Odisha news
Monthly Archives

June 2020

ଘରୋଇ ସଂସ୍ଥାରୁ ନେଇଥିବା ଋଣ ଛାଡ ଦାବିରେ ମହିଳାଙ୍କ ବ୍ଲକ ଘେରାଉ

ତିହିଡି : ବିଭିନ୍ନ ଘରୋଇ ଋଣ ଲଗାଣକାରୀ ସଂସ୍ଥାର ନେଇଥିବା ଋଣ ଛାଡ କରିବା ଦାବିରେ ଆଜି ଶତାଧିକ ମହିଳା ତିହିଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ  । ଏମାନେ ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ…
Read More...

ଜଗତସିଂହପୁର ଜିଲ୍ଲା ଘରୋଇ ମୋଟର ପରିବହନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ଘରୋଇ ମୋଟର ପରିବହନ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା ବସ ଡ୍ରାଇଭର,କଣ୍ଡକ୍ଟର,ହେଲପର ଆଜିକୁ ପ୍ରାୟ…
Read More...

ଡ୍ୟୁଟି ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହୋମଗାର୍ଡ ଜେଲ ଗଲେ

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ପୋଲିସ ଖାକିରେ ଲାଗିଲା ଦାଗ ।ରାତିରେ ଡ୍ୟୁଟି କରିଥିବା ସମୟରେ ସଦର ଥାନାର ଜଣେ ହୋମଗାର୍ଡ ଝୁମ୍ପୁଡି ଭିତରେ ପଶି ଜନୈକା ଅସହାୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେବା ଘଟଣା…
Read More...

ଅରଟେକ୍ ଆଇ.ଟି.ଆଇ ଦ୍ୱାରା ମାସ୍କ ବଣ୍ଟନ ଓ କରୋନା ସଚେତନତା

ବାଲିଅନ୍ତା : ବାଲିଅନ୍ତା  ବ୍ଳକ ଅନ୍ତର୍ରଗତ ପ୍ରତାପଶାସନ ଗ୍ରାମପଂଚାୟତ ଅଧିନସ୍ଥ  ବାଳକାଟିରେ ଅବସ୍ଥିତ ପ୍ରଥମ ଶିଳ୍ପ ତାଲିମ୍ କେନ୍ଦ୍ର ଅରଟେକ୍ ଆଇ.ଟି.ଆଇ ଦ୍ୱାରା ବାଳକାଟି ଅଂଚଳରେ ଥିବା ସାପ୍ତାହିକ ହାଟରେ ସମସ୍ତ…
Read More...

ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଆଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ: ବିଜେଡି

ଭୁବନେଶ୍ବର: ସିଭୋଟର୍‌ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏହା…
Read More...

ନୟାଗଡ଼ରେ ପ୍ରଥମ ଗୋଷ୍ଠୀ ସଂକ୍ରମଣ : ୨ ଗାଁ କଣ୍ଟେନ୍ମେଣ୍ଟ ଓ ୨ଟି ଗାଁକୁ ବଫର ଜୋନ ଘୋଷଣା

ନୟାଗଡ଼ : ନୟାଗଡ଼ରେ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ସଂଗରୋଧ କେନ୍ଦ୍ରରେ ସଂକ୍ରମଣ ସମୀତ ନ ରହି ତାହା ଏବେ ଗୋଷ୍ଠୀ ସଂକ୍ରମଣ ରୂପ ଧାରଣ କରିଛି । ଜିଲ୍ଲାର ନୟାଗଡ଼ ସଦରମହକୁମା ନୟାଗଡ଼…
Read More...

କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ୍‌ ଓ ତାଙ୍କ ଲୋକସଭା ସାଂସଦ ପୁତ୍ର କାର୍ତି ଚିଦମ୍ବରମ୍‌ଙ୍କ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ୍‌ ଓ ତାଙ୍କ ଲୋକସଭା ସାଂସଦ ପୁତ୍ର କାର୍ତି ଚିଦମ୍ବରମ୍‌ଙ୍କ ନାମରେ ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଆଜି…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ବନ୍ଧୁଙ୍କ ନିକଟରୁ ଭଲ ଖବର ପାଇବେ। ବେପାରରେ ପ୍ରଗତି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ବୃଷ: ଆପଣଙ୍କ ମନରେ ନୂଆ ବିଚାର ଆସିବ। ଭୂ-ସ˚ପତ୍ତିର ସମସ୍ୟା ସମାପ୍ତ ହେବ। ଉଚ୍ଚ ଅଧିକାରୀଙ୍କ…
Read More...

ସହମତି ଓ ସଂପର୍କ

ସୌଭାଗ୍ୟବତୀ ଗିରି : ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ,ତତ୍ର ରମନ୍ତେ ଦେବତା l ଏକଥା ମୁଁ କହୁନି,ଶାସ୍ତ୍ର କହୁଛି l କିନ୍ତୁ ଏ କଥାଟିକୁ ଆଉ ଶୁଣୁଛି କିଏ ନା ମାନୁଛି କିଏ l ଏବେ ସମସ୍ତେ ଏୟା ଦେଖେଇବାକୁ ଚାହାଁନ୍ତି ଯେ ନାରୀ…
Read More...

କରୋନା ଯୋଦ୍ଧଙ୍କୁ ମାସ୍କ ଓ ସାନିଟାଇଜ୍ର ବଣ୍ଟନ

ବାସୁଦେବପୁର: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‍ ଡାଉନ୍‍ ସହିତ ଶନିବାର ଓ ରବିବାର ଦୁଇ ଦିନ ଧରି ସଡ଼ ଡାଉନ୍‍ ଘୋଷଣା କରିଛନ୍ତି । ଏହି କରୋନା ଯୋଦ୍ଧାରେ ସାରଥି ସାଜିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା…
Read More...