Odisha news
Monthly Archives

May 2020

ଋଷି କାପୁରଙ୍କୁ ମନେପକାଇ ଭାବୁକ ହୋଇଗଲେ ଅମିତାଭ ବଚନ

ମୁମ୍ବାଇ , ଗୁରୁବାର ଦିନ ବଲିଉଡ ଅଭିନେତା ଋଷି କାପୁରଙ୍କ ନିଧନ ହୋଇଗଲା ,ମୁମ୍ବାଇ ର ଏକ ଘରୋଇ ନର୍ସିଂହୋମ ରେ ସକାଳ ୮ ଟା ୪୫ ମିନିଟ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଋଷି କାପୁର ବହୁତ ଦିନରୁ କର୍କଟ ରୋଗରେ ପୀଡିତଥିଲେ…
Read More...

ଯାଜପୁର ରେ ପୁଣି ଦୁଇ କରୋନା ପଜିଟିଭ୍ : ଆଜି ଦିନ ଗୋଟେ ସୁଦ୍ଧା ୬ ଟା କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ  ପଜିଟିଭ୍ ଚିହ୍ନଟ ହୋଇଥିବା ଚିହ୍ନଟ ହୋଇଥିବା ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା 147ରେ ପହଞ୍ଚି ଯାଇଛି।  । ରାଜ୍ୟରେ ଗୋଟିଏ…
Read More...

ବଲାଙ୍ଗୀର ଜ଼ିଲ୍ଲା ରେ ଦୁଇ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟର ତଥ୍ୟରୁ ଜଣାଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ୍ ବଲାଙ୍ଗୀର  ଜିଲ୍ଲାର ବୋଲି ବି ସୂଚନା ମିଳିଛି।…
Read More...

ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱକର୍ମା ମହାରଣା : ଏତେ ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ…

ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱକର୍ମା ମହାରଣା। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମେ’ ୩ ପରେ ରଥ ନିର୍ମାଣ…
Read More...

ଘରବାହୁଡା ପ୍ରବାସୀ ଶ୍ରମିକଙ୍କ ଭାଗ୍ୟ ସୂତାଖିଅରେ

Editorial : ପ୍ରାଣଘାତକ କରୋନା ମହାମାରୀ ଜନିତ ସଂକଟ ମାଡରେ ସମାଜର ପ୍ରାୟତଃ ସବୁ ବର୍ଗର ଲୋକେ ଉଣାଅଧିକେ ପ୍ରଭାବିତ । ବିଶେଷକରି ଦିନ ମଜୁରିଆ,ଖଟିଖିଆ ଓ ଶ୍ରମଜୀବୀ ବର୍ଗର ଲୋକେ ଏହାଦ୍ୱାରା ସର୍ବାଧିକ ପ୍ରପୀଡିତ ।…
Read More...

ନୟାଗଡ଼ ଜିଲ୍ଲା “କୋଭିଡ୍-୧୯” ପରିଚାଳନା ବ୍ୟବସ୍ଥା ସମୀକ୍ଷା କଲେ ଆର୍ଡିସି

ନୟାଗଡ଼ : କେନ୍ଦ୍ରାଂଚଳ ରାଜସ୍ୱ କମିସନର ଅନିଲ କୁମାର ସାମଲ ନୟାଗଡ଼ ଗସ୍ତରେ ଆସି କୋଭିଡ୍-୧୯, ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ରାଜସ୍ୱ କମିସନର ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୟାଗଡ଼ ସର୍କିଟ୍ ହାଉସ…
Read More...

ଫେରିବେ ପ୍ରବାସୀ ଓଡିଆ : କ୍ୱାରେଟାଂଇନ ଗୃହର ଅବ୍ୟବସ୍ଥା ନେଇ ଚର୍ଚ୍ଚାରେ ମାହାଙ୍ଗା

ମାହାଙ୍ଗା  : କରୋନା ସମୟରେ ମାହାଙ୍ଗା ବ୍ଲକ୍ରେ ବିଭିନ୍ନ ଅବ୍ୟବସ୍ଥା ଚର୍ଚ୍ଚା ହେଉଥିଲା ବେଳେ ବର୍ତମାନ ବାହାର ରାଜ୍ୟରେ ଥିବା ମାହାଙ୍ଗା ଅଂଚଳର ଲୋକମାନେ ମାହାଙ୍ଗାକୁ ଫେରିବା ପରେ ସେମାନଙ୍କୁ କ୍ୱାରେ ଟାଂଇନ ଗୃହରେ…
Read More...

ଅନୁଗୁଳ: ପରିବହନକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ , ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧାସୃଷ୍ଟି ନହେବା ପାଇଁ…

ଅନୁଗୁଳ: ସଂମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ କରିବା ନିମନ୍ତେ ସରାକାର ତାଲାବନ୍ଦ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଆଜି ପୂର୍ବାହ୍ନରେ…
Read More...

ଅନୁଗୁଳ: ବାଟ ଚାହିଁ ବସିଛନ୍ତି ପ୍ରବାସୀ , ଶ୍ରମିକଙ୍କ ପରିବାର ଘରକୁ ଫେରିବା ପାଇଁ ଆକୁଳ ନିବେଦନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କ ପରିବାର ଏବେ ଚିନ୍ତାରେ । ଦି ପଇସା ପାଇ ପରିବାର ଚଳାଇବା ଆଶାରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ହେଲେ କରୋନା ଯୋଗୁଁ ସବୁ ବନ୍ଦ ହୋଇ ଯାଇଥିବାରୁ ସେମାନଙ୍କୁ…
Read More...

ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନିବେଦନ : ନମୁନା ପରୀକ୍ଷା ପାଇଁ ସ୍ୱତଃ ଆଗେଇ ଆସନ୍ତୁ ,ରାଜ୍ୟ ସରକାର ଏ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନିବେଦନ କରାଯାଇ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି। ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ନମୁନା ପରୀକ୍ଷା ପାଇଁ ସ୍ୱତଃ ଆଗେଇ ଆସିବାକୁ…
Read More...