ଜଳ ବିହୁନେ ଚାଷ ନଷ୍ଟ: ଏଣେ ଚାଷ ଆରମ୍ଭରୁ ହାତୀଙ୍କ ଉପଦ୍ରବ , ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି
ନିରାକାରପୁର : ଶ୍ରାବଣ ମାସରେ ବର୍ଷାର ଦେଖାଦର୍ଶନ ନାହିଁ । ଚାଷୀ ଚାଷ କାମ କରିବାକୁ ଆକାଶକୁ ଚାହିଁ ବସିଛନ୍ତି । ବର୍ଷା ଅଭାବରୁ ତଳି ପଡ଼ିଥିବା ଚାଷ ଜମି ବର୍ତ୍ତମାନ ଫାଟି ଆଁ କରିବାକୁ ଲାଗିଲାଣି । ଏହି ଚାଷ ଆରମ୍ଭ…
Read More...
Read More...