ମେଷ: ସୁସ୍ଥ ସବଳ ଅନୁଭବ କରିବେ। ବୈଜ୍ଞାନିକ ଅନୁଭବକୁ ଠିକ୍ ଦିଗରେ ପ୍ରୟୋଗ କରିବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ବୃଷ: ଆପଣ ଉତ୍ସାହରେ ଭରି ରହିବେ। ଧନଲାଭ ପାଇଁ ସୁଯୋଗ ମିଳିବ। ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ।
ମିଥୁନ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ। ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।
କର୍କଟ: ଆପଣଙ୍କ ଭିତରେ ଉତ୍ସାହ ଭରି ରହିବ। ମିଠା ମିଠା କଥା କହି ସ୍ଥଗିତ କାମ ସହଜରେ କରାଇନେବେ। ପ୍ରେମ ସ˚ପର୍କ ନିବିଡ଼ ହେବ।
ସି˚ହ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ। ଚାକିରିଜୀବୀଙ୍କୁ ବରିଷ୍ଠଙ୍କର ସାହାଯ୍ୟ ମିଳିବ।
କନ୍ୟା: ଆପଣଙ୍କ ମନୋବଳ ଉଚ୍ଚା ରହିବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ତୁଳା: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଖଦ ହେବ।
ବିଛା: ଧାର୍ମିକ କାର୍ୟ୍ୟ କରନ୍ତୁ, ଦୀର୍ଘ ଦିନର ଆଶା ପୂରଣ ହେବ। ଭଲ ଖବର ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।
ଧନୁ: କାର୍ୟ୍ୟକ୍ଷେତ୍ରରେ ଆୟ ବୃଦ୍ଧିର ଅବସର ମିଳିବ। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ।
ମକର: ବିଶେଷ କାର୍ୟ୍ୟରେ ବ୍ୟସ୍ତ ରହିବେ। ବରିଷ୍ଠଙ୍କ ସାହାଯ୍ୟରେ ସ୍ଥଗିତ କାମ ସ˚ପୂର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
କୁମ୍ଭ: ପୂଜାପାଠରେ ସମୟ ବିତିବ। ଲାଗି ରହିଥିବା ଚିନ୍ତା ଦୂର ହେବ। କିଛି ଭଲ କାମରେ ସହଯୋଗ କରିପାରନ୍ତି।
ମୀନ: ଈଷ୍ଟଦେବଙ୍କ ଆରାଧନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। ସାମାଜିକ କାର୍ୟ୍ୟରେ ସମୟ ଦେବେ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିପାରେ।