Odisha news
Monthly Archives

January 2020

ମୋଦି ସରକାରଙ୍କ କ୍ୟାବିନେଟ୍ରେ ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତି ଐତିହାସିକ ନୀଳାଚଳ ଇସ୍ପାତ ନିଗମର…

ଭୁବନେଶ୍ୱର, ତା.୦୮/୦୧: ମୋଦି ସରକାରଙ୍କ କ୍ୟାବିନେଟ୍ରେ ଓଡିଶା ସମ୍ବନ୍ଧିତ ନିଆଯାଇଥିବା ଦୁଇଟି ନିଷ୍ପତି ଐତିହାସିକ । ନିଳାଚଳ ଇସ୍ପାତରେ ଡିସଇନଭିଷ୍ଟମେଂଟର ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏହା ରିଇନଭିଷ୍ଟମେଂଟ ପାଇଁ…
Read More...

ଓଡିଶାର ଜନତା କଂଗ୍ରେସ ଏବଂ ବାମପନ୍ଥୀଙ୍କ ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛନ୍ତି :ବିଜେପି

ଭୁବନେଶ୍ୱର, ତା.୦୮/୦୧: କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି…
Read More...

ହ୍ୱାଟସ୍‌ଆପ୍‌ ମେସେଜ୍‌ ରିକଭରି ଉପାୟ

ଆଜିକାଲି ଫଟୋ, ଭିଡିଓ, ମେସେଜ୍‌ ପଠାଇବାର ସବୁଠୁ ସହଜ ମାଧ୍ୟମ ହ୍ୱାଟସ୍‌ଆପ୍‌ । ବେଳେବେଳେ ସେଥିରୁ ଜରୁରୀ ମେସେଜ୍‌ ଡିଲିଟ୍‌ ହୋଇଗଲେ କିପରି ରିକଭର୍‌ କରାଯାଇପାରିବ ଅନେକ ୟୁଜର୍‌ଙ୍କୁ ଜଣା ନ ଥାଏ । ମେସେଜ୍‌ ରିକଭର୍‌…
Read More...

ମଧ୍ୟାନ୍ନ ଭୋଜନ ଡ଼ାଲମାରେ ବିଛା

ହିଞ୍ଜିଳିକାଟୁ: ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । ଶିକ୍ଷାର୍ଥୀଙ୍କୁ ମାଗଣାରେ ପୋଷାକ, ଜୋତା, ମୋଜା, ପାଣି ବୋତଲ, ବହି ଖାତା ସାଙ୍ଗକୁ…
Read More...

ଟିକାବାଲି ର ବାହାଡାସାହିରେ ବାଇକ୍ ଦୁର୍ଘଟଣା:୨ ଖଣ୍ଡ ହେଲା ବାଇକ୍ ୨ ଗୁରୁତ୍ୱର

ଫୁଲବାଣୀ, ଆଜି ଅପରାହ୍ନରେ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ବାହାଡ଼ାସାହି ନିକଟରେ ଏକ ବାଇକ୍ ଦୁର୍ଘଟଣା ହେବା ଫରେ ବାଇକ୍ ଚାଳକ ଓ ଏଥିରେ ଥିବା ଅଉ ଜଣେ ଆରୋହୀ ଗୁରୁୂତ୍ୱର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଟିକାବାଲି…
Read More...

ଟ୍ରୋଲର୍‌ଙ୍କୁ ବାଣୀଙ୍କ ଜବାବ

ଅଭିନେତ୍ରୀ ବାଣୀ କପୁର ନିଜ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି । ବାଣୀ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜିମ୍‌ ଆଉଟ୍‌ଫିଟ୍‌ ପିନ୍ଧି ସେ ଫିଟ୍‌ ଦେଖାଯାଉଛନ୍ତି । ଏହା ଉପରେ ଜଣେ…
Read More...

କଲେଜ୍ ଅଧକ୍ଷଙ୍କ ନାମରେ ପୁଣି ମିଥ୍ୟା ଅଭିଯୋଗ ! ଏଥର ମହିଳାଙ୍କୁ କରାଗଲା ମୋହରା !

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷଙ୍କୁ ଆକ୍ରୋଶ ମୁଳକ ଭାବେ କିଛି ମୁଷ୍ଠିମେୟ ବ୍ୟକ୍ତି ବାରମ୍ଭାର ସୋସିଆଲ୍ ମିଡ଼ିଆର ଅପବ୍ୟବହାର କରି ହାରାଶ କରୁଥିବା ନେଇ ଅଭିଯୋଗ କରିଛନ୍ତି ଅଧକ୍ଷ ସନ୍ତୋଷ…
Read More...

‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍ ଓ…

ମୁମ୍ବାଇ: ବିକ୍ଷୋଭକାରୀଙ୍କ ହାତରେ ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବିସ୍ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି । ସେ ଟୁଇଟ୍ କରି…
Read More...

ଜେଏନ୍‌ୟୁ ହିଂସା : ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଉତ୍ତେଜନା ଜାରି,…

ନୂଆଦିଲ୍ଲୀ : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଗତକାଲିର ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ବିଶ୍ବବିବ୍ୟାଳୟରେ ଛାତ୍ରଛାତ୍ରୀମାନେ ଜେଏନ୍‌ୟୁକୁ ସମର୍ଥନ ଜଣାଇ…
Read More...

ଫେବ୍ରୁଆରି ୮ରେ ଦିଲ୍ଲୀ ନିର୍ବାଚନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରି ୮ ତାରିଖରେ ହେବ ଏବଂ ୧୧ରେ ଫଳାଫଳ ପ୍ରକାଶ ପାଇବ। ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି…
Read More...