Odisha news

ହୃଦରୋଗ ପାଇଁ ଅଖରୋଟ ମହୋଷାଦି

0

ଅଖରୋଟରେ ପ୍ରଚୁର ପରିମାଣରେ ଅଂଶେଚୁରେଟେଡ଼ ଫ୍ୟାଟ ଅଛି l ଯାହାକି ବ୍ଲଡ଼ପ୍ରେସର କୁ ସନ୍ତୁଳିତ ରଖି ହୃଦରୋଗ ଜନିତ ରୋଗରୁ ଦୂରେଇ ରଖେ l ପ୍ରତେକଦିନ ୬0 ରୁ ୮0 ଗ୍ରାମ ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି l

ଅଖରୋଟ ନ୍ୟୁଟ୍ରିସନ ରେ ଭରପୁର ଅଟେ ,ଯଦି ଆମେ ଏହାକୁ ପ୍ରତ୍ୟକଦିନ ଖାଦ୍ୟ ପ୍ରଣାଳୀରେ ସାମିଲ କରିବା ତେବେ ସୁସ୍ଥ ରହିବା l ଅଖରୋଟରେ ପ୍ରୋଟିନ ଓ ଫ୍ୟାଟ ଅଛି ଯାହାକି ଆମ ଶରୀରକୁ କ୍ୟାଲ୍ସିଅମ ଓ ଆଇରନ ଯୋଗାଇଥାଏଲା l

ଖାଦ୍ୟ ବିଶୋଧାନକାରି ଙ୍କ ମତରେ ଅଖରୋଟ ସ୍ୱାସ୍ଥ୍ୟ ସମ୍ବଧୀୟ କିଛି ରୋଗକୁ ସମୂଳେ ସଫାକରିଦିଏ l ୨0୧୯ ମସିହାରେ ପେଶିଲେବିଣ୍ଣିଆ ଷ୍ଟେଟ ୟୁନିଭେର୍ସିଟି ର କିଛି ଖାଦ୍ୟ ବିଶୋଧନକାରୀ ଅଖରୋଟକୁ ନେଇ ଗବେଷଣା କରିଥିଲେ l

ଏହି ଗବେଷଣା ରେ କିଛି ଲୋକଙ୍କୁ ଶେଚୁରେଟେଡ଼ ଫ୍ୟାଟ ପରିବର୍ତ୍ତେ ଅଖରୋଟ ଖାଇବାକୁ ଦିଆଯାଇଥିଲା ,ସେହି ଲୋକମାନେ ସୁସ୍ଥ ମିଳିଥିଲେ l

Leave A Reply