Odisha news

କୋରୋନା ଭାଇରସ୍‌ ସଂକ୍ରମଣ: କେମିତି ଜାଣିବେ, କିପରି ଏହାଠାରୁ ଦୂରେଇ ରହିବେ

0

କୋରୋନା ଭାଇରସ୍‌ ଆକ୍ରାନ୍ତମାନଙ୍କଠାରେ ସାମାନ୍ୟରୁ ସାଙ୍ଘାତିକ ନିଶ୍ୱାସପ୍ରାଶ୍ୱାସଜନିତ ଅସୁବିଧା ଦେଖାଦିଏ। ଏହାଛଡ଼ା ଏହି ସବୁ ଲକ୍ଷଣ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ:

ଜ୍ୱର, କାଶ, ଧଇଁ

 

କେରୋନାଭାଇରସ୍‌ରୁ ବଞ୍ଚିବାର ସବୁଠୁ ଭଲ ଉପାୟ ହେଲା, ଏହା ସଂସ୍ପର୍ଶ ନ ଆସିବା। ଏହିସବୁ ଉପାୟ କଲେ ଆପଣ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ।

 

 

 

 

• ସର୍ବଦା ସାବୁନ୍‌ରେ ହାତ ଧୁଅନ୍ତୁ। ଧୋଇବା ସମୟ ୨୦ ସେକେଣ୍ଡ୍‌ରୁ ଅଧିକ ହେବା ଉଚିତ।
• ଅଧୁଆ ହାତରେ ନିଜ ଆଖି, ନାକ ଓ ମୁହଁକୁ ଛୁଅନ୍ତୁ ନାହିଁ।
• ଅସୁସ୍ଥ ଲୋକଙ୍କର ଅତି ନିକଟକୁ ଯାଆନ୍ତୁ ନାହିଁ।
• କାଶିବା ଓ ଛିଙ୍କିବାବେଳେ ଟିସୁ ପେପର୍‌ ବ୍ୟବହାର କରି ତା’କୁ ଡଷ୍ଟ୍‍ବିନ୍‌ରେ ଫିଙ୍ଗନ୍ତୁ।
• ସବୁବେଳେ ବ୍ୟବହାର୍ଯ୍ୟ ଜିନିଷତ୍ର ସଫା କରି ବିଶୋଧନ କରନ୍ତୁ।

ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୯- କୋରୋନା ଭାଇରସ ସଂକ୍ରମଣର କୌଣସି ଭେକ୍‌ସିନ୍‌ ବା ଟିକା ବାହାରି ନାହିଁ।
ଭାଇରସ୍‌ ପୀଡ଼ିତଙ୍କ ଚିକିତ୍ସା ସମୟରେ ତାଙ୍କୁ ବିଭିନ୍ନ ପ୍ରକାରର ସହାୟତା ମିଳିବା ଉଚିତ୍‌। ଗୁରୁତର ସଂକ୍ରମଣ ହେଲେ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ଠିକ୍‌ ଭାବେ କାର୍ଯ୍ୟ କରି ନଥାଏ।  ଏହି ସମୟରେ ପୀଡ଼ିତଙ୍କ ମାତ୍ରାଧିକ ଯତ୍ନ ଆବଶ୍ୟକ ପଡ଼େ।

Leave A Reply