Odisha news
Monthly Archives

June 2020

ସରକାର ଗ୍ରାମାଞ୍ଚଳର ବିକାଶ ଯୋଜନା କରୁଛନ୍ତି : ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ,କାଦୁଅ ପାଣିରେ ଘାଣ୍ଟି…

ହାଟଡିହି-୨/୬, ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କେତେକଣ ଯୋଜନା ମାନ କରୁଛନ୍ତି । ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଉଛି ।  ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ରଣପୁର : ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ରଥ ନିର୍ମାଣ କାର୍ଯ୍ୟ ଅଳ୍ପ ସଂଖ୍ୟକ ମହାରଣା ସେବାୟତଙ୍କୁ ନେଇ କରୋନା କଟକଣା ଅନୁସାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜିଂ ବ୍ୟବହାର କରି…
Read More...

ସାଲେପୁର : ବଜ୍ରପାତରେ ଟ୍ରାନ୍ସଫରମର ଜଳିଗଲା

ସାଲେପୁର : ଆଜି ସନ୍ଧ୍ୟାରେ ବଜ୍ରପାତ ଘଟି ଏକ ଟ୍ରାନ୍ସଫରମର ହୁ ହୁ ହୋଇ ଜଳିଗଲା । ଏହି ଟ୍ରାନ୍ସଫରମର ଜଳିବା ବେଳେ ପ୍ରଚଣ୍ଡ ଶବ୍ଦରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ । ପ୍ରକାଶ ଯେ ଆଜି ଅପରାହ୍ଣରେ ପ୍ରବଳ ବର୍ଷା ସହ…
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଆୟୁଷ୍ମାନ ଫାଉଣ୍ଡେସନ

ଖଇରା,୨ ।୬ ଅଗ୍ରଣୀ ସାମାଜିକ ସସ୍ଥା ଆୟୁଷ୍ମାନ ଏବଂ ସୁନ୍ଦର ଓଡିଶାର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ଜିଲା ଖଇରା ବ୍ଲକର କରୋନା ମୁକାବିଲାରେ ନିଜକୁ ସମର୍ପିତ କରିଥିବା ତଥା ଅଦ୍ଭୁତପୂର୍ବ ସାହସିକତା ଦେଖାଇଥିବା ଅଧିକାରୀ…
Read More...

ବିଜେପି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା , ମାକ୍ସ ସାନିଟାଇଜର ବଣ୍ଟନ

ଗୋପ  : ମଙ୍ଗଳବାର ଅପରାହ୍ନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଛି । କରୋନା ମୁକାବିଲାରେ ନିଜର ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ…
Read More...

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘାରିଛି ବଜ୍ରପାତ ଭୟ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘାରିଛି ବଜ୍ରପାତ ଭୟ। ଆର୍ଥିଙ୍ଗ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ବଜ୍ରପାତ ମନ୍ଦିରର ବ୍ୟାପକ କ୍ଷତି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟାକୁ ନେଇ…
Read More...

ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା : ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବୁଧବାର ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପବନର ବେଗ ମଧ୍ୟ ଅଧିକ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା…
Read More...

ଋଣ ପାଇଁ ମହିଳା ସଂଗଠନ ମାନଙ୍କୁ ଧମକ ଦେଉଛନ୍ତି ଋଣ ଦେଇ ଥିବା ସଂସ୍ଥା : ନଡପୁର ପଞ୍ଚାୟତ ମହିଳା ମାନଙ୍କର ସାମୁହିକ…

ବେତନଟୀ  : ଆଜି ବେତନଟୀ ବ୍ଲକର ନଡପୁର ପଞ୍ଚାୟତର ନଡପୁର, କୃଷ୍ଣଚନ୍ଦ୍ରପୁର,  ଖୁଣ୍ଟା, ଟିକର ଗଡିଆ, ଶିଳପୁରିଆ, ନୂଆଗାଁ, କଇଁଫୁଲିଆ, ଫୁଲଝରୀ ଓ ସମସ୍ତ ୯ଟି ଗ୍ରାମର ମହିଳା ମାନେ ସ୍ଥାନୀୟ ବାସନ୍ତୀ ପୂଜା ମଣ୍ଡପ ନିକଟରେ…
Read More...

ସରପଞ୍ଚଙ୍କ ଉଦ୍ୟମକ୍ରମେ ସଠିଲୋ ଶ୍ମଶାନ ଜମି ଚିହ୍ନଟ

ବେତନଟୀ  : ଆଜି ବେତନଟୀ ତହସିଲଦାରଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ରାଜସ୍ୱ ନିରୀକ୍ଷକ ତାଙ୍କ ଅମିନ ସହିତ ସଠିଲୋ ମୌଜାରେ ଥିବା ଶ୍ମଶାନ ଜମିକୁ ଚିହ୍ନଟ କରିବାକୁ ପହଞ୍ଚି ଥିଲେ । ପୂର୍ବରୁ ସଠିଲୋ, ଶାସ୍ତ୍ରୀ ନଗରର ଜନସାଧାରଣ,…
Read More...

ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଭଦ୍ରକ : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଳାପାଳ କୋବିଡ଼ ୧୯ର ପରିଚାଳନା ଉପରେ…
Read More...