Odisha news
Monthly Archives

June 2020

ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିବା ନାଁ ନେଉନାହିଁ : ସୀମାରେ ପ୍ରଚୁର ଅସ୍ତ୍ରଶସ୍ତ୍ର ଠୁଳ…

ନୂଆଦିଲ୍ଲୀ : ଦୀର୍ଘ ୨୫ ଦିନ ଧରି ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଥମିବା ନାଁ ନେଉନାହିଁ। ଦୁଇ ଦେଶ ଏବେ ଲଦାଖ ନିକଟରେ ସେମାନଙ୍କ ସେନାଘାଟିରେ ପ୍ରଚୁର ମାତ୍ରାରେ ଗୁଳିଗୋଳା, ଯୁଦ୍ଧ ଯାନ ଠୁଳ…
Read More...

‘ମୋ ବସ୍‌’ : ୭ଟି ରୁଟ୍‌ରେ ପ୍ରାୟ ୪୦ଟି ବସ୍ ଚଳାଚଳ

ଭୁବନେଶ୍ବର : ରାଜଧାନୀରେ ଏବେ ଘରୋଇ ଯାତ୍ରୀବାସୀ ବସ୍‌ କାଁ ଭାଁ ଗଡ଼ୁଥିବା ବେଳେ ୭ଟି ରୁଟ୍‌ରେ ପ୍ରାୟ ୪୦ଟି ‘ମୋ ବସ୍‌’ ଚଳାଚଳ କରୁଛି। ଏଥିରେ ଦିନକୁ ପ୍ରାୟ ୫୧୦୦ ଯାତ୍ରୀ ଯାତାୟାତ କରୁଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର…
Read More...

ବଲିଉଡରେ ଖେଳିଲା ଶୋକର ଛାୟା : ପରଲୋକରେ ବିଶିଷ୍ଟ ସଙ୍ଗୀତକାର ୱାଜିଦ୍ ଖାନ୍

ମୁମ୍ବାଇ : ବଲିଉଡରେ ପୁଣି ଖେଳିଲା ଶୋକର ଛାୟା । ପରଲୋକରେ ବିଶିଷ୍ଟ ସଙ୍ଗୀତକାର ୱାଜିଦ୍ ଖାନ୍ । ଆଜି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ…
Read More...

ବେତନଟୀରେ ବାରିକ ସଂଘକୁ ସହାୟତା ପ୍ରଦାନ କଲେ ବିଧାୟକ ସନାତନ ବିଜୁଳି

ବେତନଟୀ : ଆଜି ବଡସାହି ବିଧାୟକ ସନାତନ ବିଜୁଳି ବେତନଟୀ ବଙ୍ଗଳାଛକ ନିକଟରେ ଥିବା ବୁବୁନ ଭାଈ ଚା ଦୋକାନ ନିକଟରେ ବେତନଟୀ ଅଞ୍ଚଳର ବାରିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଭେଟିଛନ୍ତି । ବାରିକ ମାନେ ବିଧାୟକଙ୍କୁ…
Read More...

କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ଦମ୍ପତ୍ତି କରୋନା ପଜିଟିଭ : ବାଙ୍ଗାଲୋରରୁ ଫେରନ୍ତା

ବେତନଟୀ : ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ଦମ୍ପତ୍ତି କରୋନା ପଜିଟିଭ ବୋଲି ରିପୋର୍ଟ ଆସିଛି । ଗତକାଲି ବିଳମ୍ବିତ ରାତ୍ରୀରେ ଏମାନଙ୍କୁ ବାଙ୍ଗିଶୋଳ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା…
Read More...

ପନ୍ଦର ଦିନ ପୂର୍ବରୁ ହଟିଲା କଟକଣା : ସମୁଦ୍ରକୁ ଯିବେ ମସି୍ୟଜୀବି

ବାସୁଦେବପୁର (Basudev Tripathy) ଲକ୍‍ ଡାଉନ୍‍ର କଟକଣା ପରେ ଲାଗିଲା ସାମୁଦ୍ରିକ ଜୀବର ବଂଶ ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସାମୁଦ୍ରିକ ମସି୍ୟ ବିଭାଗ ପକ୍ଷରୁ ୬୧ ଦିନ ପାଇଁ ଲାଗିଥିବା କଟକଣା ନିର୍ଦ୍ଧାରିତ ୧୫ ଦିନ…
Read More...

ଆଜିଠୁ ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ

ଭୁବନେଶ୍ବର : ସୋମବାରଠାରୁ ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଏଥିପାଇଁ ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ର ‌ହୋଇଛି। ୪…
Read More...

ଜନ ସମସ୍ୟା ବନାମ ଜନ ପ୍ରତିନିଧି

ଯଦୁମଣି ପାଣିଗ୍ରାହୀ : ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁସାରେ ଜନ ପ୍ରତିନିଧି ମାନେ ସାଧାରଣ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି । ଏଥିପାଇଁ ଲୋକେ ଭୋଟ ମାଧ୍ୟମରେ ସେମାନଙ୍କର ପସନ୍ଦର ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି ।…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ନିତିଦିନିଆ କାମ ବିନା ବାଧା ବିଘ୍ନରେ ସ˚ପନ୍ନ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ବୃଷ: କାରବାରରେ ଆପଣଙ୍କୁ ଲାଭ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଙ୍କ ଲାଗି…
Read More...

ଦେଶରେ ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା,ଗୋଟିଏ ଦିନରେ ୮୦୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଗତ କିଛିଦିନ ହେଲା ହୁ ହୁ ‌େହାଇ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ…
Read More...