Odisha news
Monthly Archives

May 2020

କିମ୍ ଜଙ୍ଗ-ଉନ୍ ଦୀର୍ଘ ୨୦ ଦିନ ପରେ ‘ମଇ ଦିବସ’ରେ ସାର କାରଖାନା ନିର୍ମାଣ ସମାପନ ଉତ୍ସବରେ ଯୋଗ ଦେଲେ

ସିଓଲ୍: ଦୀର୍ଘ ୨୦ ଦିନ ପରେ ‘ମଇ ଦିବସ’ରେ କିମ୍ ଜଙ୍ଗ-ଉନ୍ ପଦାକୁ ବାହାରିଥିବାର ଫଟୋ ପ୍ରକାଶ କରିଛି ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ। ‘ରୋଡ଼ୋଙ୍ଗ୍ ସିନ୍‌ମୁନ୍’ ସମ୍ବାଦପତ୍ରରେ ମୁଦ୍ରିତ ଫଟୋରେ ଦେଖାଯାଉଛି…
Read More...

ଯାଜପୁର ଜିଲ୍ଲାରେ ଖୋଲିଲା  ଇଲୋଟ୍ରୋନିକ୍ସ (ଇ-ନାମ ମଣ୍ଡି) , ଦୂର ହେବ ଚାଷୀ ଙ୍କ ସମସ୍ୟା

ଯାଜପୁର : କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶାବଳୀ ଅନୁସାରେ ତା ୩୦.୦୪.୨୦୨୦୨୦ ରିଖ ଠାରୁ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ପକ୍ଷରୁ ଏହାର ମୁଖ୍ୟ ବଜାର ପ୍ରାଙ୍ଗଣ କିଆ ନାଳକୂଳ ଠାରେ ଇଲୋଟ୍ରୋନିକ୍ସ ରାଷ୍ଟ୍ରିୟ ବଜାର…
Read More...

ବାସୁଦେବପୁର : ବାସୁଦେବପୁର ବ୍ଲକର ରେଡ ଜୋନର କେନ୍ଦ୍ର ସରକାରଙ୍କ ରାପିଡ୍‍ ରିସେପସନ୍ସ ଟିମ୍‍

ବାସୁଦେବପୁର : ଭଦ୍ରକ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋଲକତା ଲିଙ୍କ ଯୋଗୁଁ କରୋନା ପଜେଟିଭ୍‍ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ରେଡ ଜୋନ ଅଞ୍ଚଳ ଭାବେ ଘୋଷଣା କରାଯିବା ପରେ ଭଦ୍ରକ ଜିଲ୍ଲାର ସର୍ବାଧିକ…
Read More...

ଲକଡାଉନ ଅବଧି ବଢ଼ିଲା ପରେ ରେଡ୍ ଜୋନ ପାଇଁ କଣ ସବୁ ନିୟମ ହୋଇଛି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକ…
Read More...

ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଘରକୁ ଘର ଯାଇ ବହି ଆବଣ୍ଟନ

ମାଲକାନଗିରି : କୋରନା ପାଇଁ ଦୀର୍ଘ ଦିନ ହେଲା ଓଡିଶା ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଘର ବନ୍ଦୀ ଅବସ୍ଥାରେ ରହିଛନ୍ତି l ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କୁ ଆଖିରେ ରଖି ମାଲକାନଗିରି…
Read More...

କୁମ୍ଭୀର ପେଟରେ କଣ୍ଟା ଗାଁ ଲୋକ ଭୟଭୀତ : ପଶୁ ଚିକିସିକ ପେଟରୁ କଣ୍ଟା କାଢି ମନ୍ତେଇ ନଦୀରେ ଛାଡିଲେ

ବାସୁଦେବପୁର : ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ସାରଙ୍ଗପୁର କାଂଶବାଂଶ ନଦୀରୁ ଧରାଯାଇଥିବା କୁମ୍ଭୀରକୁ ଚିକିସିା ପରେ ମନ୍ତେଇ ନଦୀର ଛଡାଯାଇଛି । ସାରଙ୍ଗପୁର ଗ୍ରାମର ସୁଧାକର ବିଶ୍ୱାଳ ପ୍ରତିଦିନ କାଂଶବାଂଶ…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ। ବୃଷ: ଆପଣ ଚିନ୍ତା ମୁକ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ।…
Read More...

ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ଯାଜପୁରରୁ , ୪୫କୁ ବୃଦ୍ଧି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର/ଯାଜପୁର: ରାଜ୍ୟରେ ପୁଣି ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ମହିଳା ଥିବା ସୂଚନା ମିଳିଛି। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାରେ…
Read More...

ନାଲକୋ ମହିଳା ସମିତି ଓ ନାଲକୋ ଫାଉଣ୍ଡେସନର ସଦସ୍ୟ ମାନେ ପୋଲିସ୍ କର୍ମ ଚାରୀ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଲେ

ଭୁବନେଶ୍ୱର, ୦୧.୦୫.୨୦୨୦: କରୋନା କୁ ପ୍ରତିହତ କରିବାପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବାବେଳେ ସାଧାରଣ ଲୋକମାନେ ଯେତେବେଳେ ଘର ଭିତରେ ଅଛନ୍ତି ସେମାନଙ୍କର ସୁରକ୍ଷା ଲାଗି ଜୀବନକୁ ବାଜିଲଗେଇ ପୋଲିସ୍ କର୍ମ ଚାରୀ ମାନେ ନିଜର…
Read More...

ଜଗତସିଂହପୁର : କରୋନା ପାଇଁ ଦୁର୍ଦ୍ଦୀନରେ ଖବରକାଗଜ ବିତରକ,ସହାୟତାର ହାତ ବଢାଇଲେ ଅଧ୍ୟାପକ

ଜଗତସିଂହପୁର୦୧/୫:ରାତି ପାହିଲେ ଖବରକାଗଜ ଦେଖିଲେ ଦେଶ ବିଦେଶର ଖବର ଜାଣିହୁଏ ।ସେହି ଦେଶ ବିଦେଶ ଓ ଆମ ଅଞ୍ଚଳର ଖବର ଆମ ପାଖରେ ପହଞ୍ଚାଉଥିବା ଖବରକାଗଜ ବିତରକମାନେ ଏବେ ଦୁର୍ଦ୍ଦୀନରେ ରହିଛନ୍ତି ।ଖବର କାଗଜ ବିକି ନିଜ…
Read More...