ମନୋରଞ୍ଜନ ଉର୍ବଶୀଙ୍କ ଉପଲବ୍ଧି Jan 9, 2020 0 ଉର୍ବଶୀ ରୌତେଲା ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ପରିବାର, ପ୍ରଶଂସକ ଓ ସାଙ୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି । ଉର୍ବଶୀଙ୍କ ଇନଷ୍ଟାଗ୍ରାମ୍ରେ ୨୨ ମିଲିୟନରୁ… Read More...
ରାଶିଫଳ ଆଜିର ରାଶିଫଳ Jan 9, 2020 0 ମେଷ: ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ବୃଷ: ଭାବିଥିବା କାମ ପୂରା ହେବ।… Read More...
ଦେଶ- ବିଦେଶ ଭୀଷଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇରାନ୍ : ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅସ୍ତ୍ରବାହୀ ଡ୍ରୋନ୍, ବିଦ୍ରୋହୀ… Jan 9, 2020 0 ଦୁବାଇ : ଇରାନ୍ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଶତ୍ରୁତା ଏବେ ଚରମ ସ୍ଥିତିରେ ପହଞ୍ଚିଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏହାକୁ ନେଇ ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା… Read More...
ଦେଶ- ବିଦେଶ ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନ: ଫଳାଫଳର ଶକ୍ତ ଝଟକାରେ ଦୋହଲି ଗଲା ବିଜେପି; ନାଗପୁରରେ ଆରଏସ୍ଏସ୍ ହେଲା… Jan 9, 2020 0 ମୁମ୍ବାଇ/ ନାଗପୁର: ବିଧାନସଭା ନିର୍ବାଚନର ମାସକ ପରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପୁଣି ଲାଗିଛି ଏକ ଶକ୍ତ ଝଟକା। ତେବେ, ଏହି ଝଟକାକୁ କୌଣସି ପ୍ରକାରେ ସହ୍ୟ… Read More...
ଦେଶ- ବିଦେଶ ଦିଲ୍ଲୀର ପ୍ରତାପଗଞ୍ଜସ୍ଥିତ ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ଜଣେ ମୃତ, ଘଟଣାସ୍ଥଳରେ ୩୨ ଦମକଳ Jan 9, 2020 0 ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ପୂର୍ବ ଦିଲ୍ଲୀର ପ୍ରତାପଗଞ୍ଜ ଶିଳ୍ପାଞ୍ଚଳରେ ଥିବା ଗୋଟାଏ ଛାପାଖାନାରେ (ପ୍ରିଣ୍ଟିଙ୍ଗ୍ ପ୍ରେସ୍) ନିଆଁ ଲାଗିଯିବାରୁ ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଦିଲ୍ଲୀ ପୁଲିସ… Read More...
ରାଜନୀତି ଜେଏନୟୁରେ ଆକ୍ରମଣର ପ୍ରତିବାଦ ଛାତ୍ର କଂଗ୍ରେସର ମଶାଲ ଶୋଭାଯାତ୍ରା Jan 8, 2020 0 ପୁରୀ: ମୁଖା ପିନ୍ଧିଥିବା ଏବିଭିପି ସଭ୍ୟମାନେ ପ୍ରବେଶ କରି ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରାବ୍ରାସରେ ଆକ୍ରମଣ କରିବା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ପୁରୀରେ ବୁଧବାର ସନ୍ଧ୍ୟାରେ ଏକ ମଶାଲ… Read More...
ଖେଳ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍: କୋହଲି ନଂ-୧ Jan 8, 2020 0 ଦ ୁ ବ । ଇ , ୮ । ୧ ( ଏ େ ଜ ନ ୍ସି ) : ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ର ବ୍ୟାଟ୍ସମ୍ୟାନ୍ ତାଲିକାର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି । କିନ୍ତୁ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ… Read More...
ସ୍ୱତନ୍ତ୍ର ଓଡ଼ିଶୀ ନୃତ୍ୟଶିଳ୍ପୀରୁ ଫିଟନେସ୍ ଗାର୍ଲ ଗାର୍ଗୀ Jan 8, 2020 0 ଭବାନୀପାଟଣାର ଝିଅ ଗାର୍ଗୀ ନାୟକଙ୍କ କମାଲ ଏବେ ସବୁଠି ଚର୍ଚ୍ଚାରେ । ସେ ଯେମିତି ଓଡ଼ିଶୀ ନାଚନ୍ତି, ସେମିତି ର୍ୟାମ୍ପରେ ବି ଚାଲନ୍ତି । ପାଦରେ ଘୁଙ୍ଗୁର ବାନ୍ଧି ଯେତେ ସୁନ୍ଦର ନାଚନ୍ତି, ମସଲ ମାନିଆ ଶୋ’ରେ ବି ତାଙ୍କ କମାଲ… Read More...
Uncategorized ଅବାଧ ଟ୍ରଲର ଚଳାଚଳରେ କଟକଣା ନାହିଁ ବେଳାଭୂମୀରେ କୁକୁର ଖାଉଛନ୍ତି ଅଲିଭ ରିଡଲେଙ୍କ ଶବ Jan 8, 2020 0 ପୁରୀ:ଅବାଧ ଟ୍ରଲର ଚଳାଚଳକୁ ନିୟନ୍ତ୍ରଣ କରିବାରେ ବନବିଭାଗ ବିଫଳ ହୋଇଛି । ନାମକୁ ମାତ୍ର କଟକଣା ଜାରି କରିଛି ବନବିଭାଗ । କିନ୍ତୁ କେତେକ ଅସାଧୁ ବନବିଭାଗ କର୍ମଚାରୀ ବେଆଇନ୍ ଟ୍ରଲର ଚଳାଚଳକୁ ପ୍ରୋତ୍ସାହନ ଦେଉଛନ୍ତି । ଫଳରେ… Read More...
Uncategorized ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା Jan 8, 2020 0 ଭୁବନେଶ୍ୱର : ପୂର୍ବ ଭାରତ ଉପରେ େୱଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଏବଂ ସମୁଦ୍ର ସ୍ତରରୁ ୫.୮ କିମି ଊଦ୍ଧ୍ୱର୍ରେ ଅପର୍ ଏୟାର ଟ୍ରଫ୍ ଲାଇନ୍ର ପ୍ରଭାବରେ ଆସନ୍ତା ଜାନୁଆରୀ ୯ ତାରିଖରେ ଆଭ୍ୟ‘ରୀଣ ଏବଂ ଉତର ଓଡ଼ିଶାର… Read More...