Odisha news
Monthly Archives

January 2020

ଚନ୍ଦ୍ରଭାଗା ବେଳାମାର୍ଗରେ ଯାତ୍ରୀବାହି ବସ୍ ଦୁର୍ଘଟଣା; ୧୦ ରୁ ଉଦ୍ଧ୍ୱର୍ ଗୁରୁତର, ୧ମୃତ

କୋଣାର୍କ- ଗୁରୁବାର ଦିନ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବ ମୁଖର ଥିବାବେଳେ ପୁର୍ବାହ୍ନ ୧୦ଟା ସମୟରେ ଚନ୍ଦ୍ରଭାଗାଠାରୁ ପୁରୀ ଆଡକୁ ୩ କିଲୋମିଟର ଦୂର ଇକୋ ରିଟି୍ରଟ ଉତ୍ସବ ନିକଟସ୍ଥ…
Read More...

କିରିକୁଟି ବିଦ୍ୟାଳୟରେ ବଢୁଛି ସମସ୍ୟା

ବାଲିଗୁଡା,30/1.କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ସମସ୍ୟା ବଢ଼ୁଛି। କିରିକୁଟି ଗ୍ରାମ ମଧ୍ୟରେ ଥିବା ଏହି ବିଦ୍ୟାଳୟରେ…
Read More...

ହାଇ ଲେଭଲ କେନାଲରେ ଟ୍ରାକ୍ଟର ଓଲଟି ୪ ଆହତ

ଧର୍ମଶାଳାା୩୦ା୧ ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଲକଛକ ନିକଟସ୍ଥ ହାଇଲେଭଲ କେନାଲ ମଝିରେ ଯାଇଥିବା ରାସ୍ତା ଉପରୁ ଟ୍ରାକ୍ଟର ଓଲଟି ୪ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ…
Read More...

ବିରୋଧୀ ଏବେ ଭାରତ ବିଭାଜନ କରିବାକୁ ଲାଗିପଡିଛନ୍ତି : ବିଜେପି

 ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି  ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି  ସିଏଏ ଦ୍ୱାରା ଭାରତ କିମ୍ବା…
Read More...

ଗାନ୍ଧିଜୀଙ୍କ ନୀତି ଏବଂ ବିଚାରଧାରାରେ ଅନୁପ୍ରାଣିତ ହୋଇ ନିଜକୁ ମାର୍ଜିତ କରନ୍ତୁ ଦେଶର ଯୁବପିଢୀ :ବିଜେପି

ଭୁବନେଶ୍ୱର, ତା.୩୦/୦୧: ଆଜି ମହାତ୍ମା ଗାନ୍ଧୀଙ୍କ ୭୨ ତମ ତିରୋଧାନ ଦିବସ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଏକ ପ୍ରାର୍ଥନା ସଭାରେ ନାଥୁରାମ ଗଡସେଙ୍କ ଗୁଳିରେ ଗାନ୍ଧିଜୀ ପ୍ରାଣତ୍ୟାଗ କରିଥିଲେ । ଆଜିର ଏହି…
Read More...

ବିଧାୟକ ଅନନ୍ତ ଜେନା ଓ ପୋଲିସ ଡିଏସପି ଅନୁପଙ୍କ ବିରୁଦ୍ଧରେ ବିଜେପି ଦାୟର କଲା ମୋକଦ୍ଦମା

ଭୁବନେଶ୍ୱର,ତା.୩୦/୦୧: ରାଜ୍ୟରେ ପୋଲିସ ବ୍ୟବସ୍ଥା ବଡ ଆଶ୍ଚର୍ଯ୍ୟଜନକ ଭାବରେ ଚାଲିଛି । କମିଶନରେଟ ପୋଲିସ ସତରେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି ନା ଶାସକ ଦଳର ଗୁଣ୍ଡା ବାହିନି ଭାବେ କାମ କରୁଛି । ୩ ଦିନ ତଳେ ଦୁଇ ଜଣ…
Read More...

ଭୁବନେଶ୍ୱରର ରଘୁନାଥପୁରଠାରେ ଖୋଲିଲା ଅନ୍ନପୂର୍ଣ୍ଣା ଫର୍ଣ୍ଣିଚରର ବିଶାଳ ସୋରୁମ, ୫୦% ରିହାତି ଘୋଷଣା

ଭୁବନେଶ୍ୱର,୨୯ ଜାନୁଆରି ୨୦୨୦ : ବାଲେଶ୍ୱର ପରେ ଭୁବନେଶ୍ୱରରେ ନିଜର ୨ୟ ଷ୍ଟୋର ଖୋଲିଛି ଅନ୍ନପୂର୍ଣ୍ଣା ଫର୍ଣ୍ଣିଚର । ଏହା ସ୍ଥାନୀୟ ରଘୁନାଥପୁର, ନନ୍ଦନକାନନ ରୋଡ ଠାରେ ଅବସ୍ଥିତ ଏହି ଷ୍ଟୋରରେ ସମସ୍ତ ପ୍ରକାରର ଅତ୍ୟାଧୁନିକ…
Read More...

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୩ ଅଟକ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗ୍ରାମରେ ଆଜକୁ ୧୦ଦିନ ତଳେ ଜନୈକା ମହିଳାଙ୍କୁ ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଭଳି ଅତି ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ…
Read More...

ଗାନ୍ଧିଜୀଙ୍କ ଶାନ୍ତି ଓ ସଂହତି ସଦଭାବନା ଯାତା୍ର ଦଳକୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନା

କୋଣାର୍କ - ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୁର୍ତି ଉପଲକ୍ଷେ ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ପ୍ରଚାର କରିବା ଉଦେ୍ଧଶ୍ୟକୁ ନେଇ ଝାରସୁଗୁଡାରୁ ଜାନୁଆରୀ ୧୩ତାରିଖରେ ଆରମ୍ଭ ହୋଇଥିବା ଗାନ୍ଧିଜୀଙ୍କ ପଦଯାତା୍ର ଦଳକୁ ବୁଧବାର…
Read More...