- . ପାଟି ଦୁର୍ଗନ୍ଧ ଓ ପାଚନ ତନ୍ତ୍ର ସମସ୍ୟା ଦୂର କରେ ଗୁଜରାତି । ସେଥିପାଇଁ ସକାଳେ ଓ ସନ୍ଧ୍ୟାରେ ଗୁଜୁରାତି ଖାଆନ୍ତୁ ।
.କ୍ଷୀରରେ ଦୁଇଟି ଗୁଜୁରାତି ପକାଇ କିଛି ସମୟ ଫୁଟାନ୍ତୁ । ସେହି କ୍ଷୀରରେ ଚବନପ୍ରାସ୍ ମିଶାଇ ପିଇଲେ ଥଣ୍ଡା ଓ କାଶ ଭଲ ହୁଏ ।
. ଖାଇବା ପରେ ଗୁଜୁରାତି ଖାଇଲେ ପାଚନ ତନ୍ତ୍ର ମଜବୁତ ରହେ । ପେଟ ଯନ୍ତ୍ରଣା ଓ ଗ୍ୟାସ୍ ସମସ୍ୟା ଦୂର କରେ ଗୁଜୁରାତି ।
. ଗୁଜୁରାତିରେ ଥିବା ଆଣ୍ଟି ବ୍ୟାକେଫରିଆଲ୍ ତତ୍ତ୍ୱ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ।
. ବାନ୍ତି ସମସ୍ୟା ଥିଲେ ଗୁଜୁରାତି ଖାଆନ୍ତୁ ।
. ଏସିଡିଟି ସମସ୍ୟା ଥିଲେ ଗୁଜୁରାତି ଖାଇବା ଭଲ ।
Prev Post
Next Post