Odisha news

ସମାକୋଇ ନଦୀ ପଠା ରେ ନରକଙ୍କାଳ : କଙ୍କାଳ ଦେଖି ଲୋକେ ଭୟଭୀତ

0

ତେଲକୋଇ ୭/୯- ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ଅଧିନ ସରେଇ ଗ୍ରାମ ର ଚକଧର ମୁଣ୍ଡା ସାହି ନିକଟରୁ ଏକ ନରକଙ୍କାଳ ମିଳିବା ଘଟଣା ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରିଛି।

ଘଟଣାନୁଯାୟୀ ମୁଣ୍ଡା ସାହି ର କିଛି ଲୋକ ନଦୀ କୁ ଯାଇଥିବା ବେଳେ ଚକଧର ନଦୀ ପଠା ରେ ଏକ ନରକଙ୍କାଳ ଗଳିତ ଅବସ୍ଥା ରେ ପଡି ରହିଥିବା ଦେଖିଥିଲେ। ଖବର ପାଇ ଆଖ ପାଖ ଗ୍ରାମ ର ବହୁ ସଂଖ୍ୟା ରେ ଲୋକେ ଘଟଣା ସ୍ଥଳରେ କଙ୍କାଳ ଦେଖିବାକୁ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

Leave A Reply