Odisha news

କୋଭିଡ୍ ରୁ ରକ୍ଷା କରିବାକୁ ଡାକ୍ତରମାନେ ପ୍ରଗାଢ଼ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଖ୍ୟାତ ଚିକିତ୍ସକ ଭାରତ ରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମତିଥି ତଥା ‘ଚିକିତ୍ସକ ଦିବସ’ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଡାକ୍ତରମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନବ ସମାଜ ସାମ୍ନା କରୁଥିବା ବର୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ, କୋଭିଡ୍‌-୧୯ ମହାମାରୀରୁ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ଡାକ୍ତରମାନେ ପ୍ରଗାଢ଼ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.