ପହିଲି ରଜରେ ରାୟଗଡ଼ାରୁ ମୁକ୍ତିଲାଭ କଲା ରଜ ଗୀତ
ରାୟଗଡା,୧୪।୬ (rabindra patkhandal) : ଏଥର ରଜରେ ନାହିଁ ମଉଜ । ଗାଁ ଦାଣ୍ଡ ଓ ରଜ ପଡିଆ ଖାଁ ଖାଁ । ଖାଲି ପଡ଼ିଛି ଦୋଳି । ରଜରେ ଵି ଶୁଭୁନି ରଜ ଗୀତ । କରୋନା ମହାମାରୀ ଜନିତ କାରଣରୁ ସରକାର ରଜ ପର୍ବ ଉପରେ ଲଗେଇଛନ୍ତି…
Read More...
Read More...