Odisha news
Monthly Archives

July 2020

ସକାଳୁ ପିଅନ୍ତୁ ସପୁରୀ ଜୁସ : ଓଜନ ହ୍ରାସରେ ସହାୟକ ହେବ

ସପୁରି ଗୋଟିଏ ଏପରି ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟଛୋଟ ଖଣ୍ଡ କରି ଖାଇ ପାରିବl ଓ ଜୁସ କରି ମଧ୍ୟ ପିପାରିବl ,ଯେପରି ବି ଆମେ ଏହାକୁ ବ୍ୟବହାର କରିବା…
Read More...

ଭାରତ ଉପରେ ଦୋଷଲଦି ଫସିଲେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନେପାଳ ସୀମାର ନୂଆ ନକ୍ସାକୁ ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ପାସ କରିବା ପରେ ନିଜ ପାଟିର ନେତାମାନଙ୍କ ଦ୍ୱାରା ଆଲୋଚ୍ୟ ହୋଇଛନ୍ତି l ପ୍ରଧାନମନ୍ତ୍ରୀ ଓଲି ଦୁଇଦିନ ପୂର୍ବରୁ ମତ ଦେଇଥିଲେ ଯେ ଭାରତ ନେପାଳର…
Read More...

ଅଭ୍ୟାସ, ବଦ ଅଭ୍ୟାସ ଓ ପରିଣତି

ଯଦୁମଣି ପାଣିଗ୍ରାହୀ : ସଂସାରରେ ଅନ୍ୟାନ୍ୟ ଇତର ଜୀବଜନ୍ତୁଙ୍କ ଅପେକ୍ଷା ମାନବ ଶିଶୁ ବୋଧେ ବେଶୀ ଅସହାୟ ମନେହୁଏ  । ଆଉ ଶୈଶବରେ ମାନବ ଶିଶୁର ଏହି ଅସହାୟତାକୁ ବେଶ ଭଲ ଭାବେ ହୃଦୟଙ୍ଗମ କରିହୁଏ  । ଜନ୍ମ ହେବାର ଦିନ କେଇଟା…
Read More...

ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି…
Read More...

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି…

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆଜି ନୋଟିସ ଜାରି କରିଛନ୍ତି ସରକାର। କଂଗ୍ରେସ…
Read More...

ବଢିଲା ବସ୍ ଭଡା

ଭୁବନେଶ୍ୱର, ୦୧ ଜୁଲାଇ - ଓଡିଶାରେ ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା ୨ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓଏସି ଡିଲକ୍ସ ବସ୍ ଭଡା ୪ ପଇସା ଲେଖାଏଁ ବଢିଛି । ରାଜ୍ୟ ଘରୋଇ…
Read More...

ଦୁଇ ଦିନ ବନ୍ଦ ରହିବ ବିଡିଏ ଅଫିସ୍

ଭୁବନେଶ୍ୱର, ୦୧ ଜୁଲାଇ - ଭୁବନେଶ୍ୱର ବିଡିଏ ଅଫିସରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ଦିନ ପାଇଁ ବିଡିଏ ଅଫିସକୁ ବନ୍ଦ କରାଯାଇଛି । ଏହି ଦୁଇ ଦିନ କୌଣସି କର୍ମଚାରୀ ଅଫିସ ଆସିବେ ନାହିଁ ବୋଲି ବିଡିଏର ଭାଇସ୍…
Read More...

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୦୧ ଜୁଲାଇ - ଆସନ୍ତା ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ରାଜ୍ୟର କୋରାପୁଟ,…
Read More...

ଅନଲକ୍ ପରଠୁ କଟକଣା ମାନୁନାହାଁନ୍ତି ଲୋକେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦାବୀ

କନ୍ଧମାଳ : ଅନଲକ୍ ପରଠୁ ଲୋକେ ପ୍ରଶାସନର କଟକଣା ମାନୁନଥିବା ଦେଖିବାକୁ ମିଳୁଛି । ଲୋକେ ଏତେ ଅମାନିଆ ହୋଇଗଲେଣି ଯେ, ମାସ୍କ ନପିନ୍ଧି କିଛି ବଜାରରେ ବୁଲୁଥିବା ବେଳେ ଆଉ କିଛି ମାସ୍କ ପିନ୍ଧିଥିଲେ ମଧ୍ୟ ତାକୁ ଖସାଇ…
Read More...

କୋଭିଡ୍ ରୁ ରକ୍ଷା କରିବାକୁ ଡାକ୍ତରମାନେ ପ୍ରଗାଢ଼ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଖ୍ୟାତ ଚିକିତ୍ସକ ଭାରତ ରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମତିଥି ତଥା ‘ଚିକିତ୍ସକ ଦିବସ’ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଡାକ୍ତରମାନଙ୍କୁ…
Read More...