Odisha news
Yearly Archives

2025

୫ ଆନ୍ତଃ ଜିଲା ଡକାୟତଙ୍କୁ ଗିରଫ କଲା ତିହିଡି ପୋଲିସ

ତିହିଡି, ୦୮/୦୧(ଯଦୁମଣି ପାଣିଗ୍ରାହୀ): ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଶେଷରେ ୫ ଆନ୍ତଃ ଜିଲା ଡକାୟତଙ୍କୁ ଗିରଫ କରିଛି ତିହିଡି ପୋଲିସ । ସୋମବାର ରାତି ପ୍ରାୟ ୧୧.୩୦ ଘଟିକାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ…
Read More...

ବିଜେପିର ନୂତନ ମଣ୍ଡଳ ସଭାପତି ଭାବେ କେଶବ ବେହେରା ନିଯୁକ୍ତ

ତିହିଡି, ୦୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସାହାଡାସୁନ୍ଦରୀ ମଣ୍ଡଳୀ ଲାଗି ବିଜେପି ପକ୍ଷରୁ ନୂତନ ସଭାପତି ନିଯୁକ୍ତ କରାଯାଇଛି । ଭାଟପଡା ପଞ୍ଚାୟତ ଅନ୍ତର୍ଗତ ତିହିଡି ଗ୍ରାମର ଯୁବନେତା କେଶବ ବେହେରାଙ୍କୁ ଦଳ…
Read More...

ସିନାପାଲି ଅବକାରୀ ବିଭାଗକୁ ବଡ଼ ସଫଳତା 

ସିନାପାଲି  : ନୂଆପଡା ଜିଲ୍ଲା ବୋଡେ଼ନ ରେ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି ସିନାପାଲି ଅବକାରୀ ବିଭାଗ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ କରାଯାଇଛିl ବେଆଇନ ମଦ ତିଆରି ଅଭିଯୋଗ ରେ ଲାଲ…
Read More...

କାକଟପୁରରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ 

କାକଟପୁର 8/1 : କାକଟପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ  ମଙ୍ଗଳା ମହାବିଦ୍ୟାଳୟ ରେ +2  ପ୍ରଥମ ବର୍ଷର ଶ୍ରେଣୀ ପାଇଁ ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ  ର ଅଧକ୍ଷ ଡ଼ଃ  ଵିନୋଦ…
Read More...

ଜାତୀୟ ବିଚ୍ ହ୍ୟାଣ୍ଡବଲ ଦଳରେ ବ୍ରାହ୍ମପୁରର ଜିତେଶ

ବ୍ରହ୍ମପୁର :  ଆସନ୍ତା ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆସାମ ର ଗୌୱାଟି ଠାରେ ହେବାକୁ ଥିବା ଜାତୀୟ ବିଚ୍ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶା ବିଚ୍ ହ୍ୟାଣ୍ଡବଲ ଦଳ ଆସାମ ଯାତ୍ରା କରିଛନ୍ତି । ଏହି…
Read More...

ଉପକୂଳ ରାଜପଥ ନିର୍ମାଣ ପାଇଁ ଜନ ଶୁଣାଣି

ନିରାକାର ପୁର,୮/୧:  ବହୁ ପ୍ରତିକ୍ଷିତ ଉପକୂଳ ରାଜପଥର ନିର୍ମାଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପାଇଁ ଜନ ଶୁଣାଣି ଜାନୁଆରୀ ୮ ତାରିଖ ବୁଧବାର ଟାଙ୍ଗି ବ୍ଲକ ର ହରିପୁର ଗ୍ରାମ ରେ ଥିବା ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟଳୟ…
Read More...

ଚଣ୍ଡିଖୋଲରେ ଉଦଘାଟନ ହେଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ବୁଧବାର ଦିନ ନୂତନ ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ କୋର୍ଟ ଉଦ୍ଘାଟିତ ହୋଇଯାଇଛି! ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂ ଭିଡିଓ କନଫରେସିଂ ମାଧ୍ୟମରେ…
Read More...

୧୮ ତମ ପ୍ରବାସୀ ଭାରତୀୟ ଦିବସ ‘ଓଡ଼ିଶାକୁ ବିଶ୍ୱ ପର୍ୟ୍ୟଟନ କ୍ଷେତ୍ରରେ ଅଗ୍ରଣୀ କରିବାକୁ ଆମେ ପ୍ରତିବଦ୍ଧ’ :…

ଭୁବନେଶ୍ବର (Suvendra Pattanaik) : ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଏବଂ ପରମ୍ପରା କାଳଜୟୀ ହୋଇଥିବାବେଳେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ୟ୍ୟରେ ଭରପୁର ଆମ ରାଜ୍ୟର ଲୋକକଳା, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ସଂଗୀତ ଓ…
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆନ୍ତରିକ ଧନ୍ୟବାଦ ଦେଲେ

ଭୁବନେଶ୍ୱରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆନ୍ତରିକ ଧନ୍ୟବାଦ ଦେଉଛି । ମୁଁ ଚାହୁଁଛି ଆପଣମାନେ ସମସ୍ତେ ଏହି ତିନି ଦିନ ମଧ୍ୟରେ ଓଡିଶାର…
Read More...

ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂଙ୍କ ଦାୟିତ୍ଵ ଗ୍ରହଣ

ଭୁବନେଶ୍ଵର, ତା ୮ଜ୍ଝ୧ଜ୍ଝ୨୦୨୫ ରିଖ: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂ ଆଜି ଭୁବନେଶ୍ଵର ସ୍ଥିତ ନାଲକୋ ମୁଖ୍ୟ…
Read More...