Odisha news
Monthly Archives

January 2020

ପୁରୀ ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ଶତାଧିକ ବୋମା ଫୁଟିଲା, ୫ ଗୁରୁତର

ପୁରୀ : ପୁଲିସର ଅବହେଳା ଯୋଗୁଁ ଆଜି ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ଶତାଧିକ ବୋମା ଫୁଟିଛି। ଏହି ବୋମାମାଡ଼ର ପ୍ରଚ୍ଛଦ ପଟରେ ଜମି ବିବାଦ ରହିଥିବା ଜଣାପଡ଼ିଛି। ଜମି ବିବାଦକୁ କେନ୍ଦ୍ର କରି ସଦର ଥାନା ଇଲାକାରେ ଆଜି…
Read More...

ମହଙ୍ଗା ମାଡ଼ରୁ ବର୍ଷ ଆରମ୍ଭ : ରେଳ ଭଡ଼ା ପରେ ଏଲ୍‌ପିଜି ଦାମ୍ ବଢ଼ିଲା, ବିମାନ ଇନ୍ଧନ, କିରାସିନି ବି ମହଙ୍ଗା

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପକେଟ୍ ଉପରେ ମାଡ଼ରୁ ୨୦୨୦ ବର୍ଷ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ରେଳ ଭଡ଼ା, ଏଲ୍‌ପିଜି ସିଲିଣ୍ଡର ଦାମ୍ ଏବଂ ବିମାନ ଇନ୍ଧନର ମୂଲ୍ୟ ବଢ଼ିଛି। ଗତକାଲି ମଧ୍ୟରାତ୍ରୀରୁ ରେଳ ଭଡ଼ାରେ କିମି ପିଛା…
Read More...

ଧନୁଯାତ୍ରା ପୂର୍ବରୁ କଂସ ଅଭିନେତା ନେଲେ ଗୁରୁମାଁଙ୍କ ଆଶିର୍ବାଦ

ବରଗଡ଼ : ମଙ୍ଗଳବାରରୁ ବରଗଡ଼ରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋସିବ ଅନୁଷ୍ଠିତ ହେବ । ଏଥିପାଇଁ ଏହି ମୁକ୍ତମଞ୍ଚ ନାଟକର ମୂଖ୍ୟ ଚରିତ୍ର କୁହାଯାଉଥିବା ମହାରାଜ କଂସ ଭୂମିକାରେ ଅଭିନୟ କରୁଛନ୍ତି ବିଶିଷ୍ଟ ମଞ୍ଚ ଅଭିନେତା…
Read More...

ଜୀବନ ଜୀବିକା ପାଇଁ ଖଗେଶ୍ୱର ପାଲଟି ଯାଇଛନ୍ତି ଗୋଟିଏ ଛୋଟ ବଜାର

ବାଲେଶ୍ୱର- ମଣିଷ ପେଟ ଚାଖଣ୍ଡେ ପାଇଁ ବିଭିନ୍ନ ପ୍ରକାର ନାଟକୁ ଆପଣେଇ ନେଇଥାଏ । ପରିବାରର ବୋଝ ଯେତେବେଳେ ତା କାନ୍ଧରେ ଲଦି ହୋଇଯାଏ ବଞ୍ଚିବାପାଇଁ ତାଙ୍କୁ ବିଭିନ୍ନ ପଥ ଦେଖାଯାଇଥାଏ । ଖଗେଶ୍ୱର ଦାସ (୫୦) ଏହାର ଏକ…
Read More...

ନୂତନ ବର୍ଷରେ ରଣପୁର ଚଳଚଂଚଳ

ରଣପୁର,୧/୧ ;ଆଜି ଇଂରାଜୀ ନବ ବର୍ଷ ଉପଲକ୍ଷେ ରଣପୁର ଚଳଚଂଚଳ ହୋଇପଡିଛି । ଗତକାଲି ରାତିରେ ରଣପୁର ଅଂଚଳରେ ରାତି ୧୨ ଟାରେ ବାଣ ଫୁଟାଇବାସହ ବିଭିନ୍ନ ସ୍ଥାନରେ ନାଚ ଗୀତର ଆସର ଚାଲିଥିଲା । ଆଜି ସକାଳୁ ସ୍ଥାନୀୟ ଜଗନ୍ନାଥ…
Read More...

ନୂତନ ବର୍ଷରେ ଓଳାଶୁଣୀରେ ପର୍ଯ୍ୟଟକଙ୍କ ଭିଡ ଭୁତ କୋଠି ପାଲଟିଲାଣି ପର୍ଯ୍ୟଟକ ସୁବିଧା କେନ୍ଦ୍ର

ଉଦୟଗିରି , ଅଷ୍ଟାଦଶ ଶତାବ୍ଦୀର ମହାନ ସନ୍ଥସାଧକ ଅରକ୍ଷିତ ଦାସଙ୍କ ସମାଧିପୀଠ ତଥା ଏକ ପରିବେଶ ପର୍ଯ୍ୟଟନସ୍ଥଳୀ ଭାବେ ସମଗ୍ର ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ର…
Read More...

ବ୍ରିଜତଳକୁ କାର ଖସି-ଜଣେ ମୃତ ଜଣେ ଗୁରୁତର

ପିପିଲି;-ଭୁବନେରଶ୍ୱର ପୁରୀ ଜାତୀୟ ରାଜପଥର ପିପିଲି ନିକଟବର୍ତି କୈାଶଲ୍ୟାଗଙ୍ଗ ପେଟ୍ରୋଲପମ୍ପ ସାମ୍ନା ବ୍ରିଜରେ ଏକ କାର ପୁରୀ ଯାଉଥିବା ସମୟରେ ବିଳମ୍ବିତ ରାତିରେ ଧକ୍କା ହୋଇ ତଳକୁ ଖସି ପଡିଥିଲା । ଖବରପାଇ ସ୍ଥାନୀୟ…
Read More...

ନିଇତି ଖାଆନ୍ତୁ ଗୋଟିଏ ଗୁଜୁରାତି

. ପାଟି ଦୁର୍ଗନ୍ଧ ଓ ପାଚନ ତନ୍ତ୍ର ସମସ୍ୟା ଦୂର କରେ ଗୁଜରାତି । ସେଥିପାଇଁ ସକାଳେ ଓ ସନ୍ଧ୍ୟାରେ ଗୁଜୁରାତି ଖାଆନ୍ତୁ । .କ୍ଷୀରରେ ଦୁଇଟି ଗୁଜୁରାତି ପକାଇ କିଛି ସମୟ ଫୁଟାନ୍ତୁ । ସେହି କ୍ଷୀରରେ ଚବନପ୍ରାସ୍‌ ମିଶାଇ…
Read More...

ସାଉଥ୍‌ ଇଣ୍ଡଷ୍ଟ୍ରି ପ୍ରତି ନେହାଙ୍କ କଟାକ୍ଷ

ବଲିଉଡ୍‌ ହିରୋଇନ୍‌ ନେହା ଧୂପିଆ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲିଙ୍ଗଭେଦ ହେଉଥିବା ନେଇ ମୁହଁ ଖୋଲିଛନ୍ତି । ସୁଟିଂ ସମୟରେ ଫିଲ୍ମ ନିର୍ମାତା ‘ହିରୋ’ଙ୍କୁ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ପଡେ ବୋଲି ସେ…
Read More...

ଗର୍ଲଫ୍ରେଣ୍ଡ୍‌ ବୁଝୁଥିଲା ଅପରାଧିକ ସାମ୍ରାଜ୍ୟ ….

କଟକ : କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍‌। ତା’ ଅପରାଧିକ ସାମ୍ରାଜ୍ୟ ବୁଝୁଥିଲା ଗର୍ଲଫ୍ରେଣ୍ଡ୍‌ ନସରିନ୍‌ ଖାନ୍‌। ପ୍ରେମିକର ଅନୁପସ୍ଥିତିରେ ବ୍ୟବସାୟୀଙ୍କୁ ଫୋନ୍‌ କରି ମାଗୁଥିଲା ବଟି! ଲୁଚକାଳି ଖେଳ ପରେ ଆଜି…
Read More...