Odisha news
Monthly Archives

January 2020

ଭିଲେନ୍‌ ଭୂମିକାରେ ଦିଶା

ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଥିବା ମୋହିତ ସୁରୀ ନିର୍ଦ୍ଦେଶିତ ଫିଲ୍ମ ‘ମଲଙ୍ଗ’ ଏବେ ଚର୍ଚ୍ଚାରେ । ଅନିଲ କପୁର, ଆଦିତ୍ୟ ରଏ କପୁର ଓ କୁଣାଲ ଖେମୁଙ୍କ ସହିତ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ…
Read More...

କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଲା ୦ ଭୋଟ୍‌

ତେଲଙ୍ଗାନା : ତେଲଙ୍ଗାନାରେ ଜାନୁୟାରୀ ୨୨ରେ ହୋଇଥିବା ନଗରପାଳିକା ନିର୍ବାଚନର ଭୋଟ ଗଣତି ୨୫ରେ ସରିଛି । ଏଥିରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର କହିବାକୁ ଗଲେ…
Read More...

ଏସଭିଏମ କଲେଜରେ ଗୁଣ୍ଡା ପୁରାଇ ଜେଲ ଗଲେ ଅଧ୍ୟାପକ

ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ସର୍ବ ପୁରାତନ ଓ ପ୍ରତିଷ୍ଠିତ ସ୍ୱାମୀ ବିବେକାନାନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ(ଏସଭିଏମ)ଜଣେ ଅଧ୍ୟାପକଙ୍କ ଦ୍ୱାରା ଗୁଣ୍ଡା ସାଜି ଆସିଥିବା ୬ ଜଣ ଯୁବକକୁ ଜଗତସିଂହପୁର ପୋଲିସ ଗିରଫ…
Read More...

୧୭ ହଜାର ଫୁଟ୍‌ ଉଚ୍ଚରେ ତ୍ରିରଙ୍ଗା

ଲଦାଖ : ଲଦାଖରେ ଇଣ୍ଡୋ-ତିବ୍ଦତ ବର୍ଡର୍‌ ପୋଲିସ୍‌ (ଆଇଟିବିପି) ଅଫିସର୍‌ମାନେ ୧୭ ହଜାର ଫୁଟ୍‌ ଉଚ୍ଚ ଓ ମାଇନସ୍‌ ୨୦ ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗା ଉଡାଇ ୭୧ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ସୋସାଲ୍‌ ମିଡିଆରେ…
Read More...

ଗୃହକାର୍ଯ୍ୟ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଭ୍ୟାନ ଚକାତଳେ ଶୋଇଲେ ସପରିବାର । ୫ଘଣ୍ଟା ଅଟକ ପରେ…

ଗୋପ ତା ୨୭/୧ଗୋପ ଥାନା ଗଣେଶ୍ୱରପୁର ପଞ୍ଚାତ ବେଣୀପୁର ଗ୍ରାମରେ ପୋଲିସ ହଟହଟାହେବା ସହ ମହିଳା ମାନଙ୍କ ଦ୍ୱାରା ୫ଘଣ୍ଟା ଅଟକ ରହିବାପରେ ମୁକୁଳିଥିଲେ । ଏପରିକି ପୋଲିସର ଭ୍ୟାନ ଚକାତଳେ ସପରିବାର ଶୋଇରହି ନ୍ୟାୟଭିକ୍ଷା…
Read More...

ନରହନ୍ତା ଦନ୍ତାକୁ କାବୁ କଲା ବନବିଭାଗ

ଦାନଗଦୀ,ଗତ ୧୦ଦିନ ପରେ ଆଜି ରାତିରେ ଦନ୍ତାଟିକୁ ବନବିଭାଗ କାବୁ କରିଛି । ମୁଖ୍ୟତ ଟ୍ରାଂକୁ୍ୟଲାଇଜ ଜରିଆରେ ଦନ୍ତାଟିକୁ କାବୁ କରାଯାଇଥିଲା । ଏବେ ଲୋକେ ଆଶ୍ୱସ୍ତୀ ଅନୁଭବ କରିଛନ୍ତି । କାରଣ ୧୦ଦିନ ମଧ୍ୟରେ ଦନ୍ତାଟି ୪ଜଣକଂ…
Read More...

କୃଷି ଓଡ଼ିଶା’ ଦେଖାଉଛି ରୋଜଗାରର ବାଟ : ପ୍ରାଣୀ ସମ୍ପଦ କ୍ଷେତ୍ରରେ ରହିଛି ବ୍ୟାପକ ସୁଯୋଗ

ଗୋପାଳନ ସହ ଛେଳି, ବତକ ଓ କୁକଡ଼ା ପାଳନ କରି ଜଣେ ଚାଷୀ ବର୍ଷକୁ ୩ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ‘ପାଠ ପଢ଼ିବୁ, ଚାକିରି କରିବୁ’ । ସ୍ୱପ୍ନ ବିଳାସୀ ଯୁବପିଢ଼ି ଭିତରେ ସାଧାରଣତଃ ଏଇ ଧାରଣାଟି ବସା ବାନ୍ଧିଥାଏ ।…
Read More...

ମଣ୍ଡି ଖୋଲିବାର ୨ ମାସ ପରେ ବି କଟକ ଜିଲ୍ଲାରେ ହେଉନି ଧାନ କିଣା: ବିଜେପି

ଭୁବନେଶ୍ୱର,ତା.୨୭/୦୧:ସମ୍ପୂର୍ଣ୍ଣ କଟକ ଜିଲ୍ଲାରେ କେବଳ ବାଙ୍କିର ୪୦ଟି ମଣ୍ଡି, ବଡମ୍ବା, ଆଠଗଡ, ମାହଙ୍ଗା, ସାଲେପୁର ସବୁ ଜାଗାରେ ଟୋକନ ଦିଆଯାଉଛି କିନ୍ତୁ ଧାନ କିଣା ଯାଉନାହିଁ । ଏମିତି ସମୟରେ ଟୋକେନ ଦିଆଯାଉଛି ଯେ ଚାଷୀ…
Read More...

ଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶରେ ଗଢା ହୋଇଥିବା କଂଗ୍ରେସ ଏବେ ଦେଶରେ ହିଂସା କରୁଛି : ସମୀର ମହାନ୍ତି

 ନାଗରିକତା ସଂଶୋଧନ ଆଇନ ଦେଶରେ ନାଗରିକତା ଦେବ କାହାର ନେବ ନାହିଁ  ନାଗରିକ ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି  ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ…
Read More...

କୋରୋନା ଭାଇରସ୍‌ ସଂକ୍ରମଣ: କେମିତି ଜାଣିବେ, କିପରି ଏହାଠାରୁ ଦୂରେଇ ରହିବେ

କୋରୋନା ଭାଇରସ୍‌ ଆକ୍ରାନ୍ତମାନଙ୍କଠାରେ ସାମାନ୍ୟରୁ ସାଙ୍ଘାତିକ ନିଶ୍ୱାସପ୍ରାଶ୍ୱାସଜନିତ ଅସୁବିଧା ଦେଖାଦିଏ। ଏହାଛଡ଼ା ଏହି ସବୁ ଲକ୍ଷଣ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ: ଜ୍ୱର, କାଶ, ଧଇଁ…
Read More...