୍ୟ କରୁଥିବା ଜଣାପଡିଛି । କୋଣାର୍କ କୁ…
Read More...

ସାଇକଲରେ ଦାମୋଦରଙ୍କ ବ୍ରହ୍ମପୁର ରୁ ଦିଲ୍ଲୀ ଯାତ୍ରା ବାର୍ତ୍ତା: ଚାରା ଲଗାଇଲେ ଧରା ହସିବ

ବ୍ରହ୍ମପୁର: ପରିବେଶ ସୁରକ୍ଷା, ଗଛ ଲଗାନ୍ତୁ ଜୀବନ ବଞ୍ଚନ୍ତୁ ଓ ଲଗାଇଲେ ଚାରା ହସିବ ଧରା ଭଳି ବାର୍ତ୍ତା ନେଇ ସାଇକଲରେ ବ୍ରହ୍ମପୁରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବ୍ରହ୍ମପୁର ଗୋସାଇନୁଆଗାଁ ର ସ୍ବେଛାସେବୀ…
Read More...