Odisha news
Monthly Archives

June 2020

ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ ବଳବତ୍ତ ରହିବ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ : ପୁଲିସ ଡିଜି

ଭୁବନେଶ୍ୱର: କେନ୍ଦ୍ର ସରକାର ଲକ୍‌ଡାଉନ୍‌-୪ ପରେ ଅନ୍‌ଲକ୍‌-୧ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କରୋନା ମୁକାବିଲା ଲାଗି ରାଜ୍ୟ ସରକାର କଟକଣା କଠୋର କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟଶାସନ ସଚିବ ଅସିତ…
Read More...

ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା : ଏମଏସପି ବୃଦ୍ଧି, ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୮୬୮କୁ…

ନୂଆଦିଲ୍ଲୀ : ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାର ଆଜି ୧୪ଟି ଖରିଫ ଫସଲର ଏମଏସପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି  କରିଛନ୍ତି । ସୋମବାରଦିନ…
Read More...

ମିଥ୍ୟା ଗୁଜବର ଶିକାର ହେଲେ ଅକ୍ଷୟ କୁମାର

ଆଜିକାଲି ସୋସିଆଲ ମେଡିଆରେ ବିଭିନ୍ନ ପ୍ରକାରର ମିଥ୍ୟା ଖବର ଆସୁଛି ,ଯାହା ଉପରେ ଲୋକମାନେ ଆଖିବନ୍ଦ କରି ବିଶ୍ୱାସ କରୁଛନ୍ତି l କରୋନା ଭାଇରସ ମହାମାରୀ ଓ ଲକଡାଉନ କୁ ନେଇ ମଧ୍ୟ ବିଭିନ୍ନ ମିଥ୍ୟା ଖବର ଆସୁଛି l ସେହିପରି…
Read More...

ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି : କେଉଁ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ମୋଦି : ଦେଶର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି,ଭାଇରସ୍‌ ଅଦୃଶ ହୋଇପାରେ କିନ୍ତୁ ଆମ କରୋନା ଯୋଦ୍ଧା ଅପରାଜେୟ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବିଲି କାର୍ଯ୍ୟକ୍ରମକୁ ଆଜି ପିଏମ୍‌ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ କରିବା ସମୟରେ ମୋଦି କହିଛନ୍ତି,  ଦେଶର…
Read More...

କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ ଶକ୍ତ ହେଲେ : ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ହେଲା ସଟଡାଉନ୍

ଭୁବନେଶ୍ବର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି। ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।…
Read More...

ପଙ୍ଗପାଳ ପାଇଁ ରାଜ୍ୟସରକାର ଙ୍କ ନିୟମ

ଭୁବନେଶ୍ବର: ପଙ୍ଗପାଳ ଛତିଶଗଡ଼ରେ ପହଞ୍ଚିଥିବାର ଖବର ମିଳିବା ପରେ ଓଡ଼ିଶା ସରକାର ଏଥିନେଇ ତତ୍ପରତା ଦେଖାଇଛନ୍ତି। ଛତିଶଗଡ଼-ମଧ୍ୟପ୍ରଦେଶ ସୀମାନ୍ତ କୋରିୟା ଜିଲ୍ଲାରେ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଛି । କୋରିୟା ଜିଲ୍ଲାର…
Read More...

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶକଲା

କୋଚି: ଆଜି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରି ପ୍ରବାହିତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହେବା ଯୋଗୁଁ ଜୁନ୍ ୧ ତାରିଖ ଦିନ କେରଳରେ…
Read More...

ପବିତ୍ର ହୋଇ ମଧ୍ୟ ଅଭିଶପ୍ତ ପୁଷ୍କର

ପୁଷ୍କରକୁ ଏମିତିରେ ସମସ୍ତେ ଗୋଟିଏ ପୁଣ୍ୟ ସ୍ଥାନ ଭାବରେ ଜାଣିଛନ୍ତି l କେବଳ ଭାରତ ନୁହେଁ ସାରା ବିଶ୍ୱରେ ପୁଷ୍କର ଗୋଟିଏ ପବିତ୍ର ସ୍ଥାନ ଭାବରେ ପ୍ରସିଦ୍ଧ l କିନ୍ତୁ ଏହି ସ୍ଥାନଟି ଗୋଟିଏ ଅଭିଶାପ ଗ୍ରସ୍ତ ସ୍ଥାନ ବୋଲି…
Read More...

ଆଜିଠୁ ବିମାନ ସେବା ଆରମ୍ଭ : କୋଲକାତାରୁ ବାହାରି ଆଜି ସକାଳ ୭ଟା ୪୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ…

ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ Alliance Air ଏହାର ବିମାନ ସେବା ଆରମ୍ଭ କରିଛି। ୭ଜଣ ଯାତ୍ରୀଙ୍କୁ ନେଇ ବିମାନଟି କୋଲକାତାରୁ ବାହାରି ଆଜି ସକାଳ ୭ଟା ୪୦ ମିନିଟ୍‌ରେ…
Read More...