Odisha news

ବ୍ରାଉନ୍‌ସୁଗାର୍‌ ବେପାର: ୪ ମାସରେ ୧୦୫ ଗିରଫ

0

ଭୁବନେଶ୍ୱର, ୨୮।୧ : କମିଶନରେଟ୍‌ ପୋଲିସର ଅତିରିକ୍ତ ପୋଲିସ କମିଶନର ସଞ୍ଜସ ସିଂହଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଡ୍ରଗ୍ସ ଟାକ୍ସ ଫୋର୍ସ ସଫଳତା ସହ କାର୍ଯ୍ୟ ରୂପାୟନ କରି ଡ୍ରଗ୍ସ କାରବାରକୁ ପ୍ରତିହତ କରିବା ନିମନ୍ତେ ବହୁବିଧ ପଦକ୍ଷେପ ନେଇଛି। ଗତ ସେପେଫମ୍ବର ମାସରୁ ଜାନୁଆରୀ ମଧ୍ୟରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ୧୦୫ ଜଣଙ୍କୁ ଗିରଫ କରିବା ସହ ୧୩୦୨ ଗ୍ରାମ ବ୍ରାଉସନୁଗାର ଜବତ କରିଛି। ଯାହାର ମୂଲ୍ୟ ଦେଢକୋଟିରୁ ଉଦ୍ଧ୍ୱର୍ ଟଙ୍କା ହେବ ବୋଲି ଆକଳନ କରିଛି ଡ୍ରଗ୍ସ ଟାକ୍ସ ଫୋର୍କ୍ସ। ସେମାନଙ୍କ ନାମରେ ୫୬ ଟି ମାମାଲା ରୁଜୁ କରିଛି ।

Leave A Reply