ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅଗଷ୍ଟ ୨୮ ତାରିଖ ଦିନ ରକ୍ଷା ବନ୍ଧନର ପବିତ୍ର ପର୍ବ ଅନୁଷ୍ଠିତ ହେବ, ସଂଯୋଗ ବଶତଃ ଚଳିତ ଥର ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ପାଳନ ହେବାକୁ ଯାଉଛି, କିନ୍ତୁ ଏହା ଭାରତକୁ ଦୃଶ୍ୟ ହେବାର ସମ୍ଭାବନା ନାହିଁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଗ୍ରହ ମାନଙ୍କ ଶୁଭ ସଂଯୋଗ ଘଟୁଛି, ଅଗଷ୍ଟ ମାସର ଶେଷ ବେଳକୁ ସୂର୍ଯ୍ୟ ଦେବ ଓ ଦେବଗୁରୁ ବୃହସ୍ପତି ସ୍ଥିତି ମଜବୁତ ଥିବା କାରଣରୁ ଅନେକ ଶୁଭ ସଂଯୋଗ ଘଟୁଛି, ରକ୍ଷାବନ୍ଧନ ରେ ୩ରାଶି ଙ୍କ ଭାଗ୍ୟର ନୂଆ ଦ୍ୱାର ଖୋଲିଯିବ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କିଏ ?
* ମେଷ ରାଶି –
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆୟର ନୂଆ ଦ୍ୱାର ଖୋଲି ଯିବ, ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ, ପରିବାର ରେ ମାଙ୍ଗଳିକ କାର୍ଯ୍ୟ ହେବ , ଏବଂ ଦୀର୍ଘ ଦିନରୁ ରହିଥିବା ମାନସିକ ଦୁଶ୍ଚିନ୍ତା ଦୂର ହେଲା l
* ସିଂହ ରାଶି –
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ରକ୍ଷାବନ୍ଧନ ର ସମୟ ଖୁବ ଫଳଦାୟୀ ରହିବ, କ୍ୟାରିଅର ରେ ସଫଳତା ମିଳିବ, ଏବଂ ନୂଆ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗ ମିଳିବ, ଅଟକି ରହିଥିବା ପଇସା ଫେରି ପାଇବେ, ବ୍ୟବସାୟ ରେ ସଫଳତା ମିଳିବ l
* ଧନୁ ରାଶି –
ଧନୁ ରାଶି ର ସ୍ୱାମୀ ଦେବଗୁରୁ ବୃହସ୍ପତି ଅଟନ୍ତି, ରକ୍ଷାବନ୍ଧନ ପରେ ଆପଣଙ୍କର ଭାଗ୍ୟୋଦୟ ହେବ, ମାନସମ୍ମାନ ବୃଦ୍ଧି ହେବ, ଭାଇ-ଭଉଣୀ ଙ୍କ ସହିତ ସମ୍ପର୍କ ରେ ସୁଧାର ଆସିବ, ଯେଉଁ ବ୍ୟକ୍ତିମାନେ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଚାକିରୀ ମିଳିବାର ସୁଯୋଗ ମିଳିବ l
