Odisha news
Monthly Archives

January 2020

ଲିଙ୍ଗରାଜ ମନ୍ଦିରରୁ ଦିଶିବ ବିନ୍ଦୁସାଗର, ବିନ୍ଦୁସାଗର କୂଳରୁ ସବୁ ଘର ଭଙ୍ଗା ହେବ ବଡ଼ୁ ନିଯୋଗ କାର୍ଯ୍ୟାଳୟ ମାଟିରେ…

ଭୁବନେଶ୍ବର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରି ପାର୍ଶ୍ବରୁ ଉଚ୍ଛେଦ ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜବରଦଖଲରେ ଥିବା ସରକାରୀ ଜମି, ସରକାରୀ…
Read More...

ଆଜିର ରାଶିଫଳ

  ମେଷ: ବ୍ୟାଙ୍କରେ ଅର୍ଥ ନେଣଦେଣ ସତର୍କତାର ସହ କରନ୍ତୁ। ସବୁପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହନ୍ତୁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ବୃଷ: ସାମାଜିକ କାର୍ଯ୍ୟରେ…
Read More...

ତିନି ସେବା ପାଇଁ ଯିବାକୁ ପଡ଼ିବନି ଥାନା, ଗାଡ଼ି ଚୋରି ହେଲେ ଏଣିକି ଅନ୍‌ଲାଇନ୍‌ରେ ଏତଲା ରାସ୍ତା ଦୁର୍ଘଟଣା ହେଲେ ବୀମା…

ଭୁବନେଶ୍ବର: ମୋଟର୍‌ ସାଇକେଲ୍‌ ଚୋରି ହେଲେ ଏତଲା ଦେବାକୁ ଓ ତାହାର ନକଲ ଆଣିବାକୁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଘରେ ବସି ଅନ୍‌ଲାଇନ୍ ମାଧ୍ୟମରେ କାମ ସହଜରେ ହୋଇପାରିବେ। ‘ଭର୍ଚୁଆଲ୍‌ ପୁଲିସ୍‌ ଷ୍ଟେସନ୍’…
Read More...

ବ୍ରାଉନ୍‌ସୁଗାର୍‌ ବେପାର: ୪ ମାସରେ ୧୦୫ ଗିରଫ

ଭୁବନେଶ୍ୱର, ୨୮।୧ : କମିଶନରେଟ୍‌ ପୋଲିସର ଅତିରିକ୍ତ ପୋଲିସ କମିଶନର ସଞ୍ଜସ ସିଂହଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଡ୍ରଗ୍ସ ଟାକ୍ସ ଫୋର୍ସ ସଫଳତା ସହ କାର୍ଯ୍ୟ ରୂପାୟନ କରି ଡ୍ରଗ୍ସ କାରବାରକୁ ପ୍ରତିହତ କରିବା ନିମନ୍ତେ…
Read More...

ବାର୍ଡ ଫ୍ଲì ଆତଙ୍କ

ଭୁବନେଶ୍ୱର,୨୮।୧: ଭୁବନେଶ୍ୱରରେ ଏବେ ‘ବାର୍ଡ ଫ୍ଲì ’ ଆତଙ୍କ ଦେଖାଦେଇଛି । ଓୟୁଏଟି ଫାର୍ମରେ ବହୁ ସଂଖ୍ୟାରେ କୁକୁଡ଼ା ‘ବାର୍ଡ ଫ୍ଲì’ରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ରାଜ୍ୟ ସରକାର ସତକର୍ତା ଅବଲମ୍ବନ କରିଛନ୍ତି ।…
Read More...

ବଜେଟ ଅଧିବେଶନ ପାଇଁ ରଣନୀତି

ଭୁବନେଶ୍ୱର, ୨୮ା୧ : ଆସନ୍ତା ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ନବୀ ଜଳ ବିବାଦ, କୋଇଲା ରୟାଲଫି, ଜିଏସଟି ବକେୟା ଏବଂ ଜନଗଣନାରେ ଏସସି/ ଏସଟି ସହ ଓବିସି କଲମ ରଖିବାକୁ ବିଜେଡି…
Read More...

ଅପମିଶ୍ରିତ କଫ ସିରପ ଜବତ

ସମ୍ବଲପୁର, ୨୮ା୧ : ସମ୍ବଲପୁର ଜିଲ୍ଲା ସଦର ଥାନା ପୋଲିସ ବେଆଇନ ଭାବେ ଅପମିଶ୍ରିତ କଫ ସିରଫ ଜବତ କରିଛିା ଏ ନେଇ ୧୯/୨୦ରେ ଏକ ମାମଲା ରୁଜୁ ହୋଇ ହୋଇଥିବାବେଳେ ଜଣେ ଯୁବକକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…
Read More...

ବିଦ୍ୟାଳୟରେ ପାଠପଢା ସମୟରେ ମାଂସଭାତ ଭୋଜି କରି ଅଡୁଆରେ ଶିକ୍ଷକଶକ୍ଷୟିତ୍ରୀ

ବାରିପଦା: ଏବେ ସବୁଆଡେ ପିକନିକ୍ ଋତୁ ଚାଲିଥିବାବେଳେ ଭୋଜିଭାତର ଆସର ଜମୁଥିବାର ଦେଖିବାକୁ ମିଳୁଛି । ସ୍କୁଲ ପରିସରରେ କାର୍ଯ୍ୟନିର୍ଘଣ୍ଟକୁ ବଳି ପକାଇ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ଉପେକ୍ଷା କରି ଆୟୋଜିତ ମଟନ ଓ ଚିକେନ…
Read More...

ନପୁଂସକତା ଦୂର କରେ ଫିଶ୍‌ ଅଏଲ୍‌

ଷ୍ଟ୍ରେଶ୍‌, କ୍ଳାନ୍ତି, ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ପୁରୁଷଙ୍କ ମଧ୍ୟରେ ନଂପୁସକତା ସମସ୍ୟା ବଢ଼ୁଛି । ଯଦି ନିୟମିତ ଏକ ସୀମିତ ମାତ୍ରାରେ ଫିଶ୍‌ ଅଏଲ୍‌ କ୍ୟାପସୁଲ୍‌ ଖାଇବେ, ଏପରି ସମସ୍ୟାର ସମ୍ମୁଖୀନ…
Read More...

ଚଣ୍ଡିଖୋଲ କୁ ଫେରିଲା ନରହନ୍ତା ହାତୀ: ବନବିଭାଗକୁ ତୀବ୍ର ବିରୋଧ

ଚଣ୍ଡିଖୋଲ,୨୮ା୧ - ଯାଜପୁର ଜିଲାର ଦାନଗଦୀ, ସୁକିନ୍ଦା ଓ କୋରେଇ ବ୍ଲକରେ ୪ଜଣଙ୍କୁ ପାଦରେ ଦଳି ମାରିବା ପରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ମଙ୍ଗଳବାର ଚଣ୍ଡିଖୋଲକୁ ଅଣାଯାଇଥିବାରୁ ସାଧାରଣରେ ଆତଙ୍କ ପ୍ରକାଶ…
Read More...