Odisha news
Monthly Archives

June 2020

ଅବିଭକ୍ତ କଟକ ଜିଲ୍ଲାରେ ପଟ୍ଟାମୁଣ୍ଡାଇ ସମବାୟ ବ୍ୟାଙ୍କ ପ୍ରଥମ : ବିଧାୟକଙ୍କୁ ଶ୍ରେୟ ଦେଲେ ଚାଷୀ ଓ ସମବାୟବିତ

ପଟ୍ଟାମୁଣ୍ଡାଇ :ସମବାୟ ବିଭାଗକୁ ଲୋକାଭିମୁଖୀ କରି କୃଷକ କଲ୍ୟାଣ ପାଇଁ ସମର୍ପିତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମବାୟମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହିତ…
Read More...

ଯାଜପୁର : “ଡାଟା ଅଟୋମେସନ” ସିଷ୍ଟମ କାର୍ଯ୍ୟରେ ସ୍ୱଚ୍ଚ୍ଥତା ଆଣିବ ; ଜିଲ୍ଳାପାଳ ।

ଯାଜପୁର : ପ୍ରତ୍ୟେକ ସରକାରୀ କାର୍ଯ୍ୟକୁ ଉନ୍ନତ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ଉପଯୋଗରେ ପରିଚାଳିତ କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସମସ୍ତ ବିଭାଗ ମାନଙ୍କୁ ନିଦେ୍ର୍ଦଶ ଦେଇଚ୍ଥନ୍ତି । ସୋମବାର ପୂର୍ବାହ୍ନରେ…
Read More...

ସାଇ ଫିଲିଙ୍ଗ ଷ୍ଟେସନରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ।

ବୋରିଗୁମ୍ମା(K.sakil Dora) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ଛକ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ସାଇ ଫିଲିଙ୍ଗ ଷ୍ଟେସନରେ ଅପମିଶ୍ରିତ ପେଟ୍ରୋଲ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି। ଆଉଁଳି ଗ୍ରାମ ସମେତ…
Read More...

ବ୍ରହ୍ମପୁର ସାଉଥକୋ ୟଟିଲିଟି ବିଜୁଳି କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ

ବିଶ୍ୱରେ କରୋନା ଭୁତାଣୁ ସମସ୍ତଙ୍କୁ ଆତଙ୍କିତ କରିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଡ଼ି ବଡ଼ି ଚାଲିଛି । ଗୋଟେ ପଟେ ଲୋକେ…
Read More...

କରୋନାଭାଇରସ୍‌କୁ ନେଇ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି : ୫୦ ହଜାର ସଂକ୍ରମିତ ଗୋଟେ ସପ୍ତାହକରେ

ନୂଆଦିଲ୍ଲୀ: ଭାରତରେ ଏବେ କରୋନାଭାଇରସ୍‌କୁ ନେଇ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଦିଲ୍ଲୀ ୨୪ ଘଣ୍ଟା ଭିତରେ…
Read More...

ପୋଲିସ ହେପାଜତରେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା : ୪୦ ସହରରେ କର୍ଫ୍ୟୁ

ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି…
Read More...

ଗ୍ରୀନ ଜୋନରେ ରାୟଗଡା ଜିଲ୍ଲା

ରାୟଗଡା : ଓଡିଶାର ୨୯ ଜିଲ୍ଲାକୁ କରୋନା ମହାମାରୀ ଗ୍ରାସିଥିବା ବେଳେ ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାକୁ କରୋନା ମହାମାରୀ ନିଜ ଅକ୍ତିଆରକୁ ନେଇପାରି ନାହିଁ । ଫଳର ଓଡିଶାର ଏକମାତ୍ର ରାୟଗଡା ଜିଲ୍ଲା ଗ୍ରୀନ ଜୋନରେ ଅଛି ।…
Read More...

ଆର୍ଯ୍ୟପଲ୍ଲୀରେ ଫିସିଂ ହାରବୋର୍ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ମତ୍ସ୍ୟଜୀବୀଙ୍କ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ନୂତନ ଫିସିଂ ହାରବୋର (ମାଛମରା ଜେଟି) ପ୍ରତିଷ୍ଠା ନେଇ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟକର୍ମୀ ୟୁନିୟନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ…
Read More...

ନିଆଁ ଗୋରଡା ଗାଁରେ ଅଜଣା ଜନ୍ତୁକୁ ନେଇ ଆତଙ୍କ,ଜନ୍ତୁ ଆକ୍ରମଣରେ ୩ ଗୋରୁ ଆହତ

ନିମାପଡା,୧ା୬ା(ସବୁ୍ୟ):ନିମାପଡା ବ୍ଲକ ଚଅଁରପଦା ପଂଚାୟତ ଅଧିନ ନିଆଁଗୋରଡା ଗ୍ରାମରେ ଗତ ରବିବାର ଠାରୁ ଏକ ଅଜଣା ଜନ୍ତୁକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇପଡିଛି ।ଜନ୍ତୁ ଆକ୍ରମଣରେ ୩ଟି ଗୋରୁ  ଆହତ ହୋଇଥିବା ଜଣାପଡିଛି…
Read More...

ଜନବିରୋଧୀ ବିଦୁ୍ୟତ୍ ବିଲ୍ ୨୦୨୦ ପ୍ରତିବାଦରେ କଳାଦିବସ ପାଳିତ

ଅନୁଗୁଳ : ବିଦୁ୍ୟତ୍ କ୍ଷେତ୍ରର ଘରୋଇକରଣ ଓ ଜନବିରୋଧୀ ବିଦୁ୍ୟତ୍ ବିଲ୍-୨୦୨୦ ପ୍ରତିବାଦରେ ନେସନାଲ କୋଅଡିନେସନ କମିଟି ଅଫ୍ ଇଲେକ୍ଟ୍ରିସିଟି ଇଂଜିନିୟର୍ସ ଏଣ୍ଡ ଏମ୍ପ୍ଲୋଇଜ୍ ଆହ୍ୱାନରେ ୧ ଜୁନ୍ ୨୦୨୦ ସାରାଭାରତ କଳାଦିବସ…
Read More...